ୟୁକ୍ରେନ୍‌ ଉପରେ ୧୦୦ ମିଶାଇଲ ମାଡ଼ କଲା ରୁଷ    

କିଭ୍‌: ଉତୁରୁନି ଯୁଦ୍ଧ ନିଶା। ନୂଆ ବର୍ଷ ପୂର୍ବରୁ ପୁଣିଥରେ ରକ୍ତମୁଖା ହୋଇଛି ରୁଷ। ୟୁକ୍ରେନ୍ ଉପରେ କରିଛି ଘନ ଘନ ମିଶାଇଲ ମାଡ଼। ରୁଷ ଗୁରୁବାର ପୁଣି ଥରେ ୟୁକ୍ରେନ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ମିଶାଇଲ ମାଡ଼ ବେଳେ ଲୋକଙ୍କୁ ସତର୍କ କରିବା ପାଇଁ ୟୁକ୍ରେନରେ ସାଇରନ ବାଜି ଉଠିଥିଲା। ରାଜଧାନୀ କିଭ୍‌ ସମେତ ଅନେକ ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଏନେଇ  ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଓଲେକ୍ସି ଆରେଷ୍ଟୋଭିଚ […]

rush

rush

Tapas Behera
  • Published: Thursday, 29 December 2022
  • Updated: 29 December 2022, 03:38 PM IST

Sports

Latest News

କିଭ୍‌: ଉତୁରୁନି ଯୁଦ୍ଧ ନିଶା। ନୂଆ ବର୍ଷ ପୂର୍ବରୁ ପୁଣିଥରେ ରକ୍ତମୁଖା ହୋଇଛି ରୁଷ। ୟୁକ୍ରେନ୍ ଉପରେ କରିଛି ଘନ ଘନ ମିଶାଇଲ ମାଡ଼। ରୁଷ ଗୁରୁବାର ପୁଣି ଥରେ ୟୁକ୍ରେନ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ମିଶାଇଲ ମାଡ଼ ବେଳେ ଲୋକଙ୍କୁ ସତର୍କ କରିବା ପାଇଁ ୟୁକ୍ରେନରେ ସାଇରନ ବାଜି ଉଠିଥିଲା। ରାଜଧାନୀ କିଭ୍‌ ସମେତ ଅନେକ ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି। ଏନେଇ  ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଓଲେକ୍ସି ଆରେଷ୍ଟୋଭିଚ ଫେସବୁକରେ ଏକ ପୋଷ୍ଟ କରିଛନ୍ତି। ସେଥିରେ ରୁଷ ପକ୍ଷରୁ ୟୁକ୍ରେନର ଅନେକ ଅଞ୍ଚଳରେ ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ କରାଯାଇଛି। ଗୋଟିଏ ପରେ ଗୋଟିଏ କ୍ରମାଗତ ଭାବେ କ୍ଷେପଣାସ୍ତ୍ର ମାଡ଼ ହୋଇଛି।

ଏଥିରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଭ୍‌, ଜାଇଟୋମିର ଏବଂ ଓଡେସାରେ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ଯୋଗୁ ଜଣେ ଛୋଟ ଶିଶୁଙ୍କ ସମେତ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି।  ସେହିପରି ବିସ୍ଫୋରଣ ଯୋଗୁ କିଭର ଅନେକ ସ୍ଥାନରେ  ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ବିଷେଶ କରି ୟୁକ୍ରେନ୍‌ ରାଜଧାନୀ କିଭ, ଖାର୍କିଭ, ଲଭିଭ୍‌ ଏବଂ ପୋଲାଣ୍ଡ ସୀମାରେ ମିଶାଇଲ ମାଡ଼ ହୋଇଛି। ବିଭିନ୍ନ ଦିଗରୁ ଶତ୍ରୁ ରାଷ୍ଟ୍ର ପକ୍ଷରୁ ଆକ୍ରମଣ କରାଯାଇଛି।  ଉଭୟ ଅକାଶ ମାର୍ଗ ଏବଂ ଜଳ ଭାଗରୁ ଜ୍ରୁଜ୍‌ ମିଶାଇଲ ନିକ୍ଷେପ କରାଯାଇଛି। ପାଖାପାଖି ୧୨୦ଟି  କ୍ଷେପଣାସ୍ତ୍ର ମାଡ଼ କରାଯାଥିବା ୟୁକ୍ରେନ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story