କରୋନା ମନୁଷ୍ୟକୃତ, ଉତ୍ପତ୍ତିସ୍ଥଳ ଚାଇନାର ଉହାନ ଇନଷ୍ଟିଚ୍ୟୁଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନୁଷ୍ୟକୃତ ଥିଲା ମହାମାରୀ କରୋନା ଭାଇରସ୍‌। ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କୋଭିଡ୍‌- ୧୯ ଭାଇରସର ସୃଷ୍ଟି ପ୍ରାକୃତିକ ନୁହେଁ, ବରଂ ଥିଲା କୃତ୍ରିମ। ଆଉ ଚାଇନାର ବିବାଦୀୟ ଉହାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲଜି (WIV) ଥିଲା ଏହାର ଉତ୍ପତ୍ତି ସ୍ଥଳ। ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୈଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ଏବେ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା […]

WUHAN

WUHAN

Manoranjan Sial
  • Published: Monday, 05 December 2022
  • Updated: 05 December 2022, 09:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନୁଷ୍ୟକୃତ ଥିଲା ମହାମାରୀ କରୋନା ଭାଇରସ୍‌। ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କୋଭିଡ୍‌- ୧୯ ଭାଇରସର ସୃଷ୍ଟି ପ୍ରାକୃତିକ ନୁହେଁ, ବରଂ ଥିଲା କୃତ୍ରିମ। ଆଉ ଚାଇନାର ବିବାଦୀୟ ଉହାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲଜି (WIV) ଥିଲା ଏହାର ଉତ୍ପତ୍ତି ସ୍ଥଳ। ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୈଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ଏବେ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକ ଆଣ୍ଡ୍ରୁୟ ହଫ୍ସ।

ସେ ତାଙ୍କ ପୁସ୍ତକ ‘ଦ ଟ୍ରୁଥ୍ ଏବାଉଟ୍‌ ଉହାନ’ରେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ଆମେରିକୀୟ ସରକାରଙ୍କ ଅନୁଦାନରେ ଚାଲିଥିବା ଚାଇନାର ସେହି ସରକାରୀ ଗବେଷଣା କେନ୍ଦ୍ରରୁ ଭାଇରସ ଲିକ ହୋଇଥିଲା। ହଫ୍ସଙ୍କ ପୁସ୍ତକ ପ୍ରକାଶିତ ହେବା ପୂର୍ବରୁ ଏହାର କିଛି ଅଂଶ ବ୍ରିଟିଶ ଖବରକାଗଜ ‘ଦି ସନ’ ପ୍ରକାଶ କରିଥିବା ବେଳେ ଏହାକୁ ଉଦ୍ଧୃତ କରି ଆମେରିକୀୟ ଖବର କାଗଜ ‘ଦି ନ୍ୟୁୟର୍କ ଟାଇମ୍ସ’ରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ଆଉ ଏପଟେ ବହୁ ଦିନର ଏହି ପୁରୁଣା ସନ୍ଦେହକୁ ନେଇ ପୁଣି ଚର୍ଚ୍ଚା ଆଲୋଚନା ହେବା ପରେ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି।

ବ୍ରିଟିଶ ଖବରକାଜଜ ‘ଦି ସନ’କୁ ହଫ୍ସ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଏହି ଘଟଣା ପାଇଁ ଆମେରିକାକୁ ମଧ୍ୟ ଦାୟୀ କରିଛନ୍ତି। ତାଙ୍କ ମତରେ ୯/୧୧ ଆକ୍ରମଣ ଘଟଣା ପରେ ଆମେରିକା ପାଇଁ ଏହା ସବୁଠୁ ବଡ଼ ଗୁଇନ୍ଦା ବିଫଳତା। ହଫ୍ସଙ୍କ ଅନୁସାରେ ଏହି ସରକାରୀ ଗବେଷଣା କେନ୍ଦ୍ରରେ ବାଦୁଡ଼ିଙ୍କଠାରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ୍‌ ଅନ୍ୟ ପ୍ରଜାତିର ଜୀବନଙ୍କ ପାଖକୁ କିଭଳି ଯାଇଥାଏ, ସେ ନେଇ ଉହାନ ଲ୍ୟାବରେ ବର୍ଷ ବର୍ଷ ଧରି ଗବେଷଣା ଜାରି ରହିଛି। ତେବେ ଲ୍ୟାବରେ ଯଥେଷ୍ଟ ଜୈବ ନିରାପତ୍ତା ବ୍ୟବସ୍ଥା ଅଭାବରୁ ଏହା ଲିକ୍‌ ହୋଇଥିଲା। ସେପଟେ ମନୁଷ୍ୟ ଦ୍ୱାରା ଏଭଳି ଭାଇରସର ସୃଷ୍ଟି କରାଯାଉଥିବା ନେଇ ଚାଇନା ମଧ୍ୟ ଅବଗତ ଥିଲା। ଗବେଷଣା ବେଳେ ସେମାନେ ଏହାକୁ ଜୈବିକ ଅସ୍ତ୍ର ଭାବେ ଧରି ନେଇଥିଲେ ବୋଲି କହିଛନ୍ତି ହଫ୍ସ। ତେବେ ହଫ୍ସ ଦାବି ନେଇ WHO ପକ୍ଷରୁ କୌଣସି ମତ ପ୍ରକାଶ ପାଇନି।

୨୦୧୯ ଡିସେମ୍ବରରେ ଚାଇନାର ଉହାନରୁ ସାରା ବିଶ୍ୱକୁ ବ୍ୟାପୀ ଥିଲା କୋଭିଡ୍ ୧୯ ଭାଇରସ୍‌। ତେବେ ସେତେବେଳେ ମଧ୍ୟ ଏହା ମନୁଷ୍ୟକୃତ ଓ ଉହାନ ଗବେଷଣା କେନ୍ଦ୍ରରୁ ଭାଇରସ ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଉଭୟ ଚାଇନା ଓ ଉହାନ୍ ଲ୍ୟାବ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଥିଲେ। ଏପରିକି WHO ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ଉହାନ ଯାଇ ଅନୁସନ୍ଧାନ କରିବାକୁ ଚାହିଁଥିଲା। ହେଲେ ସେତେବେଳେ ଚାଇନା ଏଥିରେ ବାଧା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story