ତାଲିବାନର ନୂଆ ଭେଳିକି, ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଖଲ କରିବା ପରେ ବର୍ବରତା ଚଲାଇଥିବା ତାଲିବାନ ଏବେ ନୂଆ ଭେଳିକି ଦେଖାଇବା ଆରମ୍ଭ କରିଛି। ତାଲିବାନୀମାନେ ଲୋକମାନଙ୍କୁ ପୋକମାଛି ଭଳି ହତ୍ୟା ଓ ନିର୍ଯାତନା ଦେଉଥିବା ବେଳେ ସଂଗଠନର ଶୀର୍ଷ ନେତାମାନେ କିନ୍ତୁ ଏଥିରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି। ସାଧାରଣ ଲୋକଙ୍କ ଉପରେ ହେଉଥିବା ଅପରାଧର ତଦନ୍ତ ହେବ ବୋଲି ଆଜି ତାଲିବାନ ପକ୍ଷରୁ କୁହାଯାଇଛି। ଜଣେ ତାଲିବାନ ଅଧିକାରୀ କହିଛନ୍ତି, ଆମେ ଲୋକଙ୍କ ଉପରେ ଅତ୍ୟାଚାର ଓ ଅପରାଧିକ କାର୍ଯ୍ୟକଳାପ […]

Taliban23

Taliban23

Hemant Lenka
  • Published: Saturday, 21 August 2021
  • Updated: 21 August 2021, 06:39 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଖଲ କରିବା ପରେ ବର୍ବରତା ଚଲାଇଥିବା ତାଲିବାନ ଏବେ ନୂଆ ଭେଳିକି ଦେଖାଇବା ଆରମ୍ଭ କରିଛି। ତାଲିବାନୀମାନେ ଲୋକମାନଙ୍କୁ ପୋକମାଛି ଭଳି ହତ୍ୟା ଓ ନିର୍ଯାତନା ଦେଉଥିବା ବେଳେ ସଂଗଠନର ଶୀର୍ଷ ନେତାମାନେ କିନ୍ତୁ ଏଥିରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି।

ସାଧାରଣ ଲୋକଙ୍କ ଉପରେ ହେଉଥିବା ଅପରାଧର ତଦନ୍ତ ହେବ ବୋଲି ଆଜି ତାଲିବାନ ପକ୍ଷରୁ କୁହାଯାଇଛି। ଜଣେ ତାଲିବାନ ଅଧିକାରୀ କହିଛନ୍ତି, ଆମେ ଲୋକଙ୍କ ଉପରେ ଅତ୍ୟାଚାର ଓ ଅପରାଧିକ କାର୍ଯ୍ୟକଳାପ ହେଉଥିବା ଖବର ପାଇଛୁ। ଯଦି ତାଲିବାନର ସଦସ୍ୟମାନେ ଏପରି ଆଇନଶୃଙ୍ଖଳା ପରିସ୍ଥିତି ନିଜ ହାତକୁ ନେଇଥିବେ, ତା’ହେଲେ ଏହାର ତଦନ୍ତ କରାଯିବ।

ଆମେ ଲୋକଙ୍କ ଭୟ, ଚିନ୍ତା ଓ ଆଶଙ୍କାକୁ ବୁଝି ପାରୁଛୁ। ଲୋକମାନେ ଭାବୁଛନ୍ତି ଆମେ କୌଣସି ଘଟଣା ପାଇଁ ଉତ୍ତରଦାୟୀ ରହିବୁ ନାହିଁ। କିନ୍ତୁ ଏଥର ସେମିତି କିଛି ବି ହେବନି। ଏଠାରେ ଗଠନ ହେବାକୁଥିବା ସରକାର ପାଶ୍ଚାତ୍ୟ ଭାଷାରେ ଗଣତାନ୍ତ୍ରିକ ହୋଇ ନପାରେ। ହେଲେ ଆମେ ଏଠାରେ ଲୋକଙ୍କ ଅଧିକାର ଉପରେ ଗୁରୁତ୍ୱ ଦେବୁ। ଲୋକଙ୍କୁ ସବୁ ପ୍ରକାରର ସୁରକ୍ଷା ମିଳିବ। କାହା ଉପରେ କୌଣସି ପ୍ରକାରର ପ୍ରତିଶୋଧ ନିଆଯିବ ନାହିଁ। ମହିଳାମାନେ ଶରିଆ ଆଇନ ଅଧୀନରେ କାମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ବରିଷ୍ଠ ନେତା ଅବଦୁଲ୍ଲା ଅବଦୁଲ୍ଲା ଓ ଆଫଗାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ ମିଳିତ ଭାବେ ତାଲିବାନର ତଥାକଥିତ କାବୁଲ ଗଭର୍ଣ୍ଣର ଅବଦୁଲ ରହମନ ମନସୁରଙ୍କୁ ଭେଟିଛନ୍ତି। ଉଭୟ ମନସୁରଙ୍କ ସହ ଆଫଗାନ ନାଗରିକଙ୍କ ଜୀବନ, ସମ୍ପତ୍ତି ଓ ସମ୍ମାନର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ କଥା ହୋଇଛନ୍ତି।

ଅବଦୁଲ୍ଲା ତାଲିବାନର କାର୍ଯ୍ୟକାରୀ ଗଭର୍ଣ୍ଣର ମନସୁରଙ୍କୁ କହିଛନ୍ତି ଯେ “ରାଜଧାନୀ କାବୁଲର ସ୍ଥିତି ସ୍ୱାଭାବିକ କରିବାକୁ ହେଲେ ପ୍ରଥମେ ଲୋକଙ୍କ ମନରେ ଥିବା ଭୟକୁ ଦୂର କରିବାକୁ ପଡ଼ିବ। ତେଣୁ ତାଲିବାନୀମାନେ ଏହା ଉପରେ କାର୍ଯ୍ୟ କରନ୍ତୁ।” ଏହାର ଜବାବରେ ମନସୁର ସ୍ଥିତି ସ୍ୱାଭାବିକ କରିବାକୁ ସବୁ ପ୍ରକାରର ଚେଷ୍ଟା କରାଯାଉଛି ଓ ଆଗକୁ କରାଯିବ ବୋଲି କହିଛନ୍ତି। ଏହାବାଦ ସରକାର ଗଠନ ପାଇଁ ମଧ୍ୟ ମନସୁର ଆଜି ଅବଦୁଲ୍ଲା ଓ କରଜାଇଙ୍କ ସହ କଥା ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story