ଗର୍ଭ ନିରୋଧ ପାଇଁ ଛୋଟ ବିପ୍ଳବ, ମାଗଣାରେ କଣ୍ଡୋମ ବାଣ୍ଟିବେ ସରକାର

ପ୍ୟାରିସ: ଚାହୁଁନଥିବା ଗର୍ଭ ଧାରଣ ସଂଖ୍ୟାକୁ କମ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଫ୍ରାନ୍ସ ସରକାର। ଏଣିକି ଯୁବଗୋଷ୍ଠୀ ବିଶେଷ କରି ୨୫ ବର୍ଷରୁ କମୟ ବୟସ୍କଙ୍କୁ ସରକାର ମାଗଣାରେ କଣ୍ଡୋମ ଯୋଗାଇ ଦେବେ। ଏ ସମ୍ପର୍କରେ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋନ ନିଜେ ଘୋଷଣା କରିଛନ୍ତି। ଗର୍ଭ ନିରୋଧ ପାଇଁ ଏହା ଏକ ଛୋଟିଆ ବିପ୍ଳବ ବୋଲି ସେ କହିଛନ୍ତି। ପୋଇଟିୟର୍ସ ଉପକଣ୍ଠରେ ଆୟୋଜିତ ଗୋଟିଏ ସ୍ୱାସ୍ଥ୍ୟ ସଂକ୍ରାନ୍ତ ବିତର୍କରେ ଭାଗ ନେଇ ମାକ୍ରୋନ କହିଛନ୍ତି, “ଏହା […]

France

France

Ordigital Desk
  • Published: Monday, 12 December 2022
  • Updated: 12 December 2022, 01:06 PM IST

Sports

Latest News

ପ୍ୟାରିସ: ଚାହୁଁନଥିବା ଗର୍ଭ ଧାରଣ ସଂଖ୍ୟାକୁ କମ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଫ୍ରାନ୍ସ ସରକାର। ଏଣିକି ଯୁବଗୋଷ୍ଠୀ ବିଶେଷ କରି ୨୫ ବର୍ଷରୁ କମୟ ବୟସ୍କଙ୍କୁ ସରକାର ମାଗଣାରେ କଣ୍ଡୋମ ଯୋଗାଇ ଦେବେ। ଏ ସମ୍ପର୍କରେ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରୋନ ନିଜେ ଘୋଷଣା କରିଛନ୍ତି। ଗର୍ଭ ନିରୋଧ ପାଇଁ ଏହା ଏକ ଛୋଟିଆ ବିପ୍ଳବ ବୋଲି ସେ କହିଛନ୍ତି।

ପୋଇଟିୟର୍ସ ଉପକଣ୍ଠରେ ଆୟୋଜିତ ଗୋଟିଏ ସ୍ୱାସ୍ଥ୍ୟ ସଂକ୍ରାନ୍ତ ବିତର୍କରେ ଭାଗ ନେଇ ମାକ୍ରୋନ କହିଛନ୍ତି, “ଏହା ଗର୍ଭ ନିରୋଧ ଓ ଅନିଚ୍ଛାକୃତ ଗର୍ଭ ଧାରଣ ବିରୋଧରେ ଛୋଟ ବିପ୍ଳବ। ଯୁବଗୋଷ୍ଠୀଙ୍କ ମଧ୍ୟରେ ଦେଖାଯାଉଥିବା ଅନିଚ୍ଛାକୃତ ଗର୍ଭ ଧାରଣ ସଂଖ୍ୟାକୁ ହ୍ରାସ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏଣିକି ସବୁ ଫାର୍ମାରେ ୧୮ରୁ ୨୫ ବର୍ଷର ଯୁବକ/ଯୁବତୀଙ୍କୁ ମାଗଣାରେ କଣ୍ଡୋମ ମିଳିବ।”

ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ୨୦୨୦ ଓ ୨୦୨୧ରେ ସେକ୍ସ ଯୋଗୁ ବ୍ୟାପୁଥିବା ସଂକ୍ରମଣ ରୋଗରେ ପୀଡ଼ିତ ହେଉଥିବା ଲୋକଙ୍କ ସଂଖ୍ୟା ୩୦% ବୃଦ୍ଧି ପାଇଛି। ତେଣୁ ଏହି ସଂକ୍ରାମଣ ରୋଗକୁ ରୋକିବା ପାଇଁ କଣ୍ଡୋମର ବ୍ୟବହାର ଅତ୍ୟନ୍ତ ଜରୁରୀ।

ଏହି ମାଗଣା କଣ୍ଡୋମ ବ୍ୟବସ୍ଥା ପୂର୍ବରୁ ମାକ୍ରୋନ ସରକାର ୨୫ ବର୍ଷରୁ କମ ବୟସ୍କ ମହିଳାମାନଙ୍କ ପାଇଁ ମାଗଣା ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରିଥିଲେ। ଅର୍ଥ ଅଭାବରୁ ଯେମିତି ମହିଳାମାନେ ଗର୍ଭ ନିରୋଧ ବ୍ୟବସ୍ଥା ଗ୍ରହଣ କରିବାରୁ ବଞ୍ଚିତ ନ ହେବେ, ସେଥିପାଇଁ ଏହି ନିୟମ ଲାଗୁ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story