ମୁହଁରେ ହସ, ଆଉ ହାତରେ ସ୍ତ୍ରୀର କଟାମୁଣ୍ଡ ଧରି ବୁଲିଲା ସ୍ୱାମୀ

ନୂଆଦିଲ୍ଲୀ: ସାତ ଜନ୍ମ ପାଇଁ ହାତ ଧରି ବିବାହ କରିଥିବା ସ୍ତ୍ରୀକୁ ଭୁଲିଗଲା ସ୍ୱାମୀ। ପାଲଟିଗଲା ପିଶାଚ। ନର ରାକ୍ଷାସ ସାଜି ନିଜ ସ୍ତ୍ରୀକୁ ହିଁ ଅତି ନିର୍ମମ ଭାବେ ଗଲା କାଟି କଲା ହତ୍ୟା। କେବଳ ସେତିକି ନୁହେଁ ହତ୍ୟା କରିବା ପରେ ସ୍ତ୍ରୀର କଟା ମୁଣ୍ଡ ଧରି ବିଚରାସ୍ତାରେ ବୁଳିଲା ପିଶାଚ ସ୍ୱାମୀ। ଏଭଳି କିଛି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଇରାନର ସଡକରେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ […]

Iran man decapitates 17-year-old wife

Iran man decapitates 17-year-old wife

Madhupriya Mistry
  • Published: Wednesday, 09 February 2022
  • Updated: 09 February 2022, 06:31 PM IST

Sports

Latest News

ନୂଆଦିଲ୍ଲୀ: ସାତ ଜନ୍ମ ପାଇଁ ହାତ ଧରି ବିବାହ କରିଥିବା ସ୍ତ୍ରୀକୁ ଭୁଲିଗଲା ସ୍ୱାମୀ। ପାଲଟିଗଲା ପିଶାଚ। ନର ରାକ୍ଷାସ ସାଜି ନିଜ ସ୍ତ୍ରୀକୁ ହିଁ ଅତି ନିର୍ମମ ଭାବେ ଗଲା କାଟି କଲା ହତ୍ୟା। କେବଳ ସେତିକି ନୁହେଁ ହତ୍ୟା କରିବା ପରେ ସ୍ତ୍ରୀର କଟା ମୁଣ୍ଡ ଧରି ବିଚରାସ୍ତାରେ ବୁଳିଲା ପିଶାଚ ସ୍ୱାମୀ। ଏଭଳି କିଛି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଇରାନର ସଡକରେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଇରାନରେ ଜଣେ ବ୍ୟକ୍ତି ପରକୀୟ ପ୍ରିତି ସନ୍ଦେହରେ ନିଜ ସ୍ତ୍ରୀକୁ ବିଭତ୍ସ ରୂପେ ହତ୍ୟା କରିଛି। ଏହି ବ୍ୟକ୍ତି ଜଣକ ନିଜ ସ୍ତ୍ରୀର ଧାରୁଆରେ ଅସ୍ତ୍ରରେ ମୁଣ୍ଡ ଗଣ୍ଡି ଅଲଗା କରିଦେଇଛି। ଏହାପରେ ମୁହଁରେ ହସ ଆଉ ଗୋଟିଏ ହାତରେ କଟା ମୁଣ୍ଡ ଏବଂ ଆଉ ଗୋଟିଏ ହାତରେ ଧାରିଆ ଅସ୍ତ୍ର ଧରି ରାସ୍ତା ଉପରେ ବୁଲିଛି ଅଭିଯୁକ୍ତ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଇରାନ ପୁଲିସ ଉକ୍ତ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି। ଏଥିସହ ଏହି ହତ୍ୟାରେ ସମ୍ପୃକ୍ତ ଥିବା ଆଉ ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି।

Viral Video Of Man With Wife's Severed Head Shakes A Country

ଇରାନର ନ୍ୟୁଜ୍‌ ଏଜେନ୍ସି IRNA ମୁତାବକ, ମୃତ ଯୁବତୀ ଜଣକ ହେଲେ ମୋନା ହେଦରୀ। ତାଙ୍କ ବୟସ ୧୭ ବର୍ଷ। ମୋନାଙ୍କୁ ତାଙ୍କ ସ୍ୱାମୀ ଓ ଦେଢ଼ଶୁର ମିଶି ଇରାନ ଦକ୍ଷିଣ-ପଶ୍ଚିମ ସହର ଅହଭାଜରେ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ସୋମବାର ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପୁରୁଷ ମୁହଁରେ ହସ ଫୁଟାଇ ମହିଳାଙ୍କ କଟା ମୁଣ୍ଡ ଧରିଛି। ତାଙ୍କର ଆଉ ଗୋଟିଏ ହାତରେ ଏକ ବଡ ଛୁରୀ ମଧ୍ୟ ଅଛି।

ସୂଚନା ମୁତାବକ, ମୋନା ହେଦରୀଙ୍କ ହତ୍ୟା ପରେ ଇରାନରେ ଘରୋଇ ହିଂସା ହେତୁ ମହିଳାମାନେ ସ୍ୱର ଉଠାଇବା ଆରମ୍ଭ କରିଦେଇଛନ୍ତି।  ହେଦରୀଙ୍କ ହତ୍ୟା ପରେ ଦେଶରେ ଝିଅମାନଙ୍କ ନିର୍ଦ୍ଧାରିତ କରାଯାଇଥିବା ବୟସୀମାକୁ ବୃଦ୍ଧି କରିବାକୁ ଦାବି କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଇରାନରେ ୧୩ ବର୍ଷରେ ଝିଅମାନେ ବିବାହ କରିପାରବେ ବୋଲି ଆଇନଗତ ନିୟମ ରହିଛି। ଇରାନର ଗଣମାଧ୍ୟମ ଅନୁଯାୟୀ, ମୋନା ହେଦରୀଙ୍କୁ ଯେତେବେଳେ ମାତ୍ର ୧୨ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ବିବାହ କରିଥିଲେ। ତାଙ୍କର ୩ ବର୍ଷର ଏକ ପୁଅ ମଧ୍ୟ ଅଛି।

https://twitter.com/MehuLeo019/status/1490344925287747584?s=20&t=9JpYgeDsGICE7tt55M-mbg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story