ବେକାବୁ ହେଲା କରୋନା, ଦିନକରେ ୩ କୋଟିରୁ ଉର୍ଦ୍ଧ୍ୱ ସଂକ୍ରମିତ

ବେଜିଂ: ପୁଣିଥରେ କାୟା ମେଲାଇଛି ମହାମାରୀ କରୋନା। ଚୀନ୍‌ରେ ତାଣ୍ଡବ ରଚିଛି ଏହି ଭୂତାଣୁ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଚଳିତ ସପ୍ତାହରେ ଦିନକରେ ଏଠାରେ ୩ କୋଟିରୁ ଉର୍ଦ୍ଧ୍ୱ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗ୍ଲୋବାଲ ହେଲ୍‌ଥ ଇଣ୍ଟେଲିଜେନ୍ସର ରିପୋର୍ଟ ମୁତାବକ, ଚୀନ୍‌ରେ ଦିନକରେ ପ୍ରାୟ ୩୭ ମିଲିୟନ ତଥା ୩ କୋଟି ୭୦ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ବୁଧବାର ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ […]

Corona

Corona

Madhupriya Mistry
  • Published: Saturday, 24 December 2022
  • Updated: 24 December 2022, 12:16 PM IST

Sports

Latest News

ବେଜିଂ: ପୁଣିଥରେ କାୟା ମେଲାଇଛି ମହାମାରୀ କରୋନା। ଚୀନ୍‌ରେ ତାଣ୍ଡବ ରଚିଛି ଏହି ଭୂତାଣୁ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଚଳିତ ସପ୍ତାହରେ ଦିନକରେ ଏଠାରେ ୩ କୋଟିରୁ ଉର୍ଦ୍ଧ୍ୱ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ଗ୍ଲୋବାଲ ହେଲ୍‌ଥ ଇଣ୍ଟେଲିଜେନ୍ସର ରିପୋର୍ଟ ମୁତାବକ, ଚୀନ୍‌ରେ ଦିନକରେ ପ୍ରାୟ ୩୭ ମିଲିୟନ ତଥା ୩ କୋଟି ୭୦ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ବୁଧବାର ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ଆଭ୍ୟନ୍ତରୀଣ ବୈଠକର ଆଲୋଚନା ଅନୁଯାୟୀ ଡିସେମ୍ବର ମାସର ପ୍ରଥମ ୨୦ ଦିନରେ ଅତି କମରେ ୨୪୮ ନିୟୁତ ଲୋକ କିମ୍ବା ପ୍ରାୟ ୧୮% ଲୋକ ଏହି ଭୂତାଣୁରେ ସଂକ୍ରମିତ ହେବା ସମ୍ଭାବନା ରହିଛି।

ଯଦି ଏହା ସତ ହୁଏ ତେବେ ଜାନୁଆରୀ ୨୦୨୩ରେ ଚୀନରେ ସଂକ୍ରମଣ ଓ ମୃତ୍ୟୁର ନୂଆ ରେକର୍ଡ ହେବ। ଚୀନରେ ଏବେ ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ଦୈନିକ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଉଛି। ତେବେ ସରକାରୀ ଭାବେ ଏହି ରିପୋର୍ଟକୁ ସ୍ୱୀକାର କରାଯାଇନାହିଁ।

ବେଜିଂରେ ଜିରୋ କୋଭିଡ ପଲିସି ହଟିବା ପରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି। ଓମିକ୍ରନର ନୂଆ ଭରିଏଣ୍ଟ ବିଏଫ୍‌.୭ ଏଠାରେ ଆତଙ୍କ ଖେଳାଇଛି। ଚୀନର ଦକ୍ଷିଣ-ପଶ୍ଚିମର ସିଚୁଆନ୍ ଅଞ୍ଚଳ ଓ ରାଜଧାନୀ ବେଜିଂର ଅଧାରୁ ଅଧିକ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି।

ସେହିପରି ଶେନ୍‌ଜନ୍‌, ଶାଙ୍ଘାଇ ଓ ଚେଙ୍ଗାକିଙ୍ଗରେ ଶତାଧିକ ଲୋକେ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି ତେଣୁ ଚୀନ୍‌ରେ ରାପିଡ୍ ଆଣ୍ଟିଜେଟ୍ ଟେଷ୍ଟ ବ୍ୟବହାର କରାଯାଉଛି। ସେପଟେ କରୋନା ସ୍ଥିତି ଚିନ୍ତାଜନକ ହେବା ପରେ ସରକାର କରୋନା ସଂକ୍ରମିତ ମାମଲାର ଦୈନିକ ସଂଖ୍ୟା ପ୍ରକାଶିତ କରିବା ବନ୍ଦ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story