ଚାର୍ଲସ ତୃତୀୟ ହେଲେ ବ୍ରିଟେନର ନୂଆ ସମ୍ରାଟ

ଲଣ୍ଡନ: ବ୍ରିଟେନରେ ଆରମ୍ଭ ହୋଇଛି ଚାର୍ଲସ ତୃତୀୟଙ୍କ ରାଜ। ସେ ଆଜି ବିଧିବଦ୍ଧ ଭାବେ ବ୍ରିଟେନର ରାଜା ଭାବେ ଦାୟିତ୍ୱ ନେଇଛନ୍ତି। ଅର୍ଥାତ ତାଙ୍କର ରାଜାଭିଷେକ ହୋଇଛି। ଦୁଇ ଦିନ ତଳେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସେ ଦୀର୍ଘ ୭୦ ବର୍ଷ ରାଣୀ ଭାବେ ବ୍ରିଟେନରେ କାମ କରୁଥିଲେ। ଆଜି ତାଙ୍କ ବଡ଼ ପୁଅ ଚାର୍ଲସ ରାଜା ହେବା କ୍ଷଣି ୭୦ ବର୍ଷ ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଜି […]

King

King

Hemant Lenka
  • Published: Saturday, 10 September 2022
  • Updated: 10 September 2022, 06:44 PM IST

Sports

Latest News

ଲଣ୍ଡନ: ବ୍ରିଟେନରେ ଆରମ୍ଭ ହୋଇଛି ଚାର୍ଲସ ତୃତୀୟଙ୍କ ରାଜ। ସେ ଆଜି ବିଧିବଦ୍ଧ ଭାବେ ବ୍ରିଟେନର ରାଜା ଭାବେ ଦାୟିତ୍ୱ ନେଇଛନ୍ତି। ଅର୍ଥାତ ତାଙ୍କର ରାଜାଭିଷେକ ହୋଇଛି।

ଦୁଇ ଦିନ ତଳେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସେ ଦୀର୍ଘ ୭୦ ବର୍ଷ ରାଣୀ ଭାବେ ବ୍ରିଟେନରେ କାମ କରୁଥିଲେ। ଆଜି ତାଙ୍କ ବଡ଼ ପୁଅ ଚାର୍ଲସ ରାଜା ହେବା କ୍ଷଣି ୭୦ ବର୍ଷ ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଆଜି କିଙ୍ଗ ଚାର୍ଲସ ତୃତୀୟ ଦାୟିତ୍ୱ ନେବାର କାର୍ଯ୍ୟକ୍ରମ ଲଣ୍ଡନରେ ଥିବା ସେଣ୍ଟ ଜେମ୍ସ ପ୍ୟାଲେସରେ ଅନୁଷ୍ଠିତ ହୋଇଥିଲା। କିଙ୍ଗ ଚାର୍ଲସ ତୃତୀୟଙ୍କ ଆସେସିଅନ କାଉନସିଲକୁ ପ୍ରଥମଥର ପାଇଁ ଟିଭିରେ ପ୍ରସାରଣ କରାଯାଇଥିଲା। ସେ ରାଜା ଭାବେ ଦସ୍ତଖତ କରିବା ବେଳେ ପ୍ରିନ୍ସ ୱିଲିୟମ, ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ ଓ ରାଜ ପ୍ରସାଦର ବିଶୋପ ଜଷ୍ଟିନ ୱେଲବୟ ଉପସ୍ଥିତ ରହିଥିଲେ।

ଦିନ ୧୧ଟାରୁ ଇଂଲଣ୍ଡର ଜାତୀୟ ପତାକା ଫରଫର ହୋଇ ଉଡ଼ିବା ସହ ରୟାଲ ଗନ ସାଲ୍ୟୁଟ ଦିଆଯାଇଥିଲା। ଚାର୍ଲସ ତୃତୀୟ ରାଜା ଭାବେ ଶପଥ ନେଉଥିବା ବେଳେ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

୭୩ ବର୍ଷୀୟ କିଙ୍ଗ ଚାର୍ଲସ ଶପଥ ନେବା ପରେ ନିଜର ପ୍ରଥମ ଅଭିଭାଷଣରେ ଦିବଂଗତ ରାଣୀ ତଥା ତାଙ୍କ ମା’ ଏଲିଜାବେଥ ଦ୍ୱିତୀୟଙ୍କୁ ମନେପକାଇଥିଲେ। ଏଥିସହ ସେ ସଂପୂର୍ଣ୍ଣ ନିଷ୍ଠାର ସହ ନିଜ କର୍ତ୍ତବ୍ୟ କରିବେ ଓ ସେ ନିଜର ଡ୍ୟୁଟି ବିଷୟରେ ଭଲ ଭାବେ ଅବଗତ ଥିବା ମଧ୍ୟ କହିଛନ୍ତି। ରାଜା ଚାର୍ଲସ ତୃତୀୟଙ୍କୁ ତାଙ୍କ ପତ୍ନୀ  ସବୁବେଳେ ପ୍ରୋତ୍ସାହିତ କରୁ ଆସୁଥିବା ମଧ୍ୟ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story