ପ୍ରଧାନମନ୍ତ୍ରୀ ରେସ୍‌ରୁ ଓହରିଲେ ଜନ୍‌ସନ୍‌, ସୁନକ୍‌ଙ୍କ ରାସ୍ତା ସଫା

ଲଣ୍ଡନ: ବ୍ରିଟେନ୍‌ରେ ଜାରି ରହିଛି ରାଜନୈତିକ ସଙ୍କଟ। କିଏ ହେବ ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାକୁ ନେଇ ଚାଲିଛି ଛକାପଞ୍ଝା। ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦୌଡରୁ ଓହରିଛନ୍ତି ପୂର୍ବତନ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍। ରବିବାର ଏନେଇ ସେ ଖୋଦ୍ ଘୋଷଣା କରିଛନ୍ତି। ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ସେ ମନା କରିଦେଇଛନ୍ତି। ଫଳରେ ଭାରତୀୟ ବଂଶୋଦ୍ଭବ ରୁଷି ସୁନକଙ୍କ ରାସ୍ତା ସଫା ହୋଇଯାଇଛି। ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ […]

boris-johnson and rishi-sunak

boris-johnson and rishi-sunak

Madhupriya Mistry
  • Published: Monday, 24 October 2022
  • Updated: 24 October 2022, 01:45 PM IST

Sports

Latest News

ଲଣ୍ଡନ: ବ୍ରିଟେନ୍‌ରେ ଜାରି ରହିଛି ରାଜନୈତିକ ସଙ୍କଟ। କିଏ ହେବ ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାକୁ ନେଇ ଚାଲିଛି ଛକାପଞ୍ଝା। ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦୌଡରୁ ଓହରିଛନ୍ତି ପୂର୍ବତନ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍। ରବିବାର ଏନେଇ ସେ ଖୋଦ୍ ଘୋଷଣା କରିଛନ୍ତି। ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ସେ ମନା କରିଦେଇଛନ୍ତି। ଫଳରେ ଭାରତୀୟ ବଂଶୋଦ୍ଭବ ରୁଷି ସୁନକଙ୍କ ରାସ୍ତା ସଫା ହୋଇଯାଇଛି। ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଆଜି ଏହା ସ୍ପଷ୍ଟ ହୋଇଯିବ।

ମିଡିଆ ରିପୋର୍ଟ ମୁତାବକ, କିଛିଦିନ ପୂର୍ବରୁ ଜନସନ ତାଙ୍କ ପାଖରେ ୧୦୦ରୁ ଅଧିକ ସାଂସଦଙ୍କ ସମର୍ଥନ ଥିବା ଦାବି କରିଥିଲେ। ଅପରପକ୍ଷରେ ସୁନକ ମଧ୍ୟ ସମାନ ଦାବି କରିଥିଲେ। ହେଲେ ଯଦି ଜନସନ କ୍ଷମତାକୁ ଆସନ୍ତି ତେବେ ପୁଣି ରାଜନୈତିକ ସଙ୍କଟ ଦେଖାଦେବ ବୋଲି ସାଂସଦମାନେ ବିଚାର କରୁଥିବା ଖବର ପ୍ରକାଶ ପାଇଥିଲା। ଅନ୍ୟପଟେ ସୁନକଙ୍କ ପାଖରେ ୧୫୦ ସାଂସଦଙ୍କର ସମର୍ଥନ ଥିବା କୁହାଯାଉଛି।

ଜନସନ କହିଛନ୍ତି ଯେ ସାଧାରଣ ନିର୍ବାଚନ ଜିତିବା ପାଇଁ ସେ ସମ୍ପୂର୍ଣ୍ଣ ସକ୍ଷମ। ତେବେ ଏପରି କରିବା ଠିକ୍ ହେବନି। ଯଦି ସଂସଦରେ ତୁମର ଦଳୀୟ ଏକତା ନାହିଁ ତେବେ ପ୍ରଭାବିତ ଢଙ୍ଗରେ ସରକାର ଚଳାଇପାରିବ ନାହିଁ। ସେ ରୁଷି ସୁନକଙ୍କ ଠାରୁ ଅନେକ ପଛରେ ରହିଛନ୍ତି ବୋଲି ଜନସନ କହିଛନ୍ତି। ଯିଏ ଜିତିବ ତାକୁ ସମର୍ଥନ ଦେବେ ବେଲି ଜନ୍‌ସନ୍ କହିଛନ୍ତି ।

ସେପଟେ ବ୍ରିଟେନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ପେନୀ ମୋର୍ଡାଣ୍ଟଙ୍କର ସୁନକଙ୍କ ସହିତ ଲଢେଇ ହେବ। ସେ ମଧ୍ୟ ଜିତିବା ନେଇ ପ୍ରବଳ ଦାବି କରୁଛନ୍ତି। ତେବେ ତାଙ୍କ ପାଖରେ ୨୪ ସାଂସଦଙ୍କ ସମର୍ଥନ ରହିଛି ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story