ତାଲିବାନ ସହ ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଲେ ବିଦାୟୀ ଉପ ରାଷ୍ଟ୍ରପତି, ଆତ୍ମସମର୍ପଣ କରିବେନି

କାବୁଲ: ଆଫଗାନିସ୍ତାନକୁ ତାଲିବାନ ସଂପୂର୍ଣ୍ଣ ଭାବେ ଦଖଲ କରି ସାରିଛି। ଏବେ ସବୁଠି ତାଲିବାନ ସଦସ୍ୟଙ୍କ ରାଜ ଚାଲିଛି। ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡ଼ି ଚାଲିଯାଇଛନ୍ତି। ହେଲେ ଦେଶର ବିଦାୟୀ ଉପ ରାଷ୍ଟ୍ରପତି ଅମରୁହ୍ଲା ସାଲେହ ତାଲିବାନୀଙ୍କ ସହ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ସରକାର ଭୁଶୁଡ଼ି ପଡ଼ିଥିଲେ ହେଁ ସେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛନ୍ତି। ତାଲିବାନ ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ଦଖଲ କରିସାରିଥିବା ବେଳେ ଏବେ ଉତ୍ତରପୂର୍ବ କାବୁଲର ପଞ୍ଜଶିର ଉପତ୍ୟକା […]

AFgan

AFgan

Hemant Lenka
  • Published: Tuesday, 17 August 2021
  • Updated: 17 August 2021, 05:03 PM IST

Sports

Latest News

କାବୁଲ: ଆଫଗାନିସ୍ତାନକୁ ତାଲିବାନ ସଂପୂର୍ଣ୍ଣ ଭାବେ ଦଖଲ କରି ସାରିଛି। ଏବେ ସବୁଠି ତାଲିବାନ ସଦସ୍ୟଙ୍କ ରାଜ ଚାଲିଛି। ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡ଼ି ଚାଲିଯାଇଛନ୍ତି। ହେଲେ ଦେଶର ବିଦାୟୀ ଉପ ରାଷ୍ଟ୍ରପତି ଅମରୁହ୍ଲା ସାଲେହ ତାଲିବାନୀଙ୍କ ସହ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ସରକାର ଭୁଶୁଡ଼ି ପଡ଼ିଥିଲେ ହେଁ ସେ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଛନ୍ତି।

ତାଲିବାନ ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ ଦଖଲ କରିସାରିଥିବା ବେଳେ ଏବେ ଉତ୍ତରପୂର୍ବ କାବୁଲର ପଞ୍ଜଶିର ଉପତ୍ୟକା କବଜା କରିପାରି ନାହିଁ। ସେହିଠାରେ ଅମରୁହ୍ଲା ରହିଥିବା କୁହାଯାଉଛି। ସେହିଠାରୁ ସେ ତାଲିବାନ ସହ ଲଢ଼େଇ କରିବେ ବୋଲି କହିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ମୁଁ କେବେ ହେଲେ କିମ୍ବା କୌଣସି ପରିସ୍ଥିତିରେ ତାଲିବାନୀ ଆତଙ୍କବାଦୀଙ୍କ ଆଗରେ ମୁଣ୍ଡ ନୁଆଁଇବି ନାହିଁ। ମୁଁ କେବେ ହେଲେ ମୋ ହିରୋ ଅହମଦ ଶାହ ମାସୁଦଙ୍କ ଆତ୍ମା ଓ ଲେଗାସି ସହ ଧୋକ୍କା କରିପାରିବି ନାହିଁ। ମୁଁ କେବେ ହେଲେ ମୋତେ ଶୁଣୁଥିବା ଲକ୍ଷାଧିକ ଲୋକଙ୍କ ଆଶାକୁ ନିରାଶାରେ ପରିଣତ କରିପାରିବି ନାହିଁ। ମୁଁ କେବେ ହେଲେ ତାଲିବାନ ସହ ବୁଝାମଣା କରିବି ନାହିଁ। କେବେ ବି ନୁହେଁ।”

ପଞ୍ଜଶିରରେ ବର୍ତ୍ତମାନ ଅମରୁହ୍ଲା ଓ ମାସୁଦଙ୍କ ପୁଅ ରହିଛନ୍ତି। ମାସୁଦ ହେଉଛନ୍ତି ତାଲିବାନ ବିରୋଧରେ ପ୍ରଥମେ ଯୁଦ୍ଧ ଘୋଷଣା କରିଥିବା ବ୍ୟକ୍ତି। ଏହି ଯୁଦ୍ଧ ବେଳେ ତାଙ୍କର ମୃତ୍ୟୁ ମଧ୍ୟ ଗଠିଥିଲା। ୧୯୯୦ରେ ଅମରୁହ୍ଲା ଓ ମାସୁଦଙ୍କ ପୁଅ ମିଳିତ ଭାବେ ତାଲିବାନ ବିରୋଧରେ ଗୋଟିଏ ମିଲିସିଆ ଗ୍ରୁପ ଗଠନ କରିଥିଲେ।

ଏହି ଗ୍ରୁପ୍‌ ହିଁ ପ୍ରଥମ ଧାଡ଼ି ଗରିଲା କମାଣ୍ଡୋ ଭାବେ କାର୍ଯ୍ୟ କରି ପଞ୍ଜଶିରରେ ତାଲିବାନ ଉପରେ ବିଜୟ ହାସଲ କରିଥିଲା। ଏବେ ସି ଦମ୍ଭରେ ଅମରୁହ୍ଲା ସମାନ କଥା କହିଛନ୍ତି। ପଞ୍ଜଶିରର ଜଣେ ବ୍ୟକ୍ତି କହିଛନ୍ତି, ଆମେ ତାଲିବାନକୁ କେବେ ହେଲେ ଏଠାରେ ପ୍ରବେଶ କରାଇ ଦେବୁନାହିଁ। ଆମେ ସେମାନଙ୍କ ସହ ଲଢ଼େଇ କରିବୁ। ଅମରୁହ୍ଲାଙ୍କ ଏଭଳି ଆହ୍ୱାନ ନୂଆ ଯୁଦ୍ଧର ଶୁଭାରମ୍ଭ କରିପାରେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story