ବିନା ପାସପୋର୍ଟରେ ବୁଲି ପାରିବେ କିଙ୍ଗ୍‌ ଚାର୍ଲସ, ମିଳିବ ଏହି ସବୁ ସୁବିଧା

ଲଣ୍ଡନ: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ବଡ ପୁଅ ପ୍ରିନ୍ସ ଚାର୍ଲସଙ୍କୁ ତୁରନ୍ତ ରାଜା ଭାବେ ଘୋଷଣା କରାଯାଇଛି। ବ୍ରିଟେନର ନୂତନ ରାଜାଙ୍କ ପାଇଁ ଉପଲବ୍ଧ ସବୁ ପ୍ରକାରର ରାଜକୀୟ ସୁବିଧା ଏବେ କିଙ୍ଗ ଚାର୍ଲସ ଉପଭୋଗ କରିପାରିବେ। ବ୍ରିଟେନର ନୂଆ ରାଜା ଚାର୍ଲସ ବିନା ପାସପୋର୍ଟରେ ଯେକୌଣସି ଦେଶ ଭ୍ରମଣ କରିପାରିବେ। ସେହିପରି ବିନା ଲାଇସେନ୍ସରେ ସେ ଡ୍ରାଭିଂ ମଧ୍ୟ କରିପାରିବେ। ଏଥିସହ ଆହୁରି ଅନେକ ସବୁଧା ସୁଯୋଗ ମଧ୍ୟ ସେ ପାଇବେ। […]

King

King

Hemant Lenka
  • Published: Friday, 09 September 2022
  • Updated: 09 September 2022, 05:50 PM IST

Sports

Latest News

ଲଣ୍ଡନ: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ବଡ ପୁଅ ପ୍ରିନ୍ସ ଚାର୍ଲସଙ୍କୁ ତୁରନ୍ତ ରାଜା ଭାବେ ଘୋଷଣା କରାଯାଇଛି। ବ୍ରିଟେନର ନୂତନ ରାଜାଙ୍କ ପାଇଁ ଉପଲବ୍ଧ ସବୁ ପ୍ରକାରର ରାଜକୀୟ ସୁବିଧା ଏବେ କିଙ୍ଗ ଚାର୍ଲସ ଉପଭୋଗ କରିପାରିବେ। ବ୍ରିଟେନର ନୂଆ ରାଜା ଚାର୍ଲସ ବିନା ପାସପୋର୍ଟରେ ଯେକୌଣସି ଦେଶ ଭ୍ରମଣ କରିପାରିବେ। ସେହିପରି ବିନା ଲାଇସେନ୍ସରେ ସେ ଡ୍ରାଭିଂ ମଧ୍ୟ କରିପାରିବେ। ଏଥିସହ ଆହୁରି ଅନେକ ସବୁଧା ସୁଯୋଗ ମଧ୍ୟ ସେ ପାଇବେ। ଇଂଲଣ୍ଡର ସବୁ ହଂସର ମାଲିକ ହେବେ ଓ ବର୍ଷକୁ ଦୁଇ ଥର କିଙ୍ଗ ଚାର୍ଲସଙ୍କ ଜନ୍ମଦିନ ପାଳନ କରାଯିବ।

ବିନା ଲାଇସେନ୍ସ ଓ ପାସପୋର୍ଟ

କିଙ୍ଗ ଚାର୍ଲସ ତୃତୀୟ ବିନା ପାସପୋର୍ଟରେ ବିଦେଶ ଭ୍ରମଣ କରିପାରିବେ। ରାଜ ପରିବାରର ଅନ୍ୟ ସଦସ୍ୟଙ୍କ ଭଳି ତାଙ୍କୁ ଯାତ୍ରା ପାଇଁ କୌଣସି ପ୍ରକାରର ଦସ୍ତାବିଜ ଦେଖାଇବାକୁ ପଡ଼ିବ ନାହିଁ। କାରଣ ପାସପୋର୍ଟ ରାଜାଙ୍କ ନାଁରେ ହିଁ ଜାରି କରାଯାଇଥାଏ। ସେହିପରି ରାଜା ବ୍ରିଟେନର ଏକମାତ୍ର ବ୍ୟକ୍ତି ଯିଏ ବିନା ଲାଇସେନ୍ସରେ ଗାଡ଼ି ମଧ୍ୟ ଚଳାଇ ପାରିବେ।

ଦୁଇଟି ଜନ୍ମଦିନ

ଚାର୍ଲସଙ୍କ ମା’ ରାଣୀ ଏଲିଜାବେଥ ଦ୍ୱିତୀୟ ଦୁଇଟି ଜନ୍ମଦିନ ପାଳନ କରୁଥିଲେ। ତାଙ୍କର ପ୍ରକୃତ ଜନ୍ମଦିନ ହେଉଛି ଏପ୍ରିଲ ୨୧। ଏହି ଜନ୍ମଦିନକୁ ବ୍ୟକ୍ତିଗତ ସମାରୋହରେ ପାଳନ କରାଯାଏ। ଦ୍ୱିତୀୟ ଜନ୍ମଦିନଟି ହେଉଛି ସାର୍ବଜନୀନ କାର୍ଯ୍ୟକ୍ରମ। ଯାହା ଜୁନ୍ ଦ୍ୱିତୀୟ ମଙ୍ଗଳବାରରେ ପାଳନ କରାଯାଏ। ଏବେ ରାଜା ଚାର୍ଲସ ମଧ୍ୟ ଦୁଇଟି ଜନ୍ମଦିନ ପାଳନ କରିବେ। ବର୍ତ୍ତମାନ ତାଙ୍କ ଜନ୍ମ ତାରିଖ ହେଉଛି ନଭେମ୍ବର ୧୪। ସେ ଗରମ ଦିନେ ନିଜର ସରକାରୀ ଜନ୍ମଦିନ ପାଳନ ପାଇଁ ଆଉ ଗୋଟିଏ ଦିନ ସ୍ଥିର କରିବେ।

ସର୍ବସାଧାରଣ ଉତ୍ସବର ପରମ୍ପରା ୨୫୦ ବର୍ଷ ପୁରୁଣା। ଏହି କାର୍ଯ୍ୟକ୍ରମରେ ୧୪ଶହରୁ ଅଧିକ ସୈନିକ, ୨୦୦ ଘୋଡା ଓ ୪୦୦ ସଂଗୀତଜ୍ଞ ସାମରିକ ପରେଡରେ ଭାଗ ନେବେ। ରୟାଲ ବାୟୁସେନା ପ୍ୟାରେଡକୁ ଗୋଟିଏ ଫ୍ଲାଏ-ପାଷ୍ଟ ସହିତ ଶେଷ କରିଥାଏ। କେନ୍ଦ୍ରୀୟ ଲଣ୍ଡନରେ ଥିବା ବକିଙ୍ଗହାମ ପ୍ୟାଲେସର ବାଲକୋନୀରୁ ରୟାଲ ଫ୍ୟାମିଲି ଏହି ପରେଡକୁ ଦେଖନ୍ତି।

ଭୋଟିଂ ଅଧିକାର ନାହିଁ

ବ୍ରିଟିଶ ଶାସକମାନେ ଭୋଟ୍ ଦିଅନ୍ତି ନାହିଁ ଓ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ନାହିଁ। ଶାସକ ଦେଶର ସର୍ବୋଚ୍ଚ ଅଧିକାରୀ ହୋଇଥିବାରୁ ତାଙ୍କୁ ରାଜନୀତିକ ପ୍ରସଙ୍ଗରେ ନିରପେକ୍ଷ ନୀତି ଅବଲମ୍ବନ କରିବାକୁ ପଡ଼ିଥାଏ। ସେ ସଂସଦ ଅଧିବେଶନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରନ୍ତି। ସଂସଦର ଆଇନକୁ ଅନୁମୋଦନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ସହ ସାପ୍ତାହିକ ବୈଠକ ମଧ୍ୟ କରନ୍ତି।

ରାଜହଂସ ଓ ଡଲଫିର ମାଲିକ

ବ୍ରିଟିଶ ଶାସକମାନେ କେବଳ ଲୋକଙ୍କ ଉପରେ ଶାସନ କରନ୍ତି ନାହିଁ ବରଂ ଦ୍ୱାଦଶ ଶତାବ୍ଦୀର ନିୟମ ଅନୁଯାୟୀ ଇଂଲଣ୍ଡ ଓ ୱେଲ୍ସରେ ଥିବା ସମସ୍ତ ରାଜହଂସର ମାଲିକାନ ହାସଲ କରନ୍ତି। ଷ୍ଟୁରଜନ୍ ମାଛ ଓ ଡଲଫିନ୍ ଗୁଡ଼ିକୁ ମଧ୍ୟ  ରାଜାଙ୍କ ସମ୍ପତ୍ତି ଭାବେ ବିବେଚନା କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story