ସାଉଦିର ପ୍ରଧାନମନ୍ତ୍ରୀ ହେଲେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ

ରିୟାଦ: ସାଉଦି ଆରବର ରାଜା ସଲମାନ ବିନ ଅବଦୁଲାଜିଜ ଅଲ ସାଉଦ ରାଜପ୍ରସାଦରୁ ଗୋଟିଏ ନିର୍ଦ୍ଦେଶନାମା ଜାରି କରି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଓରଫ ଏମବିଏସ୍‌ ଆମେରିକା ସାମ୍ବାଦିକ ଜମାଲ କାସୋଗୀଙ୍କ ହତ୍ୟା ପାଇଁ ଅନୁମତି ଦେଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଆମେରିକା ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଥିଲା। ଏହାକୁ ନେଇ ତୈଳ ସମ୍ପଦରେ ପରିପୂର୍ଣ୍ଣ ସାଉଦି ଆରବର […]

saudi

saudi

Hemant Lenka
  • Published: Wednesday, 28 September 2022
  • Updated: 28 September 2022, 10:03 AM IST

ରିୟାଦ: ସାଉଦି ଆରବର ରାଜା ସଲମାନ ବିନ ଅବଦୁଲାଜିଜ ଅଲ ସାଉଦ ରାଜପ୍ରସାଦରୁ ଗୋଟିଏ ନିର୍ଦ୍ଦେଶନାମା ଜାରି କରି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି।

କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଓରଫ ଏମବିଏସ୍‌ ଆମେରିକା ସାମ୍ବାଦିକ ଜମାଲ କାସୋଗୀଙ୍କ ହତ୍ୟା ପାଇଁ ଅନୁମତି ଦେଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଆମେରିକା ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଥିଲା। ଏହାକୁ ନେଇ ତୈଳ ସମ୍ପଦରେ ପରିପୂର୍ଣ୍ଣ ସାଉଦି ଆରବର ଛବି ପୂରା ବିଶ୍ୱରେ ମଳିନ ପଡ଼ିଥିଲା। ହତ୍ୟାକାଣ୍ଡ ଘଟଣାରେ ସଲମାନ ଛନ୍ଦି ହୋଇଯାଇଥିଲେ।

ତଥାପି ଏବେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ପାଇଛନ୍ତି। ୨୦୧୭ରେ ସେ କ୍ରାଉନ ପ୍ରିନ୍ସ ହେବା ପରେ ପ୍ରଥମେ ନିଜର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ସାଇଡ କରିଥିଲା। ଏଥିସହ ଆର୍ଥିକ, ସାମାଜିକ ଓ ଧାର୍ମିକ ନୀତିରେ ଅନେକ ପରିବର୍ତ୍ତନ ଆଣିଥିଲେ। ଦେଶ ପାଇଁ ଅନେକ ଗଠନମୂଳକ ପଦକ୍ଷେପ ନେଉଥିଲେ ମଧ୍ୟ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ନିଜର ସମାଲୋଚକଙ୍କୁ ଆଦୌ ସହ୍ୟ କରନ୍ତି ନାହିଁ। ତାଙ୍କୁ ସମାଲୋଚନା କରୁଥିବା ବରିଷ୍ଠ ମୌଲବୀ, ସାମାଜିକ କର୍ମୀ ଓ ରାଜ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନଜିର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story