ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ ପରେ ଇସଲାମାବାଦରେ ନିର୍ଯାତନା

କାବୁଲ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ପୁଣି ତୀବ୍ର ହୋଇଛି। ପାକିସ୍ତାନରେ ଅବସ୍ଥାପିତ ଆଫଗାନିସ୍ତାନ ରାଷ୍ଟ୍ରଦୂତ ନଜିବୁଲ୍ଲା ଅଲୀଖିଲିଙ୍କ ଝିଅଙ୍କୁ ଇସଲମାବାଦରେ ଅପହରଣ କରାଯାଇଛି। ଏହାପରେ ତାଙ୍କୁ ଭୟଙ୍କର ନିର୍ଯାତନା ଦିଆଯାଇଛି। ନିର୍ଯାତନା ଯୋଗୁ ତାଙ୍କ ଶରୀରରେ ଏକାଧିକ ଚିହ୍ନ ଠାବ ହୋଇଥିବା ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ୨୬ ବର୍ଷୀୟ ସିଲସିଲା ଅଲୀଖିଲି ଶୁକ୍ରବାର ଜିହ୍ନା ମାର୍କେଟରୁ  ଘରକୁ ଫେରୁଥିବା […]

Pakistan

Pakistan

Hemant Lenka
  • Published: Saturday, 17 July 2021
  • Updated: 17 July 2021, 07:00 PM IST

Sports

Latest News

କାବୁଲ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ପୁଣି ତୀବ୍ର ହୋଇଛି। ପାକିସ୍ତାନରେ ଅବସ୍ଥାପିତ ଆଫଗାନିସ୍ତାନ ରାଷ୍ଟ୍ରଦୂତ ନଜିବୁଲ୍ଲା ଅଲୀଖିଲିଙ୍କ ଝିଅଙ୍କୁ ଇସଲମାବାଦରେ ଅପହରଣ କରାଯାଇଛି। ଏହାପରେ ତାଙ୍କୁ ଭୟଙ୍କର ନିର୍ଯାତନା ଦିଆଯାଇଛି। ନିର୍ଯାତନା ଯୋଗୁ ତାଙ୍କ ଶରୀରରେ ଏକାଧିକ ଚିହ୍ନ ଠାବ ହୋଇଥିବା ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ୨୬ ବର୍ଷୀୟ ସିଲସିଲା ଅଲୀଖିଲି ଶୁକ୍ରବାର ଜିହ୍ନା ମାର୍କେଟରୁ  ଘରକୁ ଫେରୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଏହାପରେ ତାଙ୍କୁ ପ୍ରବଳ ନିର୍ଯାତନା ଦିଆଯାଇଥିଲା। ପଣବନ୍ଦୀରୁ ତାଙ୍କୁ ଉଦ୍ଧାର କରାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ରହିଛି। ଏହି ଘଟଣାକୁ ଆଫଗାନିସ୍ତାନ କଡ଼ା ଭାଷାରେ ନିନ୍ଦା କରିଛୁ। ପାକିସ୍ତାନରେ ରହୁଥିବା ଅଧିକାରୀ ଓ ସେମାନଙ୍କ ସୁରକ୍ଷା ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ନେଇ ଆଫଗାନିସ୍ତାନ ସରକାର ଉଦବେଗ ମଧ୍ୟ ପ୍ରକାଶ କରିଛନ୍ତି।

ପାକିସ୍ତାନ ସରକାର ତୁରନ୍ତ ଅପହରଣ ପଛରେ ଥିବା କାରଣ ଖୋଜିବା ସହ ଦୋଷୀଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରନ୍ତୁ ବୋଲି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ଏବେ ତାଲିବାନ ଆତଙ୍କୀ ସଂଗଠନ ଆଫଗାନିସ୍ତାନକୁ କବଜା କରିବା ଆରମ୍ଭ କରିଛି। ଦେଶର ପ୍ରାୟ ୮୫% ଅଞ୍ଚଳ ଏହି ସଂଗଠନ ନିଜ ନିୟନ୍ତ୍ରଣକୁ ନେଇ ସାରିଲାଣି। ଏବେ ବି ଅନେକ ସ୍ଥାନରେ ଆଫଗାନିସ୍ତାନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଚାଲିଛି।

ଏସବୁ ପଛରେ ପାକିସ୍ତାନର ହାତ ରହିଛି। ପାକିସ୍ତାନ ତାଲିବାନକୁ ସହଯୋଗ କରୁଛି ବୋଲି ଆଫଗାନିସ୍ତାନ କହିଛି। ଏପରି କି ପାକିସ୍ତାନ ବାୟୁସେନା ତାଲିବାନ ଆତଙ୍କୀଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେଉଥିବା ଆଫଗାନର ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ କହିଛନ୍ତି।

ରାଷ୍ଟ୍ରପତି ଅଶ୍ରଫ ଘାନି ମଧ୍ୟ ଉଜବେକିସ୍ତାନର ରାଜଧାନୀ ତାସ୍କକେଣ୍ଟରେ ଆୟୋଜିତ ଗୋଟିଏ ସମ୍ମିଳନୀରେ ଯୋଗଦେଇ ପାକିସ୍ତାନକୁ ଟାର୍ଗେଟ କରିଥିଲେ। ପାକିସ୍ତାନରୁ ୧୦ ହଜାରରୁ ଅଧିକ ଜିହାଦୀ ଆଫଗାନିସ୍ତାନରେ ପ୍ରବେଶ କରି ହିଂସାକାଣ୍ଡ କରୁଥିବା ସେ କହିଥିଲେ।

ତେବେ ଆଫଗାନିସ୍ତାନର ଏପରି ଅଭିଯୋଗକୁ ପାକିସ୍ତାନ ଖଣ୍ଡନ କରିଛି। ପାକିସ୍ତାନ ସବୁବେଳେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହେଁ ବୋଲି ଇସଲାମାବାଦ ପକ୍ଷରୁ ସଫେଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story