ବସ୍‌ ଓ ଟ୍ୟାଙ୍କର୍‌ ମଧ୍ୟରେ ଧକ୍କା, ଜଳି ଗଲେ ୧୮ ଯାତ୍ରୀ

ନୂଆଦିଲ୍ଲୀ: ଭୟଙ୍କର ସଡକ ଦୁର୍ଘଟଣା। ବସ୍‌ ଓ ଇନ୍ଧନ ବୋଝେଇ ଟ୍ୟାଙ୍କର ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ନିଆଁ ଲାଗି ଘଟଣାସ୍ଥଳରେ ହିଁ ଜଳ ଗିଲେ ୧୮ ଯାତ୍ରୀ। ଉତ୍ତର ମେକ୍ସିକୋର ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଉତ୍ତର ମେକ୍ସିକୋର ତିମାଉଲିପାସ ରାଜ୍ୟ ପୁଲିସର ସୂଚନା ମୁତାବକ, ମଣ୍ଟେରୀ ସହରକୁ ଯାଉଥିବା ରାଜପଥରେ ସକାଳେ ଏହି ଦୁର୍ଘଟଣା ଘଟିଛି। ଇନ୍ଧନ ନେଇ ଯାଉଥିବା ଏକ ଟ୍ୟାଙ୍କର ଓ  ଯାତ୍ରୀବାହୀ ବସ୍‌ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଦୁର୍ଘଟଣା […]

Accident

Accident

Madhupriya Mistry
  • Published: Sunday, 11 September 2022
  • Updated: 11 September 2022, 11:53 AM IST

Sports

Latest News

ନୂଆଦିଲ୍ଲୀ: ଭୟଙ୍କର ସଡକ ଦୁର୍ଘଟଣା। ବସ୍‌ ଓ ଇନ୍ଧନ ବୋଝେଇ ଟ୍ୟାଙ୍କର ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ନିଆଁ ଲାଗି ଘଟଣାସ୍ଥଳରେ ହିଁ ଜଳ ଗିଲେ ୧୮ ଯାତ୍ରୀ। ଉତ୍ତର ମେକ୍ସିକୋର ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।

ଉତ୍ତର ମେକ୍ସିକୋର ତିମାଉଲିପାସ ରାଜ୍ୟ ପୁଲିସର ସୂଚନା ମୁତାବକ, ମଣ୍ଟେରୀ ସହରକୁ ଯାଉଥିବା ରାଜପଥରେ ସକାଳେ ଏହି ଦୁର୍ଘଟଣା ଘଟିଛି। ଇନ୍ଧନ ନେଇ ଯାଉଥିବା ଏକ ଟ୍ୟାଙ୍କର ଓ  ଯାତ୍ରୀବାହୀ ବସ୍‌ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଦୁର୍ଘଟଣା ପରେ ଦୁଇଟି ଯାକ ବାହାନ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି।

ପ୍ରଥମେ  ଦୁର୍ଘଟଣା ସ୍ଥଳରୁ ୯ ଜଣଙ୍କ ମୃତଦେହ ମିଳିଥିବା ବେଳେ ପରେ ଆଉ ୯ ଜଣଙ୍କ ଜଳି ଯାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର। ଏହି ଦୁର୍ଘଟଣାରେ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ସ୍ପଷ୍ଟ କରିଛି। ତେବେ ବସ୍‌ରେ କେତେ ଜଣ ଯାତ୍ରୀ ଥିଲେ ତାହା ଜଣପାଡିନଥିବା ବେଳେ ଏହି ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ସେପଟେ ଟ୍ୟାଙ୍କର ଡ୍ରାଇଭର କିନ୍ତୁ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ତାଙ୍କୁ ପୁଲିସ ପଚରାଉଚରା ଜାରି ରଖିଛି। ଯାତ୍ରୀବାହୀ ବସ୍‌ଟି ହିଡାଲଗୋରୁ ମଣ୍ଟେରୀ ସହରକୁ ଯାଉଥିଲା।

ଏହାପୂର୍ବରୁ ଶୁକ୍ରବାର ସକାଳେ ମଧ୍ୟ ଦକ୍ଷିଣ ମେକ୍ସିକୋରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା। ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିବା ସୂଚନା ମିଳିଥିଲା। ଏହି ବସ୍ ଦକ୍ଷିଣ ମେକ୍ସିକୋର କର୍ପସ୍ ଖ୍ରିଷ୍ଟୀ ମହୋତ୍ସବରେ ଯୋଗଦେବା ପରେ ତୀର୍ଥଯାତ୍ରୀମାନଙ୍କୁ ନିଜ ଘର ଟାବାସ୍କୋକୁ ନେଇ ଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story