କରୋନା ଟିକାର ଚତୁର୍ଥ ଡୋଜ୍‌ ଦେବ ଏହି ଦେଶ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଓମିକ୍ରନର ଆତଙ୍କ। ଏହାକୁ ମାତ୍‌ ଦେବା ପାଇଁ କରୋନା ଟିକାର ତୃତୀୟ ଡୋଜ ନେବା ଉପରେ ଚାଲିଛି ବିତର୍କ। ଦ୍ୱିତୀୟ ଡୋଜର ୬ ମାସ ପରେ ବୁଷ୍ଟର ଡୋଜ୍‌ ଦେବାକୁ ଯୁକ୍ତି ବାଢ଼ୁଛନ୍ତି ବିଶେଷଜ୍ଞ, ଏପରିକି ଏହାକୁ ନେଇ ଗବେଷଣା ବି ଚାଲିଛି। କିଏ ନେବ, କେତେବେଳେ ନେବ ଏବଂ କାହିଁକି ଟିକା ଦିଆଯିବ ତା’ଉପରେ ଅଧିକ ଅନୁଧ୍ୟାନ ଚାଲିଛି। ହେଲେ ବିଶ୍ୱର କିଛି ଦେଶ ନିଜ ନାଗରିକଙ୍କୁ ବୁଷ୍ଟର ଡୋଜ୍‌ ବି […]

Covid vaccine

Covid vaccine

Madhupriya Mistry
  • Published: Wednesday, 22 December 2021
  • Updated: 22 December 2021, 02:56 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱରେ ଓମିକ୍ରନର ଆତଙ୍କ। ଏହାକୁ ମାତ୍‌ ଦେବା ପାଇଁ କରୋନା ଟିକାର ତୃତୀୟ ଡୋଜ ନେବା ଉପରେ ଚାଲିଛି ବିତର୍କ। ଦ୍ୱିତୀୟ ଡୋଜର ୬ ମାସ ପରେ ବୁଷ୍ଟର ଡୋଜ୍‌ ଦେବାକୁ ଯୁକ୍ତି ବାଢ଼ୁଛନ୍ତି ବିଶେଷଜ୍ଞ, ଏପରିକି ଏହାକୁ ନେଇ ଗବେଷଣା ବି ଚାଲିଛି। କିଏ ନେବ, କେତେବେଳେ ନେବ ଏବଂ କାହିଁକି ଟିକା ଦିଆଯିବ ତା'ଉପରେ ଅଧିକ ଅନୁଧ୍ୟାନ ଚାଲିଛି। ହେଲେ ବିଶ୍ୱର କିଛି ଦେଶ ନିଜ ନାଗରିକଙ୍କୁ ବୁଷ୍ଟର ଡୋଜ୍‌ ବି ଦେଇସାରିଲାଣି। ଏହାରି ଭିତରେ ସାମ୍ନାକୁ ଆସିଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଖବର। ବିଶ୍ୱର ପ୍ରଥମ ଦେଶ ଭାବେ ନିଜ ନାଗରିକଙ୍କୁ କରୋନା ଟିକାର ଚତୁର୍ଥ ଡୋଜ ଦେବାକୁ ଯାଉଛି ଇସ୍ରାଏଲ।

କରୋନା ଭାଇରସର ଓମିକ୍ରନ୍‌ ଭାରିଏଣ୍ଟରୁ ବର୍ତ୍ତିବା ପାଇଁ ଇସ୍ରାଏଲ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟିକାର ଚତୁର୍ଥ ଡୋଜ୍‌ ଦେବାକୁ ଘୋଷଣା କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ ପ୍ୟାନେଲ ଚତୁର୍ଥ ଡୋଜ୍‌ ନେବାକୁ ସୁପାରିଶ କରିଛନ୍ତି। ଯାହାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ତାଲି ବେନେଟଙ୍କ ଦ୍ୱାରା ସ୍ୱାଗତ କରାଯାଇଛି। 'ଏହା ଏକ ଭଲ ଖବର ଯାହା ଆମକୁ ସାରା ବିଶ୍ୱରେ କାୟା ବିସ୍ତାର କରୁଥିବା ଓମିକ୍ରନ୍‌ ଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।'

ଯଦିଓ ଏହି ନିଷ୍ପତ୍ତି ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଆନୁଷ୍ଠାନିକ ଅନୁମୋଦନ ପାଇଁ ବିଚାରାଧୀନ ଅଛି, ତଥାପି ବେନେଟ୍ ଇସ୍ରାଏଲ୍ ଲୋକଙ୍କୁ ଖୁବଶୀଘ୍ର ଟିକା ନେବା ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ – 'ସମୟ ନଷ୍ଟ କରନ୍ତୁ ନାହିଁ, ଟିକା ନିଅନ୍ତୁ।'

ସୋମବାର ଇସ୍ରାଏଲରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା। ସେ ମୃତକ ଜଣକ ପୂର୍ବରୁ ଅନେକ ଗୁରତର ରୋଗରେ ପୀଡିତ ଥିଲେ। ଏହି ମୃତ୍ୟୁ ମାମଲା ପରେ କରୋନା ଟିକାର ଚର୍ତୁଥ ଡୋଜ୍‌ ନେବା ଲାଗି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ମଙ୍ଗଳବାର ଇସ୍ରାଏଲରେ ଓମିକ୍ରନ୍‌ର ୩୪୦ଟି ନୂଆ ମାମଲା ସାମ୍ନାକୁ ଆସିଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଥିଲା।

ବଢ଼ୁଥିବା ଓମିକ୍ରନ୍‌ ମାମଲାକୁ ଦୃଷ୍ଟିରେ ରଖି ଚଳିତ ସପ୍ତାହରୁ ଆମେରିକା, ଜର୍ମାନୀ, ଇଟାଲୀ, ତୁର୍କୀ ଏବଂ କାନାଡ ସମେତ ଦେଶଗୁଡିକରେ ଯାତ୍ରା ପ୍ରତିବନ୍ଧକ ଲଗାଇଥିଲା ଇସ୍ରାଏଲ। ସେହିପରି ସରକାରୀ କ୍ଷେତ୍ରରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚଳାଇବାକୁ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story