ମୁଣ୍ଡ ନୁଆଁଇଲେ ଇରାନ୍ ସରକାର, ହଟିଲା ମୋରାଲିଟି ପୁଲିସ

ତେହରାନ: ଦୀର୍ଘ ଅଢ଼େଇ ମାସର ଆନ୍ଦୋଳନ ପରେ ଶେଷରେ ମୁଣ୍ଡ ନୁଆଁଇଲେ ଇରାନ୍ ସରକାର। ଚାରିଆଡୁ ଚାପ ବଢ଼ିବା ପରେ ଇବ୍ରାହିମ ରଇସିଙ୍କ ଅତି ରକ୍ଷଣଶୀଳ ସରକାର ରବିବାର ମୋରାଲିଟି ପୁଲିସକୁ ଉଚ୍ଛେଦ କରିଛି। ଏଥିସହ ମହିଳାଙ୍କ ହିଜାବ ପିନ୍ଧିବା ଆଇନର ସମୀକ୍ଷା କରିବାକୁ ଘୋଷଣା କରିଛି। ନ୍ୟାୟପାଳିକା ସହ ମୋରାଲିଟି ପୁଲିସର କୌଣସି ସମ୍ପର୍କ ନାହିଁ। ଏହି ପୁଲିସ ବାହିନୀକୁ ଉଚ୍ଛେନ କରାଯାଇଛି ବୋଲି ଆଟର୍ଣ୍ଣି ଜେନେରାଲ ମହମ୍ମଦ ଜାଫର ମୋଣ୍ଟାଜେରି ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, […]

Iran to disband morality police

Iran to disband morality police

Madhupriya Mistry
  • Published: Monday, 05 December 2022
  • Updated: 05 December 2022, 12:51 PM IST

Sports

Latest News

ତେହରାନ: ଦୀର୍ଘ ଅଢ଼େଇ ମାସର ଆନ୍ଦୋଳନ ପରେ ଶେଷରେ ମୁଣ୍ଡ ନୁଆଁଇଲେ ଇରାନ୍ ସରକାର। ଚାରିଆଡୁ ଚାପ ବଢ଼ିବା ପରେ ଇବ୍ରାହିମ ରଇସିଙ୍କ ଅତି ରକ୍ଷଣଶୀଳ ସରକାର ରବିବାର ମୋରାଲିଟି ପୁଲିସକୁ ଉଚ୍ଛେଦ କରିଛି। ଏଥିସହ ମହିଳାଙ୍କ ହିଜାବ ପିନ୍ଧିବା ଆଇନର ସମୀକ୍ଷା କରିବାକୁ ଘୋଷଣା କରିଛି।

ନ୍ୟାୟପାଳିକା ସହ ମୋରାଲିଟି ପୁଲିସର କୌଣସି ସମ୍ପର୍କ ନାହିଁ। ଏହି ପୁଲିସ ବାହିନୀକୁ ଉଚ୍ଛେନ କରାଯାଇଛି ବୋଲି ଆଟର୍ଣ୍ଣି ଜେନେରାଲ ମହମ୍ମଦ ଜାଫର ମୋଣ୍ଟାଜେରି ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୧୩ରେ ୨୨ ବର୍ଷିୟ କିର୍ଦ୍ଦିଶ ବଂଶୋଦ୍ଭବ ମହସା ଅମିନୀ ଠିକ୍ ଭାବେ ହିଜାବ ପିନ୍ଧିନଥିବା ଦର୍ଶାଇ ମୋରାଲିଟି ପୁଲିସ ତାଙ୍କୁ ଗିରଫ କରିଥିଲା। ଏହାର ତିନି ଦିନ ପରେ ମହସା ଅମିନୀଙ୍କ ପୁଲିସ ହାଜତରେ ହିଁ ମୃତ୍ୟୁ ହୋଇଥିଲା। ତେବେ ପୁଲିସର ବର୍ବରତା ଯୋଗୁଁ ମହସାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ସେବେଠାରୁ ଏହାର ପ୍ରତିବାଦ କରି ଯୁବପିଢ଼ି ହିଜାବ ବିରୋଧୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଏହି ହିଜାବ ବିରୋଧୀ ଆନ୍ଦୋଳନ ଅନେକ ରାଷ୍ଟ୍ରକୁ ବ୍ୟାପିଛି। ଏହି ଆନ୍ଦୋଳନ ଦେଶରେ ଉଗ୍ରରୂପ ନେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ। ପ୍ରାୟ ୧୪ ହଜାର ଆନ୍ଦୋଳନକାରୀ ଗିରଫ ହୋଇ ବିଭିନ୍ନ ଜେଲ୍‌ରେ ଅଛନ୍ତି। ଏଭଳି ସ୍ଥିତିରେ ସରକାର ତାଙ୍କ ଆଭିମୁଖ୍ୟ ନରମ କରି କଠୋର ହିଜାବ ଆଇନ ସମ୍ପର୍କରେ ପୁନର୍ବିଚାର କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଏହାକୁ ଲୋକେ ସ୍ୱାଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story