ଏକାଥରେ ପେଟ୍ରୋଲ ଦର ୫ ଟଙ୍କା ବଢ଼ାଇଲେ ଇମ୍ରାନ ସରକାର, ଏବେ ଦାମ ୧୧୮ ଟଙ୍କା

ଇସଲାମାବାଦ: ଭାରତ ଭଳି ପଡ଼ୋଶୀ ପାକିସ୍ତାନରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଆର୍ଥିକ ସ୍ଥରରେ କାଙ୍ଗାଳ ହୋଇଯାଇଥିବା ପାକିସ୍ତାନର ଇମ୍ରାନ ଖାନ୍‌ ସରକାର ଆଜି ପେଟ୍ରୋଲର ଲିଟର ପିଛା ଦାମ ୫.୪୦ ଟଙ୍କା ବୃଦ୍ଧି କରିଛନ୍ତି। ସେହିପରି ହାଇସ୍ପିଡ ଡିଜେଲ୍‌ର ଲିଟର ପିଛା ଦାମ ୨.୫୪ ଟଙ୍କା ମହଙ୍ଗା ହୋଇଛି। ଏକଥରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ବଢ଼ିଥିବାରୁ ପାକିସ୍ତାନବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, […]

Oil-price

Oil-price

Hemant Lenka
  • Published: Friday, 16 July 2021
  • Updated: 16 July 2021, 06:02 PM IST

Sports

Latest News

ଇସଲାମାବାଦ: ଭାରତ ଭଳି ପଡ଼ୋଶୀ ପାକିସ୍ତାନରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ଆର୍ଥିକ ସ୍ଥରରେ କାଙ୍ଗାଳ ହୋଇଯାଇଥିବା ପାକିସ୍ତାନର ଇମ୍ରାନ ଖାନ୍‌ ସରକାର ଆଜି ପେଟ୍ରୋଲର ଲିଟର ପିଛା ଦାମ ୫.୪୦ ଟଙ୍କା ବୃଦ୍ଧି କରିଛନ୍ତି। ସେହିପରି ହାଇସ୍ପିଡ ଡିଜେଲ୍‌ର ଲିଟର ପିଛା ଦାମ ୨.୫୪ ଟଙ୍କା ମହଙ୍ଗା ହୋଇଛି। ଏକଥରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ବଢ଼ିଥିବାରୁ ପାକିସ୍ତାନବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ପାକିସ୍ତାନରେ କ୍ଷମତାସୀନ ତେହରିକ-ଇ-ଇନସାଫ ସରକାର ଗୁରୁବାର ତୈଳଦର ବୃଦ୍ଧି କରିଛନ୍ତି। ନୂଆ ଦର ପରେ ଦେଶରେ ପେଟ୍ରୋଲର ଲିଟର ପିଛା ଦାମ ୧୧୮.୦୯ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୧୧୬.୫ ଟଙ୍କାରେ ପହଞ୍ଚି ଯାଇଛି।

କେବଳ ପେଟ୍ରୋଲ ନୁହେଁ, କିରାସିନ ଓ ଲାଇଟ ଡିଜେଲର ଦାମ ମଧ୍ୟ ଯଥାକ୍ରମେ ୧.୩୯ ଟଙ୍କା ଏବଂ ୧.୨୭ ଟଙ୍କା ବଢ଼ିଛି। ନୂଆ ଦର ପରେ କିରାସିନର ଲିଟର ପିଛା ଦାମ ୮୭.୧୪ ଟଙ୍କା ଓ ଲାଇଟ ଡିଜେଲର ଲିଟର ପିଛା ଦର ୮୪.୬୭ ଟଙ୍କା ହୋଇଯାଇଛି।
ଏହି ଦରବୃଦ୍ଧି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସ୍ପେଶାଲ ରାଜନୀତିକ ବ୍ୟାପର ପରାମର୍ଶଦାତା ଶାହବାଜ ଗିଲ ଘୋଷଣା କରିଛନ୍ତି।

ସେ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ପେଟ୍ରୋଲିମୟ ଦ୍ରବ୍ୟର ଦାମ ବଢ଼ିବାରେ ଲାଗିଛି। ଏଥିପାଇଁ ସମସ୍ତେ ପେଟ୍ରୋଲର ଲିଟର ପିଛା ଦାମ ୧୧.୪ ଟଙ୍କା ବୃଦ୍ଧି କରିବାକୁ କହିଥିଲେ। ହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେବଳ ପେଟ୍ରୋଲର ଲିଟର ପିଛା ୫.୪୦ ଟଙ୍କା ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story