କରୋନା ଟିକାକୁ ବିରୋଧ, ଜରୁରୀକାଳିନ ପରିସ୍ଥିତି ଲାଗୁ

ଓଟାୱା: କାନାଡାରେ ଲାଗୁ ହେଲା ଜରୁରୀକାଳିନ ପରିସ୍ଥିତି। କରୋନା ଭାଇରାସ ସଂକ୍ରମଣ ଯୋଗୁଁ କୋଭିଡ ଟିକା ନେବା ପାଇଁ ଏଠାରେ ବାଧ୍ୟତାମୂଳକ କରାଯାଇଚି। ଏହାକୁ ବିରୋଧ କରି କାନାଡାର ରାଜଧାନୀ ଓଟାୱାରେ ଲୋକେ ବଡ ଧରଣର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଛନ୍ତି। କାନାଡାରେ ଟ୍ରକ୍‌ ଡ୍ରାଇଭରଙ୍କ ପ୍ରବଳ ବିରୋଧ ପ୍ରଦର୍ଶନକୁ ନେଇ ସୋମବାର କାନାଡା ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। […]

protest

protest

Madhupriya Mistry
  • Published: Tuesday, 15 February 2022
  • Updated: 15 February 2022, 11:59 AM IST

Sports

Latest News

ଓଟାୱା: କାନାଡାରେ ଲାଗୁ ହେଲା ଜରୁରୀକାଳିନ ପରିସ୍ଥିତି। କରୋନା ଭାଇରାସ ସଂକ୍ରମଣ ଯୋଗୁଁ କୋଭିଡ ଟିକା ନେବା ପାଇଁ ଏଠାରେ ବାଧ୍ୟତାମୂଳକ କରାଯାଇଚି। ଏହାକୁ ବିରୋଧ କରି କାନାଡାର ରାଜଧାନୀ ଓଟାୱାରେ ଲୋକେ ବଡ ଧରଣର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଛନ୍ତି।

କାନାଡାରେ ଟ୍ରକ୍‌ ଡ୍ରାଇଭରଙ୍କ ପ୍ରବଳ ବିରୋଧ ପ୍ରଦର୍ଶନକୁ ନେଇ ସୋମବାର କାନାଡା ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ଏହି ବିରୋଧ ପ୍ରଦର୍ଶନକୁ ଶେଷ କରିବା ପାଇଁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ଯାଉଛି। ଦେଶରେ ସଙ୍କଟ ସମୟରେ ଏହି ନିୟମ ଲାଗୁ କରାଯାଏ। ସଂସଦ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରୁଡୋ କହିଛନ୍ତି ଯେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଆଇନ ଶୃଙ୍ଖଳା କ୍ଷମତାକୁ ନେଇ ଏକ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି।

ଟ୍ରୁଡୋ ଆହୁରି କହିଛନ୍ତି, ନାକାବନ୍ଦି ଆମ ଅର୍ଥବ୍ୟବସ୍ଥା ଉପରେ ଗୁରୁତର କ୍ଷତି ପହଞ୍ଚାଉଛି ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ବିପଦରେ ପକାଉଛି। ବେଆଇନ ଏବଂ ବିପଜ୍ଜନକ କାର୍ଯ୍ୟକଳାପ ଜାରି ରଖିବାକୁ ଆମେ ଅନୁମତି ଦେଇନୁ କି ଦେବୁ ନାହିଁ। ଏହି ନିୟମ ଲାଗୁ କରିବା ପଛରେ କାନାଡାବାସୀଙ୍କୁ ସିରକ୍ଷିତ ରଖିବା, ଲୋକଙ୍କ ଚାକିରିକୁ ସୁରକ୍ଷା ଦେବା ଏବଂ ଆମ ଅନୁଷ୍ଠାନ ଉପରେ ବିଶ୍ୱାସ ଫେରାଇବାର ଏହା ଏକ ଜରୁରୀ ପଦକ୍ଷେପ।

ସିବିସି ନ୍ୟଜ୍‌ ରିପୋର୍ଟ ମୁତାବକ, ସେଠାକାର ସରକାରଙ୍କ ଟିକା ଲଗାଇବା ବାଧ୍ୟତାମୂଳକ ନିୟମକୁ ବିରୋଧ କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଓଟାୱାରେ ଦୀର୍ଘ ଦିନ ହେବ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ନିକଟରେ ବିକ୍ଷୋଭକାରୀମାନେ ସୁଚିନ୍ତିତ ଭାବେ 'ସଂସଦ ହିଲ' ଚାରିଆଡ଼େ ଯାତାୟାତକୁ ଅବରୋଧ କରିଥିଲେ। କେତେକ ବିକ୍ଷୋଭକାରୀ ଏପରିକି 'ଜାତୀୟ ଯୁଦ୍ଧ ମେମୋରିଆଲ୍'ରେ ପରିସ୍ରା ମଧ୍ୟ କରିଥିଲେ ଏବଂ ସେମାନଙ୍କ ଗାଡି ପାର୍କିଂ କରିଥିଲେ। କେବଳ ସେତିକି ନୁହେଁ ଜଣେ ବ୍ୟକ୍ତି 'ଟୁମ୍ ଅଫ୍ ଅନ୍‌ନୋନ୍‌ ସୋଲଜର୍'ରେ ଠିଆ ହୋଇ ଡ୍ୟାନ୍ସ ମଧ୍ୟ କରିଥିଲେ।

ମହାମାରୀର ମୁକାବିଲା କରିବା ପାଇଁ କାନାଡାରେ ବର୍ତ୍ତମାନ ଯାଏଁ ୮୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଟିକା ଦିଆ ସରିଲାଣି। ସେପଟେ ବିକ୍ଷୋଭକାରୀଙ୍କ ଅଭଦ୍ର ବ୍ୟବହାରକୁ ନେଇ ଲୋକେ ହଇରାଣ ହୋଉଛନ୍ତି। ଅନ୍ୟପଟେ ଏହି ବିରୋଧ ପାଇଁ ଆମେରିକାର କିଛି ସମର୍ଥକ ଅର୍ଥ ଯୋଗାଉଥିବା ନେଇ କାନାଡାର ଅଧିକାରୀମାନେ ଅଭିଯୋଗ ଆଣିଛନ୍ତି।

https://twitter.com/ANI/status/1493346849662840832?s=20&t=lovloMeFnjXkDyCGilLU5A

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story