ବିବାହ ପୂର୍ବରୁ ସେକ୍ସ କଲେ ବର୍ଷେ ଜେଲ, ଆସୁଛି ଆଇନ୍‌

ନୂଆଦିଲ୍ଲୀ: ବିବାହ ପୂର୍ବରୁ ଯୌନ ସମ୍ପର୍କ ମନା। ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଲେ ଦଣ୍ଡ ଭୋଗିବାକୁ ପଡ଼ିବ। ଏମିତି କିଛି କଠୋର ଆଇନ୍ ଆଣିବାକୁ ଯାଉଛି ଇଣ୍ଡୋନେସିଆ। ଏ ସମ୍ପର୍କରେ  ଇଣ୍ଡୋନେସିଆ ସଂସଦ ଏକ ନୂତନ ଅପରାଧିକ ବିଲ୍‌ ପାସ୍‌ କରିବାକୁ ଯାଉଛି। ଏହି ବିଲ ଅନୁଯାୟୀ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସ୍ଥାପନ ବା  ପ୍ରିମେରିଟାଲ ସେକ୍ସ ହେଲେ ଅଭିଯୁକ୍ତଙ୍କୁ ବର୍ଷେ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ।  ସ୍ଥାନୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି। […]

iioo

iioo

Tapas Behera
  • Published: Friday, 02 December 2022
  • Updated: 02 December 2022, 04:48 PM IST

Sports

Latest News

ନୂଆଦିଲ୍ଲୀ: ବିବାହ ପୂର୍ବରୁ ଯୌନ ସମ୍ପର୍କ ମନା। ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଲେ ଦଣ୍ଡ ଭୋଗିବାକୁ ପଡ଼ିବ। ଏମିତି କିଛି କଠୋର ଆଇନ୍ ଆଣିବାକୁ ଯାଉଛି ଇଣ୍ଡୋନେସିଆ। ଏ ସମ୍ପର୍କରେ  ଇଣ୍ଡୋନେସିଆ ସଂସଦ ଏକ ନୂତନ ଅପରାଧିକ ବିଲ୍‌ ପାସ୍‌ କରିବାକୁ ଯାଉଛି। ଏହି ବିଲ ଅନୁଯାୟୀ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସ୍ଥାପନ ବା  ପ୍ରିମେରିଟାଲ ସେକ୍ସ ହେଲେ ଅଭିଯୁକ୍ତଙ୍କୁ ବର୍ଷେ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ।  ସ୍ଥାନୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି। ଏ ସମ୍ପର୍କରେ ଏକ ଚିଠା ପ୍ରସ୍ତୁତ ସରିଥିବା (RKUHP) ବେଳେ ଏହାକୁ  ଇଣ୍ଡୋନେସିଆ ସଂସଦରେ ଉପସ୍ଥାପନ କରାଯିବ। ଆସନ୍ତା ଦିନରେ ଏହି ପାରିତ ହେବ ବୋଲି ଆଶା କରାଯାଉଛି। ଯଦି ଏହି ବ୍ୟଭିଚାର ସମ୍ପର୍କରେ କେହି ସ୍ୱାମୀ କିମ୍ବା ସ୍ତ୍ରୀ ଅଭିଯୋଗ ଆଣନ୍ତି କିମ୍ବା କୌଣସି ପିଲା ଯେଉଁ ବାପା-ମାଙ୍କ ଔରସରୁ ଜନ୍ମ ହୋଇଥିବେ ଅଥଚ ବିବାହ ବନ୍ଧନରେ ଆବଦ୍ଧ ନହୋଇ ଦାୟିତ୍ୱରୁ ଖସିବାକୁ ଚାହୁଁଥିବେ ସେ କ୍ଷେତ୍ରରେ ଏହି ଆଇନ୍ ପ୍ରୟୋଗ ହେବ।

ଧାରା ୧୪୪ ଅନୁଯାୟୀ କୁହାଯାଇଛି ଯଦି  ଟ୍ରାଏଲ ହେବା ପୂର୍ବରୁ କେହି ଚାହାନ୍ତି ତେବେ ମାମଲା ପ୍ରତ୍ୟାହାର କରିନେଇପାରିବେ। । ଏହି ବିଲ  ତିନି ବର୍ଷ ପୂର୍ବେ ପାରିତ ହେବାର ଥିଲା । କିନ୍ତୁ ଏହି ଆଇନ ବିରୋଧରେ ଦେଶବ୍ୟାପି ବିରୋଧ ହେବା ଯୋଗୁ ଏହାକୁ ସ୍ଥଗିତ ରଖାଯାଥିଲା। ଶହ ଶହ ସଂଖ୍ୟାର ଲୋକେ ରାସ୍ତାକୁ ଓହ୍ଲାଇ ସେମାନଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା କ୍ଷୁର୍ଣ୍ଣ ହେବା ଅଭିଯୋଗ ଆଣି ଏହାକୁ ଜୋରଦାର ବିରୋଧ କରିଥିଲେ । କିନ୍ତୁ ନଭେମ୍ବରରେ ଜାକର୍ତ୍ତାର ସଂସଦ କମ୍ପ୍ଲେକ୍ସରେ ଆଲୋଚନା ହେବା ପରେ ପୁଣି ଥରେ ଏହି ଆଇନ୍‌କୁ ଲାଗୁ କରିବା ନେଇ କଥା ଉଠିଛି।

ଇଣ୍ଡୋନେସିଆର ଡେପୁଟି ନ୍ୟାୟ ମନ୍ତ୍ରୀ ଏଡୱାର୍ଡ ଓମାର ସରିଫ ହିଆରିଜ କହିଛନ୍ତି ଯେ, ଏହି ବିଲ ଇଣ୍ଡୋନେସିଆର ମୂଲ୍ୟବୋଧ ସହିତ ମେଳ ଖାଉଛି। ବିବାହ ପୂର୍ବରୁ ଏକାଠି ରହିବା ମଧ୍ୟ ନିଷେଧ କରାଯାଇଛି। ଇଣ୍ଡୋନେସିଆ ହେଉଛି ଏକ ମୁସଲିମ ବହୁଳ ଜନସଂଖ୍ୟା ରାଷ୍ଟ୍ର। ଇଣ୍ଡୋନେସିଆରେ ଅନେକ ନିୟମ ରହିଛି ଯାହା ମହିଳା, ଧାର୍ମିକ ସଂଖ୍ୟାଲଘୁ ଏବଂ ଏଲଜିବିଟି ଲୋକଙ୍କ ସହ ଭେଦଭାବ କରେ। ଯଦି ନୂଆ ପରକିୟା ପ୍ରୀତି ଅପରାଧିକ ଆଇନ୍‌ ପାସ ହୁଏ ଏହା ଉଭୟ ଇଣ୍ଡୋନେସିଆ ନାଗରିକ ଏବଂ ବିଦେଶୀମାନଙ୍କ ପାଇଁ ମଧ୍ୟ ପ୍ରଜୁଯ୍ୟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story