ପାକିସ୍ତାନରେ ୨ ଶିଖ୍‌ଙ୍କୁ ଗୁଳି କରି ହତ୍ୟା

ଇସଲାମାବାଦ: ରବିବାର ପାକିସ୍ତାନରେ ୨ ଜଣ ଶିଖ୍‌ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି। ଆତଙ୍କବାଦୀମାନେ ଗୁଳି କରି ସମ୍ପୃକ୍ତ ୨ ଜଣ ଶି‌ଖଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟା ପାଇଁ ଇସଲାମିକ ଉଇଲାୟହ ଖୋରସରନ ନାମକ ସଙ୍ଗଠନ ନିଜକୁ ଦାୟୀ କରିଛି। ପାକିସ୍ତାନର ଉତ୍ତରପୂବାଞ୍ଚଳ ଖ୍ୟାବେର ପାଖତୁନ୍‌ଖ୍ୱା ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି। ମୃତକ ୨ ଜଣ ହେଲେ ସଲଜିତ ସିଂହ(୪୨) ଏବଂ ରଣଜିତ ସିଂହ(୩୮)। ବାଇକରେ ଦୁଇଜଣ ଆତଙ୍କବାଦୀ ଆସି ସେମାନଙ୍କୁ ଗୁଳି କରି ମାରିଛନ୍ତି।  ପାକିସ୍ତାନରେ […]

Gun

Gun

Tapas Behera
  • Published: Sunday, 15 May 2022
  • Updated: 15 May 2022, 08:30 PM IST

Sports

Latest News

ଇସଲାମାବାଦ: ରବିବାର ପାକିସ୍ତାନରେ ୨ ଜଣ ଶିଖ୍‌ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି। ଆତଙ୍କବାଦୀମାନେ ଗୁଳି କରି ସମ୍ପୃକ୍ତ ୨ ଜଣ ଶି‌ଖଙ୍କୁ ହତ୍ୟା କରିଛନ୍ତି। ଏହି ହତ୍ୟା ପାଇଁ ଇସଲାମିକ ଉଇଲାୟହ ଖୋରସରନ ନାମକ ସଙ୍ଗଠନ ନିଜକୁ ଦାୟୀ କରିଛି। ପାକିସ୍ତାନର ଉତ୍ତରପୂବାଞ୍ଚଳ ଖ୍ୟାବେର ପାଖତୁନ୍‌ଖ୍ୱା ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି। ମୃତକ ୨ ଜଣ ହେଲେ ସଲଜିତ ସିଂହ(୪୨) ଏବଂ ରଣଜିତ ସିଂହ(୩୮)। ବାଇକରେ ଦୁଇଜଣ ଆତଙ୍କବାଦୀ ଆସି ସେମାନଙ୍କୁ ଗୁଳି କରି ମାରିଛନ୍ତି।  ପାକିସ୍ତାନରେ ସଂଖ୍ୟା ଲଘୁଙ୍କ ଜୀବନ ପ୍ରତି ବିପଦ ଥିବା ବେଳେ  ଉଭୟଙ୍କ ମୃତ୍ୟୁ ହେଉଛି ତାଜା ଘଟଣା। ଏହି ଘଟଣାରେ ଭାରତ ଗଭୀର ଦୁଃଖ ପ୍ରକାଶ କରିବା ସହ ତୀବ୍ର ନନ୍ଦା ମଧ୍ୟ କରିଛି।

ଏହି ଘଟଣାକୁ ନେଇ ଭାରତର ବୈଦେଶିକ ମୁଖପାତ୍ର କହିଛନ୍ତି ଯେ, ହତ୍ୟାକାଣ୍ଡକୁ ଆମେ ଘୋର ବିରୋଧ କରିଛୁ । ପାକିସ୍ତାନରେ ସଂଖ୍ୟା ଲଘୁମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି।  ସେମାନଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି।  ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ଅବଗତ କରିଛୁ।  ଆଶା କରୁଛୁ ପାକିସ୍ତାନ ସରକାର ଉଚିତ ପଦକ୍ଷେପ ନେବେ।

ପାକିସ୍ତାନରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଗୁରୁତର ଭାବେ ପାକିସ୍ତାନ ଗ୍ରହଣ କରୁ ବୋଲି ଆମେ ଦାବି କରିଛୁ । ଶିଖ୍‌ ଦ୍ୱୟଙ୍କ ହତ୍ୟାର ପ୍ରତିବାଦ କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ  କ୍ୟାପ୍ଟେନ ଅମରିନ୍ଦର ସିଂହ। ସେ ଲେଖିଛନ୍ତି ଯେ, ପେଶୱାରରେ ୨ ଜଣ ଶିଖଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ନିନ୍ଦନୀୟ।  ଭାରତର ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ଗୁରୁତର ଭାବେ ନେବାକୁ  ସେ ଟ୍ୱିଟ୍ କରି ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story