ରୁଷ ରାଷ୍ଟ୍ରପତିଙ୍କ ଉପରେ ହମ୍‌ଲା! କାର୍‌ ନିକଟରେ ବିସ୍ଫୋରଣ

ମସ୍କୋ: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଉପରେ ଆତ୍ମଘାତି ହମ୍‌ଲା ହୋଇଛି। ତାଙ୍କ କର୍‌ ନିକଟରେ ବିସ୍ଫୋରଣ କରାଯାଇଛି। ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ୍‌ କରାଯାଇଥିବା ନେଇ ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍‌ ପକ୍ଷରୁ ଦାବି କରାଯାଇଛି। ଦ ମିରର୍‌ର ରିପୋର୍ଟ ମୁତାବକ, ପୁଟିନ୍‌ଙ୍କ ଲିମୋଜିନି କାର ନିକଟରେ ବମ୍ ଫୋପାଡି ବିସ୍ଫୋରଣ କରାଯାଇଥିଲା। ଯେଉଁଥିରେ […]

vladimir-putin

vladimir-putin

Madhupriya Mistry
  • Published: Thursday, 15 September 2022
  • Updated: 15 September 2022, 05:05 PM IST

Sports

Latest News

ମସ୍କୋ: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଉପରେ ଆତ୍ମଘାତି ହମ୍‌ଲା ହୋଇଛି। ତାଙ୍କ କର୍‌ ନିକଟରେ ବିସ୍ଫୋରଣ କରାଯାଇଛି। ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ୍‌ କରାଯାଇଥିବା ନେଇ ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍‌ ପକ୍ଷରୁ ଦାବି କରାଯାଇଛି।

ଦ ମିରର୍‌ର ରିପୋର୍ଟ ମୁତାବକ, ପୁଟିନ୍‌ଙ୍କ ଲିମୋଜିନି କାର ନିକଟରେ ବମ୍ ଫୋପାଡି ବିସ୍ଫୋରଣ କରାଯାଇଥିଲା। ଯେଉଁଥିରେ ସେ ଆତଙ୍କିତ ହୋଇପଡିଥିଲେ। କୁହାଯାଉଛି ଯେ ପୁଟିନଙ୍କ କାରର ବାମ ପାର୍ଶ୍ୱରେ 'ପ୍ରବଳ ବିସ୍ଫୋରଣ' ଘଟିଥିଲା ଏବଂ ଏହା ପରେ 'ଧୂଆଁ' ମଧ୍ୟ ବାହାରିଥିଲା। ତେବେ ଏହା କେବେ ଏବଂ କେଉଁଠାରେ ଘଟିଛି ତାହା କୁହାଯାଇ ନାହିଁ। ହେଲେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ ପୁଟିନ୍। ତାଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଅଧିକାରୀକ ରୂପେ ଏହି ଘଟଣା ସତ ନା ମିଛ ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ।

ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ ପୁଟିନ କୌଣସି ସ୍ଥାନରୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ସୂତ୍ରରୁ ପ୍ରକାଶ ଯେ, ଏହି ଘଟଣାରେ ପୁଟିନଙ୍କ ସୁରକ୍ଷା ସେବାର ଅନେକ ଲୋକଙ୍କୁ ଗିରଫ କରାଯାଇଛି। କେବଳ ଏତିକି ନୁହେଁ ପୁଟିନଙ୍କ ଯିବା-ଆସିବା ବିଷୟରେ ସୂଚନା ଲିକ୍ ହେବା ପରେ ତାଙ୍କର ଅନେକ ଅଙ୍ଗରକ୍ଷୀଙ୍କୁ ହଟାଇ ଦିଆଯାଇଛି। ପୁଟିନ ବିରୋଧୀ ଜିଭିଆର ଟେଲିଗ୍ରାମ ଚ୍ୟାନେଲ ଦାବି କରିଛି ଯେ ଘଟଣା ସମୟରେ ପୁଟିନ ତାଙ୍କ ସରକାରୀ ବାସଭବନକୁ ଫେରୁଥିଲେ। ବ୍ୟାକଅପ୍ କନଭେରେ ୫ଟି ସଶସ୍ତ୍ର କାର ଥିଲା, ଏଥି ମଧ୍ୟରୁ ତୃତୀୟ କାରରେ ପୁଟିନ ଥିଲେ। ତେବେ ବ୍ରିଟିଶ ଖବରକାଗଜ ଦି ସନ୍‌ର ରିପୋର୍ଟ ଅନୁଯାୟୀ ପୁଟିନଙ୍କୁ ହତ୍ୟା କରିବାର ଏହି ଉଦ୍ୟମ କେବେ ଘଟିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story