ମହାରାଣୀଙ୍କ ପରଲୋକରେ ବ୍ରିଟେନବାସୀଙ୍କୁ ସମ୍ବୋଧନ କରିବେ କିଙ୍ଗ୍ସ ଚାର୍ଲସ୍

ଲଣ୍ଡନ:ମହାରାଣୀ ଏଲିଜାବେଥଙ୍କ ପରଲୋକରେ ବ୍ରିଟେନ ଶୋକରେ ବୁଡ଼ିଥିବା ବେଳେ ଆଜି କିଙ୍ଗ୍ସ ଚାର୍ଲସ୍ ବ୍ରିଟେନବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି।  ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ ରାଜା ହୋଇଛନ୍ତି ।  ବିଧିବଦ୍ଧ ଭାବେ ଆସନ୍ତାକାଲି ଆସେସନ୍ କାଉନ୍ସିଲ୍ ଦ୍ୱାରା ଚାର୍ଲସଙ୍କୁ ରାଜା ଭାବେ ଅଭିଷିକ୍ତ କରାଯିବ ବୋଲି ଜଣାପଡ଼ିଛି । ସେ ବାଲମୋରରୁ ଆଜି ହିଁ ଲଣ୍ଡନ ଫେରିବେ ଓ ଦେଶବାସୀଙ୍କୁ ସମ୍ବୋଧନ କରିବେ ।  ମହାରାଣୀ ଏଲିଜାବେଥଙ୍କ […]

kings

kings

Tapas Behera
  • Published: Friday, 09 September 2022
  • Updated: 09 September 2022, 11:21 AM IST

Sports

Latest News

ଲଣ୍ଡନ:ମହାରାଣୀ ଏଲିଜାବେଥଙ୍କ ପରଲୋକରେ ବ୍ରିଟେନ ଶୋକରେ ବୁଡ଼ିଥିବା ବେଳେ ଆଜି କିଙ୍ଗ୍ସ ଚାର୍ଲସ୍ ବ୍ରିଟେନବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି।  ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ ରାଜା ହୋଇଛନ୍ତି ।  ବିଧିବଦ୍ଧ ଭାବେ ଆସନ୍ତାକାଲି ଆସେସନ୍ କାଉନ୍ସିଲ୍ ଦ୍ୱାରା ଚାର୍ଲସଙ୍କୁ ରାଜା ଭାବେ ଅଭିଷିକ୍ତ କରାଯିବ ବୋଲି ଜଣାପଡ଼ିଛି । ସେ ବାଲମୋରରୁ ଆଜି ହିଁ ଲଣ୍ଡନ ଫେରିବେ ଓ ଦେଶବାସୀଙ୍କୁ ସମ୍ବୋଧନ କରିବେ ।  ମହାରାଣୀ ଏଲିଜାବେଥଙ୍କ ପାର୍ଥିବ ଶରୀରକୁ ମଧ୍ୟ ଆଜି ବାଲମୋରରୁ  ପ୍ରଥମେ ଏଡିନବର୍ଗ ନିଆଯିବ।  ସେଠାରୁ ଅଣାଯିବ ଲଣ୍ଡନ । ରାଣୀଙ୍କ ମୃତ୍ୟୁରେ ବ୍ରିଟେନ ସରକାର ୧୦ ଦିନ ଶୋକ ପାଳନ କରିବେ । ହାଇଡ୍ ପାର୍କରେ ତୋପ ସଲାମି ଦିଆଯିବ।  ସେହିପରି ଓ୍ୱେଷ୍ଟାମିନଷ୍ଟର ଆବେରେ ଥିବା ଚର୍ଚ୍ଚର ବେଲ୍ ବଜାଯିବ।   ୟୁନିୟନ ଫ୍ଲାଗ୍ ଅଧନମିତ ରହିବ । ଏଡିନବର୍ଗରୁ ପରଦିନ ଜାଇଲ୍ସ କ୍ୟାଥଡ୍ରଲ୍ ଅଣାଯିବ । ଏଠାରେ ପରିବାରର ସଦସ୍ୟ ଓ ସାଧାରଣ ଜନତା ପାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେବେ । ଏହି କାର୍ଯ୍ୟକ୍ରମ ପରେ ମୃତଦେହକୁ ବକିଂହାମ ପ୍ୟାଲେସ ନିଆଯିବ । ସେଠାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇବେ । ଏଠାରେ ମୃତଦେହକୁ ୮ ଦିନ ରଖାଯିବ । ଶେଷରେ ଓ୍ୱେଷ୍ଟାମିନଷ୍ଟରରେ ଅନ୍ତିମ ସଂସ୍କାର କରାଯିବ । ୧୯୫୨ ମସିହାରେ ରାଣୀ କ୍ଷମତା ଗ୍ରହଣ କରିବା ପରଠାରୁ ବ୍ୟାପକ ସାମାଜିକ ପରିବର୍ତ୍ତନ ଆଣିଥିଲେ।

୧୯୨୬ ଏପ୍ରିଲ ୨୧ ତାରିଖରେ ମହାରାଣୀ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ବ୍ରିଟେନର ରାଜା ଥିଲେ ପଞ୍ଚମ ଜର୍ଜ । ଏଲିଜାବେଥଙ୍କ ପିତା ଜର୍ଜ-୬ ମଧ୍ୟ ପରେ ବ୍ରିଟେନର ରାଜା ହୋଇଥିଲେ । ରାଣୀଙ୍କ ଦେହାନ୍ତ ପରେ ସ୍କଟଲାଣ୍ଡ ସଂସଦ କାର୍ଯ୍ୟକୁ ବାତିଲ କରାଯାଇଛି ।

ଗତକାଲି ତାଙ୍କର ପରଲୋକ ହୋଇଥିଲା। ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ। ବାଲମୋରାଲ କ୍ୟାସଲରେ ଗତବର୍ଷ ‌ଅକ୍ଟୋବରରୁ ତାଙ୍କ ଚିକିତ୍ସା ଚାଲିଥିଲା।  ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା।  ଲଣ୍ଡନରୁ ପରିବାର ସଦସ୍ୟ ବି ପହଁଚିଯାଇଥିଲେ। କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story