ଜାଣିଶୁଣି କରୋନାରେ ସଂକ୍ରମିତ ହେଲେ ସିଙ୍ଗର୍‌

ବେଜିଂ: ଚୀନ୍‌ରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମଣ। ଦିନକୁ ଦିନ ଏଠି ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। କେବଳ ସେତିକି ନୁହେଁ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି। ଏହାରି ଭିତରେ ଜଣେ ଲୋକପ୍ରିୟ ସିଙ୍ଗର ଜାଣିଶୁଣି କରୋନାରେ ସଂକ୍ରମିତ ହୋଇଛନ୍ତି। ଚୀନ୍‌ର ଲୋକପ୍ରିୟ ସିଙ୍ଗର୍ ଜେନ୍ ଝାଙ୍ଗ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ କରୋନା ପଜିଟିଭ ସାଙ୍ଗସାଥୀଙ୍କ ସହ ଜାଣିଶୁଣି ମିଳାମିଶା କରି ସେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ […]

chinese-singer-jane-zhang

chinese-singer-jane-zhang

Madhupriya Mistry
  • Published: Thursday, 22 December 2022
  • Updated: 22 December 2022, 12:00 PM IST

Sports

Latest News

ବେଜିଂ: ଚୀନ୍‌ରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମଣ। ଦିନକୁ ଦିନ ଏଠି ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। କେବଳ ସେତିକି ନୁହେଁ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି। ଏହାରି ଭିତରେ ଜଣେ ଲୋକପ୍ରିୟ ସିଙ୍ଗର ଜାଣିଶୁଣି କରୋନାରେ ସଂକ୍ରମିତ ହୋଇଛନ୍ତି।

ଚୀନ୍‌ର ଲୋକପ୍ରିୟ ସିଙ୍ଗର୍ ଜେନ୍ ଝାଙ୍ଗ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ କରୋନା ପଜିଟିଭ ସାଙ୍ଗସାଥୀଙ୍କ ସହ ଜାଣିଶୁଣି ମିଳାମିଶା କରି ସେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଖୁଲାସା କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଚାରିଆଡୁ ତାଙ୍କୁ ତୀବ୍ର ସମାଲୋଚିତ କରାଯାଇଛି।

Chinese singer Jane Zhang infected herself with Covid-19. Here's why -  India Today

ସିିଙ୍ଗର୍‌ଙ୍କ କହିବା ମୁତାବକ, ସେ ସେହି ଘରକୁ ଯାଇଥିଲେ, ଯେଉଁଠି ପୂର୍ବରୁ କରୋନା ସଂକ୍ରମିତ ଥିଲେ। ତେବେ ସେ କରୋନାରେ ସଂକ୍ରମିତ ହେବାର ଦିନକ ପରେ ସୁସ୍ଥ ହୋଇଯାଇଛି। କିନ୍ତୁ ସୋଶାଲ ମିଡିଆରେ ଏହି ଖୁଲାସା ପରେ ତାଙ୍କୁ ଜୋରଦାର ଟ୍ରୋଲ୍ କରାଯାଉଛି।

https://twitter.com/melonconsumer/status/1603945359205552128?s=20&t=im8qWzvR_YXujOIq5LQoSw

ଚୀନ୍‌ରେ ‘ଓମିକ୍ରନ୍‌’ର ‘ବିଏଫ୍‌.୭’ ଭୂତାଣୁଜନିତ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ସେ ଜାଣିଶୁଣି ଏଭଳି ବୋକାମି କରିବା ସଂକ୍ରାନ୍ତରେ ବୁଝାଇ ଦେଇଛନ୍ତି। ସେ କହିଛନ୍ତି, ଏବେଠୁ ସଂକ୍ରମିତ ହୋଇଗଲେ ନବବର୍ଷ ଅବ୍ୟବହିତ ସନ୍ଧ୍ୟାରେ ଆଉ ସଂକ୍ରମଣ ଆଶଙ୍କା ରହିବ ନାହିଁ। ଏବେ ସୁସ୍ଥ ହେବା ପାଇଁ ମୋ ପାଖରେ ସମୟ ଥିବାରୁ କୋଭିଡ୍‌-୧୯ ପଜିଟିଭ୍ ହୋଇଥିବା ଲୋକମାନଙ୍କ ସହିତ ମୁଁ ମିଳାମିଶା କଲି।

ଜ୍ୱର, ତଣ୍ଟି ଦରଜ ଓ ଘୋଳାବିନ୍ଧା ଆଦି ଲକ୍ଷଣ ଦେଖାଦେଇଥିଲା। ଏହାପରେ ସେ ଶୋଇପଡ଼ିଥିଲେ। ତାଙ୍କର ଏହି ସବୁ ଲକ୍ଷଣ କୋଭିଡ୍ ରୋଗୀମାନଙ୍କ ଲକ୍ଷଣ ସହିତ ସମାନ ହୋଇଥିଲେ ବି ତାହା ଗୋଟିଏ ଦିନ ରହିଥିଲା ବୋଲି ୩୮ ବର୍ଷୀୟ ଗାୟିକା ଝାଙ୍ଗ୍ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଗୋଟିଏ ଦିନ ଓ ରାତି ଶୋଇବା ପରେ, ମୋ ଦେହରୁ ସମସ୍ତ ଲକ୍ଷଣ ଉଭେଇ ଗଲା। ଅନ୍ୟ କୌଣସି ଔଷଧ ନ ଖାଇ ମୁଁ କେବଳ ଯଥେଷ୍ଟ ପରିମାଣର ପାଣି ପିଇଲି ଓ ଭିଟାମିନ୍ ‘ସି’ ଖାଇ ଭଲ ହୋଇଗଲି।

ଚୀନ୍‌ରେ କୋଭିଡ୍‌-୧୯ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ଜେନ୍ ସାଙ୍ଗଙ୍କର ଏଭଳି ଯୁକ୍ତିକୁ ସୋଶାଲ ମିଡିଆ ୟୁଜର୍ସମାନେ ଗ୍ରହଣ କରି ପାରିନାହାନ୍ତି। ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଜୋରଦାର ଟ୍ରୋଲ ହେବା ପରେ ସାଙ୍ଗ୍ ତାଙ୍କ ବିବାଦୀୟ ପୋଷ୍ଟ୍ ଡିଲିଟ୍ କରି ସର୍ବସାଧାରଣରେ କ୍ଷମା ମାଗିଛନ୍ତି।

https://twitter.com/Edourdooo/status/1603787668646608896?s=20&t=moxgXeR3xZdgenEuYuGwcQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story