ଆମେରିକାରେ ପୁଣି ଫୁଟିଲା ଗୁଳି, ଘରେ ପଶି ୫ ଜଣଙ୍କୁ ହତ୍ୟା

ୱାଶିଂଟନ: ଆମେରିକାରେ ପୁଣି ଫୁଟିଲା ଗୁଳି। ଟଳି ପଟିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ। ଶୁକ୍ରବାର ଆମେରିକାର ମେରିଲ୍ୟାଣ୍ଡର ଏକ ଘରେ ପଶି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଦୁଇ ଜଣ ବୟସ୍କ ଏବଂ ତିନି ଜଣ ଶିଶୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଗୁଳିକାଣ୍ଡ ଘଟାଇବା ପରେ ପୁଲିସକୁ ନିଜେ ସୂଚନା ଦେଇଛନ୍ତି ଦୁର୍ବୃତ୍ତ। ଜଣେ ଅଧିକାରୀଙ୍କ କହିବା ମୁତାବକ, ଶୁକ୍ରବାର ସକାଳେ  ଇଲକ୍ ମିଲ୍ସ ସ୍ଥିତ ଏକ ଦୁଇ ମହଳା ଘରେ ଏହି […]

america-shooting

america-shooting

Madhupriya Mistry
  • Published: Saturday, 10 September 2022
  • Updated: 10 September 2022, 01:02 PM IST

Sports

Latest News

ୱାଶିଂଟନ: ଆମେରିକାରେ ପୁଣି ଫୁଟିଲା ଗୁଳି। ଟଳି ପଟିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ। ଶୁକ୍ରବାର ଆମେରିକାର ମେରିଲ୍ୟାଣ୍ଡର ଏକ ଘରେ ପଶି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଦୁଇ ଜଣ ବୟସ୍କ ଏବଂ ତିନି ଜଣ ଶିଶୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଗୁଳିକାଣ୍ଡ ଘଟାଇବା ପରେ ପୁଲିସକୁ ନିଜେ ସୂଚନା ଦେଇଛନ୍ତି ଦୁର୍ବୃତ୍ତ।

ଜଣେ ଅଧିକାରୀଙ୍କ କହିବା ମୁତାବକ, ଶୁକ୍ରବାର ସକାଳେ  ଇଲକ୍ ମିଲ୍ସ ସ୍ଥିତ ଏକ ଦୁଇ ମହଳା ଘରେ ଏହି ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ପୁରୁଷ, ଜଣେ ମହିଳା ଏବଂ ତିନି ଜଣ ଶିଶୁ ପ୍ରାଣ ହରାଇଛନ୍ତି।  ତିନି ପିଲା ବୟସ ଯଥାକ୍ରମେ ୧୦ ବର୍ଷ, ୧୨ ବର୍ଷ ଏବଂ ୧୩ବର୍ଷର ହୋଇଥିବାବେଳେ ଅନ୍ୟ ଦୁଇ ପ୍ରାପ୍ତ ବୟସ୍କଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ । ତେବେ ଏହି ଗୁଳିକାଣ୍ଡ ପରେ ଦୁର୍ବୃତ୍ତମାନେ ଖୋଦ୍‌ ୯୧୧କୁ ଫୋନ୍‌ କରି ପୁଲିସକୁ ଗୁଳିବିନିମୟ ବିଷୟରେ ସୂଚନା ମଧ୍ୟ ଦେଇଥିବା ଜଣାପଡିଛି।

ମୃତକଙ୍କ ପଡ଼ୋଶୀ କହିଛନ୍ତି, ତିନି ସନ୍ତାନ ଥିବା ଏହି ଦମ୍ପତି ପାଞ୍ଚ ବର୍ଷ ଧରି ଏଠାରେ ରହୁଥିଲେ। ସେ କହିଛନ୍ତି ଯେ ଏହି ଦମ୍ପତି ଏଠାରେ ରହୁଥିବା ଏବଂ ପିଲାମାନେ ହଷ୍ଟେଲରେ ରହୁଥିଲେ। ତେବେ ଛୁଟି କାଟିବାକୁ ପିଲାମାନେ ଘରକୁ ଆସିଥିଲେ। ତିନି ପିଲାଙ୍କ ମଧ୍ୟରେ ଦୁଇ ଝିଅ ଏବଂ ଜଣେ ପୁଅ ଥିଲେ।

ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ମୃତଦେହଗୁଡିକ ଘରର ଭିନ୍ନ ଭିନ୍ନ କୋଠରୀରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ଏକ ସେମି ଅଟୋମେଟିକ୍ ରାଇଫଲ୍ ମଧ୍ୟ ସେଠାରୁ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଥିବା ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story