କେରଳ ଫିଲ୍ମ ଫେଷ୍ଟିଭାଲ୍‌କୁ ଚୁଟି କାଟି ପଠାଇଲେ ଇରାନ୍ ନିର୍ଦ୍ଦେଶକ

ଥିରୁବନ୍ତପୁରମ୍‌: ଜୋରସୋରରେ ଆରମ୍ଭ ହୋଇଯାଇଛି କେରଳ ଫିଲ୍ମ ଫେଷ୍ଟିଭାଲ୨୦୨୨। ଏହି ବଡ ଫିଲ୍ମ ଫେଷ୍ଟିଭାଲରେ ଦେଶ ତଥା ବିଦେଶର ଫିଲ୍ମ ନିର୍ମାତା ଏବଂ ମନୋରଞ୍ଜନ ଶିଳ୍ପ ସହିତ ଜଡିତ ତାରକାମାନେ ସମ୍ମାନିତ ହେବାକୁ ଯାଉଛନ୍ତି। ଏହା ସହିତ ଅନେକ ଭଲ ଏବଂ ସର୍ବୋତ୍ତମ ଫିଲ୍ମ ମଧ୍ୟ ଏଠାରେ ପ୍ରଦର୍ଶିତ ହେବ। ତେବେ ଏହି ଫିଲ୍ମ ଫେଷ୍ଟିଭାଲ ପ୍ରଥମ ଦିନରେ, ଏକ ଅନନ୍ୟ କାରଣ ହେତୁ ଏହା ହେଡଲାଇନରେ ସ୍ଥାନ ପାଇଛି। ଏହି ଫିଲ୍ମ ଫେଷ୍ଟିଭାଲ୍‌କୁ ଇରାନର ନିର୍ଦ୍ଦେଶକ […]

iranian-director-mahnaz-mohammadi

iranian-director-mahnaz-mohammadi

Madhupriya Mistry
  • Published: Saturday, 10 December 2022
  • Updated: 10 December 2022, 02:22 PM IST

ଥିରୁବନ୍ତପୁରମ୍‌: ଜୋରସୋରରେ ଆରମ୍ଭ ହୋଇଯାଇଛି କେରଳ ଫିଲ୍ମ ଫେଷ୍ଟିଭାଲ୨୦୨୨। ଏହି ବଡ ଫିଲ୍ମ ଫେଷ୍ଟିଭାଲରେ ଦେଶ ତଥା ବିଦେଶର ଫିଲ୍ମ ନିର୍ମାତା ଏବଂ ମନୋରଞ୍ଜନ ଶିଳ୍ପ ସହିତ ଜଡିତ ତାରକାମାନେ ସମ୍ମାନିତ ହେବାକୁ ଯାଉଛନ୍ତି। ଏହା ସହିତ ଅନେକ ଭଲ ଏବଂ ସର୍ବୋତ୍ତମ ଫିଲ୍ମ ମଧ୍ୟ ଏଠାରେ ପ୍ରଦର୍ଶିତ ହେବ। ତେବେ ଏହି ଫିଲ୍ମ ଫେଷ୍ଟିଭାଲ ପ୍ରଥମ ଦିନରେ, ଏକ ଅନନ୍ୟ କାରଣ ହେତୁ ଏହା ହେଡଲାଇନରେ ସ୍ଥାନ ପାଇଛି। ଏହି ଫିଲ୍ମ ଫେଷ୍ଟିଭାଲ୍‌କୁ ଇରାନର ନିର୍ଦ୍ଦେଶକ ମହନାଜ ମହମ୍ମଦ ନିଜ ଚୁଟି କାଟି ପଠାଇଛନ୍ତି। ଏହି ଖବର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

ଶୁକ୍ରବାର ବେଶ୍ ଧୁମ୍‌ଧାମରେ ୨୭ତମ କେରଳ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲର ଆରମ୍ଭ ହୋଇଛି। ଏହି ମହୋତ୍ସବରେ ମହନାଜ ମହମ୍ମଦଙ୍କୁ ‘ସ୍ପିରିଟ୍ ଅଫ୍ ସିନେମା’ ପୁରସ୍କାରରେ ସମ୍ମାନୀତ କରାଯାଇଛି। କିନ୍ତୁ ମାସ ମାସ ଧରି ମହିଳାଙ୍କ ଅଧିକାର ପାଇଁ ଚାଲିଥିବା ଲଢ଼େଇ ଯୋଗୁଁ ମହନାଜଙ୍କୁ ଇରାନରୁ ବାହାରକୁ ଯିବାକୁ ଅନୁମିତି ମିଳି ପାରି ନାହିଁ। ଏଭଳି ସ୍ଥିତିରେ ସେ ଏକ ବଡ ବାର୍ତ୍ତା ପଠାଇଛନ୍ତି । ନିଜର ବନ୍ଧୁ ତଥା ଗ୍ରୀକ୍ ଫିଲ୍ମ ମେକରଙ୍କ ଜରିଆରେ ସେ ନିଜ ଚୁଟି କାଟି ଫେଷ୍ଟିଭାଲକୁ ପଠାଇଛନ୍ତି।

ଗ୍ରୀକ୍ ଫିଲ୍ମ ଆଥେନା ରାହୁଲ ଟାଙ୍ଗାରି ଫିଲ୍ମ ଫେଷ୍ଟିଭାଲରେ ମହନାଜ ମହମ୍ମଦଙ୍କ ସ୍ଥାନରେ ତାଙ୍କ ପାଇଁ ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସମୟରେ ସେ ମହନାଜଙ୍କ କଟା ଚୁଟିକୁ ଦର୍ଶକଙ୍କ ଆଗରେ ପ୍ରଦର୍ଶିତ କରିଥିଲେ। ଏଥିସହ ମହନାଜ ପଠାଇଥିବା ବାର୍ତ୍ତାକୁ ମଧ୍ୟ ପଢ଼ି ଶୁଣାଇଥିଲେ ଆଥେନା।

ନିଜ ବାର୍ତ୍ତାରେ ମହନାଜ ଲେଖିଥିଲେ, ଏ ହେଉଛି ମୋର ଚୁଟି, ଯାହାକୁ ମୁଁ ନିଜ ଯନ୍ତ୍ରଣା ବଖାଣିବା ପାଇଁ କାଟି ଦେଇଛି। ଏହା ମୋର ଯନ୍ତ୍ରଣାର ସମାପ୍ତିକୁ ଦର୍ଶାଏ। ମୁଁ ଏହାକୁ ତୁମକୁ ପଠାଉଛି କାରଣ ଆମର ସମାନ ଅଧିକାର ପାଇବା ପାଇଁ ଆଜିକାଲି ଆମକୁ ଏକତା ଦରକାର। ଏଥିସହିତ ସେ ମହିଳା, ଜୀବନ ଏବଂ ସ୍ୱାଧୀନତାର ସ୍ଲୋଗାନ ଉଠାଇବାକୁ ଦର୍ଶକଙ୍କୁ ଅନୁରୋଧ କରିଥିଲେ।

ନିର୍ଦ୍ଦେଶକଙ୍କ ଏହି ଦୃଢ଼ ପଦକ୍ଷେପକୁ ଜନସାଧାରଣ କରତାଳି ଦେଇ ସ୍ୱାଗତ କରିଥିଲେ। ଏହା ସହିତ ଆଥେନାଙ୍କ ସହ ସମସ୍ତେ ମହିଳା, ଜୀବନ ଏବଂ ସ୍ୱାଧୀନତାର ସ୍ଲୋଗାନ ଦେଇଥିଲେ।

ମହନାଜ ମହମ୍ମଦ ଜଣେ ଇରାନ ନିର୍ଦ୍ଦେଶିକା ହେବା ସହ ଜଣେ ସାମାଜିକ କର୍ମୀ ମଧ୍ୟ। ଇରାନର ମହିଳାମାନେ ଦୀର୍ଘ ଦିନ ହେବ ନିଜ ଅଧିକାରକୁ ଦେଇ ସଂଘର୍ଷ ଜାରି ରଖିଛନ୍ତି । ମୁକ୍ତ ଭାବରେ ବଞ୍ଚିବାର ଅଧିକାର ଦାବି କରି ଶତାଧିକ ଇରାନୀୟ ମହିଳା ନିଜ ଚୁଟି କାଟିବା ସହ ହିଜାବ ଜାଳି ବିରୋଧ କରୁଛନ୍ତି।

୨୨ ବର୍ଷୀୟ ମହସା ଆମିନୀଙ୍କ ଇରାନ ପୁଲିସ ହେପାଜତରେ ମୃତ୍ୟୁ ହେବା ପରେ ସେପ୍ଟେମ୍ବରରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। କୁହାଯାଇଥିଲା ଯେ ମହସା ଇରାନର ଥିବା ଡ୍ରେସ୍ କୋଡ୍ ନିୟମ ଉଲ୍ଲଂଘନ କରିଛନ୍ତି। ଏହା ପରେ ଦେଶର ମହିଳାମାନେ ସେମାନଙ୍କର ଅଧିକାର ଦାବି କରିବା ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story