ଜିନ୍‌ପିଙ୍ଗଙ୍କ ଦାବି, ହଂକଂ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଛି ଚୀନ୍

ବେଜିଂ: ହଂକଂ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଛି ଚୀନ୍। ୫ ବର୍ଷରେ ଥରେ ଆୟୋଜିତ ‘କମ୍ୟୁନିଷ୍ଟ୍ ପାର୍ଟି’ର ମହାସଭା’ର ଉଦ୍‌ଘାଟନୀ ଉତ୍ସବରେ ଆଜି ଏଭଳି କିଛି କହିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌। ବିଚ୍ଛିନ୍ନତାବାଦୀ ତାଇୱାନ୍ ବିରୋଧରେ ମଧ୍ୟ ଚୀନ୍ ଗୁରୁତ୍ୱପୂର୍ଣ୍ଣ ସଂଗ୍ରାମ ଆରମ୍ଭ କରିଛି ଏବଂ ଆଞ୍ଚଳିକ ଅଖଣ୍ଡତା ବଜାୟ ରଖିବାକୁ ଚୀନ୍ ପ୍ରତିବଦ୍ଧ ଓ ସମର୍ଥ ବୋଲି ଜିନ୍‌ପିଙ୍ଗ କହିଛନ୍ତି। ବେଜିଂ ସ୍ଥିତ ‘ଗ୍ରେଟ୍ ହଲ୍ ଅଫ୍ ପିପୁଲ୍‌’ରେ ଆୟୋଜିତ ମହାସଭାରେ ଉପସ୍ଥିତ […]

xi-jinping

xi-jinping

Madhupriya Mistry
  • Published: Sunday, 16 October 2022
  • Updated: 16 October 2022, 11:10 AM IST

Sports

Latest News

ବେଜିଂ: ହଂକଂ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଛି ଚୀନ୍। ୫ ବର୍ଷରେ ଥରେ ଆୟୋଜିତ ‘କମ୍ୟୁନିଷ୍ଟ୍ ପାର୍ଟି’ର ମହାସଭା’ର ଉଦ୍‌ଘାଟନୀ ଉତ୍ସବରେ ଆଜି ଏଭଳି କିଛି କହିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌।

ବିଚ୍ଛିନ୍ନତାବାଦୀ ତାଇୱାନ୍ ବିରୋଧରେ ମଧ୍ୟ ଚୀନ୍ ଗୁରୁତ୍ୱପୂର୍ଣ୍ଣ ସଂଗ୍ରାମ ଆରମ୍ଭ କରିଛି ଏବଂ ଆଞ୍ଚଳିକ ଅଖଣ୍ଡତା ବଜାୟ ରଖିବାକୁ ଚୀନ୍ ପ୍ରତିବଦ୍ଧ ଓ ସମର୍ଥ ବୋଲି ଜିନ୍‌ପିଙ୍ଗ କହିଛନ୍ତି। ବେଜିଂ ସ୍ଥିତ ‘ଗ୍ରେଟ୍ ହଲ୍ ଅଫ୍ ପିପୁଲ୍‌’ରେ ଆୟୋଜିତ ମହାସଭାରେ ଉପସ୍ଥିତ ହଜାର ହଜାର ନିମନ୍ତ୍ରିତ ପ୍ରତିନିଧିମାନଙ୍କ ଆଗରେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ କମ୍ୟୁନିଷ୍ଟ୍ ଶାସନକୁ ପ୍ରଶଂସା କରିଛନ୍ତି।

ରାଜଧାନୀ ବେଜିଂରେ ଆରମ୍ଭ ହୋଇଛି ଚୀନ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଜାତୀୟ କଂଗ୍ରେସ ମହାସଭା। ଏହା ୭ଦିନ ପର୍ଯ୍ୟନ୍ତ ଚାଲିବ। ଚୀନରେ ହେବାକୁ ଥିବା ନିର୍ବାଚନ ଓ ଏହା ପାଇଁ ଜିନପିଙ୍ଗଙ୍କୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରସ୍ତୁତ ହେଉଛି କମ୍ୟୁନିଷ୍ଟ ପାର୍ଟି।

ନିର୍ବାଚନ ପୂର୍ବରୁ ୨୦ତମ କଂଗ୍ରେସ ମହାଅଧିବେଶନ ଆରମ୍ଭ ହୋଇଛି। ୨ହଜାର ୨୯୬ ନିର୍ବାଚିତ ପ୍ରତିନିଧି ବୈଠକରେ ସାମିଲ ହେବେ। ଏହି ସମ୍ମିଳନୀରେ ଚୀନର ନୂଆ ନେତମାନଙ୍କ ସର୍ମ୍ପକରେ ଘୋଷଣା କରାଯିବାର ସୂଚନା ରହିଛି।

ଏହି ବୈଠକରେ ୩ ପ୍ରମୁଖ ନିଷ୍ପତ୍ତି ନିଆଯିବାର ଅଛି। ଯାହା ଉପରେ ସାରା ବିଶ୍ୱର ନଜର ରହିଛି। ନୂଆ ରାଷ୍ଟ୍ରପତି ଘୋଷଣା ହେବା ପୂର୍ବରୁ କମ୍ୟୁନିଷ୍ଟ ପାର୍ଟିର କ୍ୟାବିନେଟରେ ବଡ ଧରଣର ଅଦଳବଦଳ ହୋଇପାରେ।

ରାଷ୍ଟ୍ରପତି ସି ଜିନପିଙ୍ଗ ପୁଣି ଥରେ ଚୀନର ରାଷ୍ଟ୍ରପତି ହେବା ଏକପ୍ରକାର ସ୍ଥିର ହୋଇସାରିଛି । ଯଦି ଏହା ହୁଏ ତେବେ କ୍ରମାଗତ ୩ଥର ପାଇଁ ଜିନପିଙ୍ଗଙ୍କ ହାତରେ ଚୀନର ଶାସନ ଡୋରୀ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story