ମମ୍ମି ଭିତରୁ ମିଳିଲା ସୁନାର ଜିଭ

ନୂଆଦିଲ୍ଲୀ: ଇଜିପ୍ଟରେ ମିଳିଲା ସୁନା ଜିଭ ଥିବା ମମ୍ମି। ମୃତଦେହକୁ ସଂରକ୍ଷଣ କରାଯାଉଥିବା ମମ୍ମି ଭିତରୁ ସୁନାର ଜିଭ ମିଳିଛି। ଇଜିପ୍ଟର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ବେଳେ ୨୫ଶହ ବର୍ଷ ତଳର ଏଭଳି ସୁନାର ଜିଭ ଠାବ ହୋଇଛି। ମମ୍ମି ଭିତରେ ଥିବା ମୃତଦେହ ପ୍ରାୟ ନଷ୍ଟ ହୋଇଯାଇଥିବା ବେଳେ ସୁନାର ଜିଭଗୁଡିକ ସୁରକ୍ଷିତ ରହିଛି। ଏହି ଜିଭଗୁଡିକ ଖ୍ରୀଷ୍ଟପୂର୍ବ ୩୦୦ରୁ ୬୪୦ ପୂର୍ବରୁ ବୋଲି ପ୍ରମାଣ ମିଳୁଛି। ଇଜିପ୍ଟର ପର୍ଯ୍ୟଟନ ଏବଂ ପୁରାତନ ମନ୍ତ୍ରଣାଳୟ […]

mummy-with-gold-tongue

mummy-with-gold-tongue

Madhupriya Mistry
  • Published: Tuesday, 06 December 2022
  • Updated: 06 December 2022, 11:51 AM IST

Sports

Latest News

ନୂଆଦିଲ୍ଲୀ: ଇଜିପ୍ଟରେ ମିଳିଲା ସୁନା ଜିଭ ଥିବା ମମ୍ମି। ମୃତଦେହକୁ ସଂରକ୍ଷଣ କରାଯାଉଥିବା ମମ୍ମି ଭିତରୁ ସୁନାର ଜିଭ ମିଳିଛି। ଇଜିପ୍ଟର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ବେଳେ ୨୫ଶହ ବର୍ଷ ତଳର ଏଭଳି ସୁନାର ଜିଭ ଠାବ ହୋଇଛି।

ମମ୍ମି ଭିତରେ ଥିବା ମୃତଦେହ ପ୍ରାୟ ନଷ୍ଟ ହୋଇଯାଇଥିବା ବେଳେ ସୁନାର ଜିଭଗୁଡିକ ସୁରକ୍ଷିତ ରହିଛି। ଏହି ଜିଭଗୁଡିକ ଖ୍ରୀଷ୍ଟପୂର୍ବ ୩୦୦ରୁ ୬୪୦ ପୂର୍ବରୁ ବୋଲି ପ୍ରମାଣ ମିଳୁଛି। ଇଜିପ୍ଟର ପର୍ଯ୍ୟଟନ ଏବଂ ପୁରାତନ ମନ୍ତ୍ରଣାଳୟ ଏକ ଫେସବୁକ୍ ପୋଷ୍ଟରେ ସ୍ପଷ୍ଟ କରିଛି ଯେ ଗ୍ରୀକ୍-ରୋମାନ୍ ସମୟରେ ସୁନା ଜିଭ ଥିବା ମମ୍ମିଗୁଡିକ ଲୋକପ୍ରିୟ ଥିଲା।

Why Were Two Egyptian Mummies Buried With Gold Tongues? | HowStuffWorks

ସୁନା ଜିଭ ଏବଂ ସୁନା ଆଖି ମୃତ ବ୍ୟକ୍ତିଙ୍କୁ ପରବର୍ତ୍ତୀ ଜୀବନରେ କଥା ହେବା, ଦେଖିବା ଏବଂ ସ୍ୱାଦ ଦେବା ପାଇଁ ଅନୁମତି ଦେବ ବୋଲି ଗ୍ରୀକ୍-ରୋମାନ୍ ସମୟରେ ପ୍ରାଚୀନ ଇଜିପ୍ଟୀୟମାନେ ବିଶ୍ୱାସ କରୁଥିଲେ ।

ଏହି ପ୍ରକାରର ମମ୍ମି ମିଶରର ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ସୁନାର ଜିଭ ଥିବା କେତୋଟି ମମ୍ମି ମିଳିଛି ତାହା ଜଣା ପଡିନାହିଁ। ଏଥିସହ ଏହି ମମ୍ମିଗୁଡିକ କେଉଁ ମୃତକଙ୍କ ସେ ନେଇ ମଧ୍ୟ ବର୍ତ୍ତମାନ ସୁଦ୍ଧା ସୂଚନା ମିଳିନାହିଁ।

ଖନନ ବେଳେ ମୃତଦେହକୁ ରଖିବା ପାଇଁ ବ୍ୟବହାର ହୋଇଥିବା କଫିନ, କଣ୍ଟା ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଠାବ ହୋଇଛି। ଏନେଇ ଇଜିପ୍ଟ ସରକାରଙ୍କ ପକ୍ଷରୁ ଅଧିକ ଗବେଷଣା ଚାଲିଛି। ଇଜିପ୍ଟରେ ମୃତଦେହକୁ ସଂରକ୍ଷିତ ରଖିବା ପାଇଁ ମମି ଭିତରେ ରଖାଯାଇ ରାସାୟନିକ ପ୍ରଲେପ ଦିଆଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story