ଝିଅକୁ କାମୁଡ଼ିଲା କଙ୍କଡ଼ା, ଜୀଅନ୍ତା ଖାଇ ପ୍ରତିଶୋଧ ନେଲେ ବାପା

ବେଜିଂ: ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। କଙ୍କଡ଼ା ଠାରୁ ପ୍ରତିଶୋଧ ନେଇଛନ୍ତି ଜଣେ ବ୍ୟକ୍ତି। ଜଣେ ବ୍ୟକ୍ତିଙ୍କ ଝିଅକୁ ଗୋଟିଏ କଙ୍କଡ଼ା କାମୁଡ଼ି ଦେଇଥିଲା। ଏଥିପାଇଁ ରାଗରେ ବ୍ୟକ୍ତି ଜଣଙ୍କ ଉକ୍ତ କକଙ୍କାକୁ ଧରି ଜୀଅନ୍ତା ଖାଇଦେଇଛନ୍ତି। ଚାଇନାର ଝେଜିଆଙ୍ଗ ଅଞ୍ଚଳରେ ଏପରି ଘଟଣା ଘଟିଛି। ଜୀଅନ୍ତା କଙ୍କଡ଼ା ଖାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୩୯ ବର୍ଷୀୟ ଲୁ। ତେବେ ଜୀଅନ୍ତା କଙ୍କଡ଼ା ଖାଇବାର ଦୀର୍ଘ ୨ ମାସ ପରେ ଲୁ ସାଂଘାତିକ ପିଠି […]

crab

crab

Hemant Lenka
  • Published: Friday, 28 October 2022
  • Updated: 28 October 2022, 02:11 PM IST

ବେଜିଂ: ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। କଙ୍କଡ଼ା ଠାରୁ ପ୍ରତିଶୋଧ ନେଇଛନ୍ତି ଜଣେ ବ୍ୟକ୍ତି। ଜଣେ ବ୍ୟକ୍ତିଙ୍କ ଝିଅକୁ ଗୋଟିଏ କଙ୍କଡ଼ା କାମୁଡ଼ି ଦେଇଥିଲା। ଏଥିପାଇଁ ରାଗରେ ବ୍ୟକ୍ତି ଜଣଙ୍କ ଉକ୍ତ କକଙ୍କାକୁ ଧରି ଜୀଅନ୍ତା ଖାଇଦେଇଛନ୍ତି।

ଚାଇନାର ଝେଜିଆଙ୍ଗ ଅଞ୍ଚଳରେ ଏପରି ଘଟଣା ଘଟିଛି। ଜୀଅନ୍ତା କଙ୍କଡ଼ା ଖାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୩୯ ବର୍ଷୀୟ ଲୁ। ତେବେ ଜୀଅନ୍ତା କଙ୍କଡ଼ା ଖାଇବାର ଦୀର୍ଘ ୨ ମାସ ପରେ ଲୁ ସାଂଘାତିକ ପିଠି ଯନ୍ତ୍ରଣା ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରୀକ୍ଷା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଡାକ୍ତରମାନେ ଏକଥା ଜାଣିବା ପରେ ସେହି ଅନୁସାରେ ତାଙ୍କର ଚିକିତ୍ସା ମଧ୍ୟ କରିଛନ୍ତି।

ଲୁ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କ ଛାତି, ଫୁସଫୁସ, ତଳି ପେଟ, କିଡ୍‌ନୀ ଓ ହଜମ ଜନିତ ବ୍ୟବସ୍ଥାର ପରୀକ୍ଷା କରିଥିଲେ। ଏଥିରେ ସମସ୍ୟା ବା ପାଥୋଲଜି ଚେଜେନ୍ସ ଥିବା ଜଣାପଡ଼ିଥିଲା। କିନ୍ତୁ କ’ଣ ପାଇଁ ସମସ୍ୟା ରହିଛି, ତା’ର ନିର୍ଦ୍ଦିଷ୍ଟ କାରଣ ଡାକ୍ତରମାନେ ଜାଣି ପାରି ନଥିଲେ।

ତେଣୁ ସେମାନେ କିଛି ଅସ୍ୱାଭିବକ ଖାଦ୍ୟ, କାମ କିମ୍ବା ଖେଳାଖେଳି କରିଛନ୍ତି କି କି ବୋଲି ଲୁଙ୍କୁ ବାରମ୍ବାର ପଚାରିଥିଲେ। ହେଲେ ସେ କିଛି ବି ଅସ୍ୱାଭାବିକ କାମ କରି ନଥିବା କହିଥିଲେ।

ଲୁଙ୍କ ଚିକିତ୍ସା କରୁଥିବା ଡାକ୍ତର କାଓ କ୍ୟୁଏନ କହିଛନ୍ତି, ଆମେ ବାରମ୍ବାର ଲୁଙ୍କୁ କିଛି ଅସ୍ୱାଭାବିକ ଘଟଣା ଘଟିଛି କି ନାହିଁ ପଚାରିଥିଲୁ। ହେଲେ ସେ କିଛି ବି କହି ନଥିଲେ। ସବୁ କିଛି ସ୍ୱାଭାବିକ ଥିବା ବେଳେ ହଠାତ୍‌ ସେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ।

ତେବେ ତାଙ୍କ ପତ୍ନୀ ପ୍ରଥମଥର ପାଇଁ ଜୀଅନ୍ତା କଙ୍କଡ଼ା ଖାଇବା କଥା କହିଥିଲେ। ଏହାପରେ ହିଁ ଲୁ ଉକ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ତାଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏହି ପରୀକ୍ଷାରୁ ସେ ଜୀଅନ୍ତା କଙ୍କଡ଼ା ଖାଇବା ଦ୍ୱାରା ଗୁରୁତର ଆଲର୍ଜି ଜନିତ ସମସ୍ୟାରେ ପଡ଼ିଥିବା ସ୍ପଷ୍ଟ ହୋଇଥିଲା।

ରିପୋର୍ଟ ଆଧାରରେ ତାଙ୍କର ଚିକିତ୍ସା କରାଯାଇଥିଲା ଓ ନିକଟରେ ସେ ସୁସ୍ଥ ହେବାରୁ ହସ୍ପିଟାଲରୁ ଡିସର୍ଚାଜ ହୋଇଥିବା ଡାକ୍ତର କ୍ୟୁଏନ କହିଛନ୍ତି।

ତେବେ ସୁସ୍ଥ ହେବା ପରେ ଲୁ କାହିଁକି ଜୀଅନ୍ତା କଙ୍କଡ଼ା ଖାଇଥିଲେ ସେ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ଗୋଟିଏ କଙ୍କଡ଼ା ତାଙ୍କ ଝିଅକୁ କାମୁଡ଼ି ଦେଇଥିଲା। ଝିଅ କଷ୍ଟ ପାଇବାରୁ ଲୁ ଏହାର ପ୍ରତିଶୋଧ ନେବାକୁ ଚାହଁଥିଲେ। ଏଥିପାଇଁ ସେ କଙ୍କଡ଼ାକୁ ଜୀଅନ୍ତା ଖାଇ ଦେଇଥିଲେ।

କଙ୍କଡ଼ା ଖାଇବା ଚାଇନାରେ ଏକ ସାଧାରଣ ଘଟଣା। ହେଲେ ଅଧିକାଂଶ ଲୋକ ଏହାକୁ ଭଲ ଭାବେ ରାନ୍ଧି ଖାଇଥାଆନ୍ତି। କିଛି ଲୋକ କଙ୍କଡ଼ା ସିଝା ମଧ୍ୟ ଖାଆନ୍ତି। ହେଲେ ଲୁ ଜୀଅନ୍ତା କଙ୍କଡ଼ାକୁ ଖାଇଥିଲେ। ଏଥିପାଇଁ ଏହା ତାଙ୍କ ଶରୀରରେ ଆଲର୍ଜି ସମସ୍ୟା ସୃଷ୍ଟି କରିଥିଲା।

୨୦୨୦ରେ ହାଙ୍ଗଝୋହ ଅଞ୍ଚଳରୁ ସମାନ ଘଟଣା ଆସିଥିଲା। ଜଣେ ମହିଳା ୩୦ଟି କଞ୍ଚା କଙ୍କଡ଼ା ଖାଇ ଦେଇଥିଲେ। ଏହାର ୬ ମାସରେ ସେ ଫୁସଫୁସ ଓ ଶ୍ୱାସକ୍ରିୟା ସମସ୍ୟାରେ ପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story