ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ରୁଷର ସମରସଜ୍ଜା, ସ୍ୟାଟେଲାଇଟ୍‌ରୁ ଆସିଲା ସେନା ଛାଉଣୀ ଚିତ୍ର  

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ନେଇ ଆଶଙ୍କା ଘନଉଛି। ଉଭୟ ଦେଶ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। ୟୁକ୍ରେନକୁ ଘେରିବା ପାଇଁ ଋଷ ଆରମ୍ଭ କରିଛି ସମରସଜ୍ଜା। ତେଣୁ ୟୁକ୍ରେନ ଚାରିପାଖେ ଋଷ ସେନା କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିଛି। ୟୁକ୍ରେନ୍‌କୁ ଅକ୍ତିଆର କରିବା ପାଇଁ ଋଷ ଯୋଜନା କରୁଥିବା ସନ୍ଦେହ କରାଯାଉଛି। ଗତ ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ ସୀମାରେ ଅତ୍ୟଧିକ ସୈନ୍ୟ ମୁତୟନ କରିଛି ରୁଷ […]

790

790

Tapas Behera
  • Published: Tuesday, 15 February 2022
  • Updated: 15 February 2022, 12:33 PM IST

Sports

Latest News

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ନେଇ ଆଶଙ୍କା ଘନଉଛି। ଉଭୟ ଦେଶ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। ୟୁକ୍ରେନକୁ ଘେରିବା ପାଇଁ ଋଷ ଆରମ୍ଭ କରିଛି ସମରସଜ୍ଜା। ତେଣୁ ୟୁକ୍ରେନ ଚାରିପାଖେ ଋଷ ସେନା କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିଛି। ୟୁକ୍ରେନ୍‌କୁ ଅକ୍ତିଆର କରିବା ପାଇଁ ଋଷ ଯୋଜନା କରୁଥିବା ସନ୍ଦେହ କରାଯାଉଛି। ଗତ ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ ସୀମାରେ ଅତ୍ୟଧିକ ସୈନ୍ୟ ମୁତୟନ କରିଛି ରୁଷ । ସ୍ୟାଟେଲାଇଟ୍‌ରୁ ଏହି ଚତ୍ର ଆସିଛି।

satellite image of Russian military exercise

ୟୁକ୍ରେନ ରାଜଧାନୀ କ୍ଵିଭରେ ଏହାକୁ ନେଇ ଘନଘନ କୂଟନୈତିକ ଓ ସାମରିକ ବୈଠକ ଚାଲିଛି। ଆମେରିକୀୟ ଗୁଇନ୍ଦା ସଂସ୍ଥାଙ୍କ ଅନୁସାରେ ୟୁକ୍ରେନ ସୀମାରେ ରୁଷିଆ ୧ ଲକ୍ଷ ୩୦ ହଜାର ସୈନ୍ୟ ଠୁଳ କରିଛି। ଏହା ସହିତ ମିସାଇଲ୍, ବାୟୁସେନା, ନୌସେନା ଓ ସ୍ଵତନ୍ତ୍ର ବଳଙ୍କୁ ମୁତୟନ କରିଛି। କୃଷ୍ଣ ସାଗରରେ ୬ଟି ଯୁଦ୍ଧ ଜାହାଜ ମୁତୟନ କରିଛି ଋଷିଆ। ଏହି ଜାହାଜଗୁଡିକ  ଜଳଭାଗରୁ ଓ ସ୍ଥଳ ଏବଂ ଆକାଶମ‌ାର୍ଗରୁ ମଧ୍ୟ ଆକ୍ରମଣ କରିବାକୁ ସକ୍ଷମ। ଫେବ୍ରୁଆରୀ ୧୬ରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ବା ନେଇ ଆମେରିକା ସନ୍ଦେହ କରୁଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ ଶୀତକାଳୀନ ଅଲିମ୍ପିକ୍ ଶେଷ ହେବା ପୂର୍ବରୁ ଫେବ୍ରୁଆରି ୨୦ରେ ରୁଷ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ। ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଫୋନ୍‌ରେ ଆଲୋଚନା ହୋଇଛି। ୟୁକ୍ରେନ୍ ଉପରେ ଆକ୍ରମଣ କଲେ ପରିସ୍ଥିତି ଭୟାବହ ହେବ ବୋଲି ଆମେରିକାରର ରାଷ୍ଟ୍ରପତି ପୁତିନଙ୍କୁ ଚେତାବନୀ ଦେଇଛନ୍ତି । ଯଦି ଆକ୍ରମଣ ହୁଏ ତେବେ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story