ମାସୁଦ ଆଝାର ଆଫଗାନିସ୍ତାନରେ ଥିବା ପୁଣି କହିଲା ପାକିସ୍ତାନ

ଇସଲାମାବାଦ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ନେଇ ଆଫଗାନିସ୍ତାନ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚି ଯାଇଛନ୍ତି। ତାଲିବାନର ତାଗିଦ ସତ୍ତ୍ୱେ ଜୈଶ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଫଗାନିସ୍ତାନରେ ରହିଥିବା ପୁଣିଥରେ କହିଛି ପାକିସ୍ତାନ। ଦେଶର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଏକଥା କହିଛନ୍ତି। କିଛି ଦିନ ତଳେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମାସୁଦ ଆଝାର ଆଫଗାନିସ୍ତାନରେ ଥିବା କଥା କହିଥିଲା। ତେବେ ଏହାକୁ ତାଲିବାନ ଦୃଢ଼ ଭାବେ ଖଣ୍ଡନ କରିଥିଲା। ଏଥିସହ ମାସୁଦ ଭଳି ଆତଙ୍କବାଦୀ […]

azhar

azhar

Hemant Lenka
  • Published: Saturday, 17 September 2022
  • Updated: 17 September 2022, 08:40 AM IST

Sports

Latest News

ଇସଲାମାବାଦ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ନେଇ ଆଫଗାନିସ୍ତାନ ଓ ପାକିସ୍ତାନ ମୁହାଁମୁହିଁ ସ୍ଥିତିରେ ପହଞ୍ଚି ଯାଇଛନ୍ତି। ତାଲିବାନର ତାଗିଦ ସତ୍ତ୍ୱେ ଜୈଶ-ଇ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଫଗାନିସ୍ତାନରେ ରହିଥିବା ପୁଣିଥରେ କହିଛି ପାକିସ୍ତାନ। ଦେଶର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଏକଥା କହିଛନ୍ତି।

କିଛି ଦିନ ତଳେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମାସୁଦ ଆଝାର ଆଫଗାନିସ୍ତାନରେ ଥିବା କଥା କହିଥିଲା। ତେବେ ଏହାକୁ ତାଲିବାନ ଦୃଢ଼ ଭାବେ ଖଣ୍ଡନ କରିଥିଲା। ଏଥିସହ ମାସୁଦ ଭଳି ଆତଙ୍କବାଦୀ କେବଳ ପାକିସ୍ତାନରେ ରହିପାରିବେ ବୋଲି ମଧ୍ୟ ତାଲିବାନ ସରକାର କହିଥିଲେ।

ଏବେ ଜରଦାରୀ କହିଛନ୍ତି, ଆଝାର କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ପ୍ରସଙ୍ଗ ନୁହେଁ। ବର୍ତ୍ତମାନ ଏହା ତ୍ରିପାକ୍ଷିକ ପ୍ରସଙ୍ଗ ହୋଇଗଲାଣି। ଭାରତ-ପାକିସ୍ତାନ ଓ ଆଫଗାନିସ୍ତାନ ସହ ମାସୁଦ ପ୍ରସଙ୍ଗ ଜଡ଼ିତ। ଆଝାର ବର୍ତ୍ତମାନ ଆଫଗାନିସ୍ତାନରେ ରହିଛି। ତା’କୁ ଗିରଫ କରି ତାଲିବାନ ସରକାର ପାକିସ୍ତାନକୁ ହସ୍ତାନ୍ତର କରନ୍ତୁ ବୋଲି ସେ କହିଛନ୍ତି।

ବୁଧବାର ପାକିସ୍ତାନ ସରକାର ମାସୁଦକୁ ଧରିବା ପାଇଁ ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ଚିଠି ଲେଖିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ବୟାନକୁ ଆଧାର କରି ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଥିଲା ଯେ “ଆମେ ଆଫଗାନ ବୈଦେଶିକ ମନ୍ତ୍ରଣାଳୟକୁ ଗୋଟିଏ ପୃଷ୍ଠାର ଚିଠି ଲେଖିଛୁ। ଏଥିରେ ଆମେ ମାସୁଦ ଆଝାରର ଠିକଣା ଖୋଜିବା ସହ ତା’କୁ ଗିରଫ କରି ତୁରନ୍ତ ପାକିସ୍ତାନକୁ ହସ୍ତାନ୍ତର କରିବାକୁ କହିଛୁ। ସେ ଆଫଗାନର ନଙ୍ଗରହରର କୌଣସି ଏକ ସ୍ଥାନରେ ଆତ୍ମଗୋପନ କରିଥିବା ଜଣାପଡ଼ିଛି।”

ତେବେ ତାଲିବାନ ସରକାରର ମୁଖପାତ୍ର ମୁଜାହିଦ ପାକିସ୍ତାନର ସବୁ ଦାବିକୁ ଅଗ୍ରାହ୍ୟ କରିବା ସହ ଇସଲାମାବାଦରୁ କୌଣସି ଚିଠି ଆସି ନଥିବା କହିଥିଲେ। ସେ କହିଥିଲେ ଯେ “ଜୈଶ-ଇ-ମହମ୍ମଦ ମୁଖ୍ୟ ଆଫଗାନିସ୍ତାନରେ ନାହିଁ। ଏପରି ସଂଗଠନ କେବଳ ପାକିସ୍ତାନ ମାଟିରେ କାମ କରିପାରିବେ ଓ ସେମାନଙ୍କୁ ବିଧିବଦ୍ଧ ଭାବେ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଉଛି। ପାକିସ୍ତାନ ସରକାର ମିଥ୍ୟା ପ୍ରଳାପ ବନ୍ଦ କରିବା ଦରକାର। ନଚେତ ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story