ଚାଇନାର ଧମକକୁ ବାଏଁ ବାଏଁ ଉଡ଼ାଇ ଦେଲା ତାଇୱାନ

ନୂଆଦିଲ୍ଲୀ: ହଂକଂ ଦଖଲ କରି ସାରିଛୁ । ଆଗକୁ ତାଇଓ୍ୱାନ ଲକ୍ଷ୍ୟ ବୋଲି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ।ବେଜିଂରେ ଅନୁଷ୍ଠିତ ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ପରିଷଦ ବୈଠକକୁ ସମ୍ବୋଧନ କରି ଜିନପିଙ୍ଗ କହିଛନ୍ତି ଯେ, ହଂକଂକୁ ଚୀନ୍ ନିଜର ନିୟନ୍ତ୍ରଣକୁ ଆଣି ସାରିଛି।  ଆଗକୁ କେବଳ ତାଇଓ୍ୱାନ ଲକ୍ଷ୍ୟ ରହିଛି । ତେବେ ତାଇଓ୍ୱାନରେ ଯାହା ଚାଲିଛି, ତାହା ନିନ୍ଦନୀୟ ବୋଲି ସେ କହିଛନ୍ତି। ଏଠାକାର ଅରାଜକ ସରକାରଙ୍କୁ ସମ୍ପୂର୍ଣ୍ଣରୂପେ ଶେଷ କରିଦିଆଯାଇଛି […]

China and taiwan

China and taiwan

Tapas Behera
  • Published: Sunday, 16 October 2022
  • Updated: 16 October 2022, 07:36 PM IST

Sports

Latest News

ନୂଆଦିଲ୍ଲୀ: ହଂକଂ ଦଖଲ କରି ସାରିଛୁ । ଆଗକୁ ତାଇଓ୍ୱାନ ଲକ୍ଷ୍ୟ ବୋଲି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ।ବେଜିଂରେ ଅନୁଷ୍ଠିତ ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ପରିଷଦ ବୈଠକକୁ ସମ୍ବୋଧନ କରି ଜିନପିଙ୍ଗ କହିଛନ୍ତି ଯେ, ହଂକଂକୁ ଚୀନ୍ ନିଜର ନିୟନ୍ତ୍ରଣକୁ ଆଣି ସାରିଛି।  ଆଗକୁ କେବଳ ତାଇଓ୍ୱାନ ଲକ୍ଷ୍ୟ ରହିଛି । ତେବେ ତାଇଓ୍ୱାନରେ ଯାହା ଚାଲିଛି, ତାହା ନିନ୍ଦନୀୟ ବୋଲି ସେ କହିଛନ୍ତି। ଏଠାକାର ଅରାଜକ ସରକାରଙ୍କୁ ସମ୍ପୂର୍ଣ୍ଣରୂପେ ଶେଷ କରିଦିଆଯାଇଛି ବୋଲି ଜିନପଙ୍ଗି କହିଛନ୍ତି। କେବଳ ସେତିକି ନୁହେଁ ଖୁବ୍‌ଶୀଘ୍ର ତାଇୱାନକୁ ମଧ୍ୟ ନିୟନ୍ତ୍ରଣ କରାଯିବ ବୋଲି ପରୋକ୍ଷରେ ଧମକ ଦେଇଛି ଚାଇନା। ତାଇୱାନରେ ବିଚ୍ଛିନତାବାଦୀଙ୍କ ବିରୋଧରେ ଚୀନ କଡ଼ା ସଂଘର୍ଷ କରୁଛି।

ତାଇୱାନ ବିରୋଧରେ ଚୀନ ସେନାର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି ଜିନପିଙ୍ଗ। ଜିନପିଙ୍ଗ କହିଛନ୍ତି ଯେ, ତାଇୱାନ ପ୍ରସଙ୍ଗର ସମାଧାନ ଚାଇନା ଲୋକଙ୍କ ଉପରେ ନିର୍ଭର କରେ। ଅମେ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ଚାହୁଁ। କିନ୍ତୁ ଆମ ହାତରେ ଥିବା ବଳ ପ୍ରୟୋଗ କରିବାର ଅଧିକାରକୁ କେବେ ଭୁଲିଯିବୁ ନାହିଁ। ତାଇୱାନ ବିବାଦର ସମାଧାନ ଚାଇନା ଲୋକଙ୍କ ହାତରେ ରହିଛି। ଏ ବିଷୟରେ ଚାଇନାର ଜନସାଧାରଣ ହିଁ ନିଷ୍ପତି ନେବେ। ଆମେ ଚେଷ୍ଟାମୁତାବକ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ଚାହୁଁ। କିନ୍ତୁ ଆମେ ସାମରିକ ବଳ ପ୍ରୟୋଗ କରିବୁ ନାହିଁ ବୋଲି ପ୍ରତିଜ୍ଞା କରି ନାହୁଁ ବୋଲି ଜିନପିଙ୍ଗ କହିଛନ୍ତି। ତେବେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଆସନ ହାତେଇବାକୁ ଚାହୁଁଥିବା ସି ଜିନପିଙ୍ଗ ନିଜ ଶାସନ କାଳର ସଫଳତା ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ। ୨୩୦୦ ଦଳୀୟ ପ୍ରତିନିଧିଙ୍କୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି ପାଞ୍ଚ ବର୍ଷରେ ଥରେ ଏହି ସାଧାରଣ ପରିଷଦ ବୈଠକ ହୋଇଥାଏ।

ହଂକଂଭଳି ସ୍ୱାୟତ୍ତ ଶାସନ ଲାଗି  ତାଇୱାନଙ୍କୁ ଚାଇନା ଗୋଟିଏ ରାଷ୍ଟ୍ର କିନ୍ତୁ ଦୈତ୍ୟ ବ୍ୟସ୍ଥାର ପ୍ରସ୍ତାବ ଦେଇଥିଲା।  କିନ୍ତୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଆସୁଛି ତାଇୱାନ। ଅନ୍ୟପଟେ ଚାଇନା ଧମକରେ ତାୱାନ ମୁଣ୍ଡ ନଇଁବନି ବୋଲି ଜବାବ ଦେଇଛି। କାରଣ ତାୱାନର ଜନସାଧାରଣ ଚାଇନାର ପ୍ରସ୍ତାବ ଉପରେ ରାଜି ନାହାନ୍ତି। ଚାଇନା ଭଳି ତାଇୱାନ ବି କହିଛି, ସେମାନଙ୍କର ଭାଗ୍ୟ ନିଜେ ତାୱାନବାସୀ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story