ଜୀବନ୍ତ ଲୋକଙ୍କ ଚମଡ଼ା ଉତାରି ଦେଉଛନ୍ତି ତାଲିବାନୀ!

କାବୁଲ: ତାଲିବାନୀ ବର୍ବରତାର ଆଉ ଗୋଟିଏ କଳା କାହାଣୀ ସାମ୍ନାକୁ ଆସିଛି। ଆଫଗାନ ଦଖଲ କରିବା ପରେ ତାଲିବାନୀମାନେ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନଙ୍କୁ ଜୀବନ୍ତ ଅବସ୍ଥାରେ ଏମିତି କିଛି ନିର୍ଯାତନା ଦେଉଛନ୍ତି, ସେକଥା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ତାଲିବାନୀମାନେ ଜୀବନ୍ତ ଲୋକଙ୍କ ଶରୀରରୁ ଚମଡ଼ା ଉତାରି ସେମାନଙ୍କୁ ଦଣ୍ଡ ଦେଉଛନ୍ତି। ସେହିପରି ସର୍ବସମ୍ମୁଖରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଖୁଣ୍ଟରେ ଝୁଲାଇ ଫାଶୀ ଦେଉଛନ୍ତି। ବିଶେଷ କରି ଆଫଗାନ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନେ ସେମାନଙ୍କ ଟାର୍ଗେଟରେ […]

Taliban2

Taliban2

Hemant Lenka
  • Published: Saturday, 21 August 2021
  • Updated: 21 August 2021, 05:40 PM IST

Sports

Latest News

କାବୁଲ: ତାଲିବାନୀ ବର୍ବରତାର ଆଉ ଗୋଟିଏ କଳା କାହାଣୀ ସାମ୍ନାକୁ ଆସିଛି। ଆଫଗାନ ଦଖଲ କରିବା ପରେ ତାଲିବାନୀମାନେ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନଙ୍କୁ ଜୀବନ୍ତ ଅବସ୍ଥାରେ ଏମିତି କିଛି ନିର୍ଯାତନା ଦେଉଛନ୍ତି, ସେକଥା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ତାଲିବାନୀମାନେ ଜୀବନ୍ତ ଲୋକଙ୍କ ଶରୀରରୁ ଚମଡ଼ା ଉତାରି ସେମାନଙ୍କୁ ଦଣ୍ଡ ଦେଉଛନ୍ତି। ସେହିପରି ସର୍ବସମ୍ମୁଖରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଖୁଣ୍ଟରେ ଝୁଲାଇ ଫାଶୀ ଦେଉଛନ୍ତି। ବିଶେଷ କରି ଆଫଗାନ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନେ ସେମାନଙ୍କ ଟାର୍ଗେଟରେ ରହିଛନ୍ତି। ସେମାନଙ୍କ ସହ ତାଲିବାନୀମାନେ ଏପରି ବର୍ବରକାଣ୍ଡ କରୁଛନ୍ତି ବୋଲି ପୂର୍ବତନ ଆମେରିକା କଂଗ୍ରେସ ସଦସ୍ୟ ମାର୍କ ୱାଲକର କହିଛନ୍ତି।

ଗୋଟିଏ ସାକ୍ଷାତକାରରେ ସେ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ସୂଚନା ଦେବା ସହ ଆଫଗାନରେ ରହୁଥିବା ସଂଖ୍ୟାଲଘୁଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, “ମୁଁ ସବୁବେଳେ ଭୟର ଶବ୍ଦକୁ ଘୃଣା କରେ। କିନ୍ତୁ ଏବେ ଭୟର ସ୍ଥିତି ଆଫଗାନରେ ସୃଷ୍ଟି ହୋଇଛି। ତାଲିବାନର ବର୍ବରତା ସବୁ ସୀମା ଟପି ଯାଇଛି। ସବୁ ଧର୍ମର ଧର୍ମଗୁରୁମାନେ ସେମାନଙ୍କ ସାପ୍ତାହିକ ପ୍ରାର୍ଥନା ବେଳେ ୫ ମିନିଟ ପାଇଁ ଆଫଗାନ ଲୋକଙ୍କ ସୁରକ୍ଷା ପାଇଁ ନିବେଦନ କରନ୍ତୁ। କାରଣ ସେଠାକାର ସ୍ଥିତି ବେଶ ଗମ୍ଭୀର।

ତାଲିବାନୀମାନେ ଆଫଗାନ ଦଖଲ କରିବା ପରେ ଖ୍ରୀଷ୍ଟିୟାନ ସଂପ୍ରଦାୟର ଗୋଟିଏ ପରିବାର ସଦସ୍ୟମାନଙ୍କ ଚମଡ଼ା ଜୀବନ୍ତ ଅବସ୍ଥାରେ ଉତାରି ଦେଇଛନ୍ତି। ଏହାପରେ ସେମାନଙ୍କୁ ଖୁଣ୍ଟରେ ଝୁଲାଇ ଦଣ୍ଡ ଦେଇଛନ୍ତି। କେବଳ ଏହି ଗୋଟିଏ ପରିବାର ନୁହନ୍ତି, ଅନେକ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କୁ ଏପରି ଦଣ୍ଡ ମିଳୁଛି।”

ସୂଚନାଯୋଗ୍ୟ, ତାଲିବାନୀମାନେ ଏବେ ଘର ଘର ବୁଲି ପୂର୍ବ ସରକାର ଓ ଆମେରିକା ସେନା ପାଇଁ କାମ କରୁଥିବା ଲୋକଙ୍କୁ ଖୋଜୁଛନ୍ତି। ସେମାନଙ୍କୁ ପାଇବା ମାତ୍ରେ ଗୁଳି କରି ହତ୍ୟା କରୁଛନ୍ତି। ଏଥିପାଇଁ ଅନେକ ପୂର୍ବତନ ସରକାରୀ କର୍ମଚାରୀ ଭୟରେ ଲୁଚି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story