ଟିକା ନେଇ ନଥିଲେ ମଧ୍ୟ ବେଶୀ କିଛି କରିପାରିବନି ଓମିକ୍ରନ!

ଜୋହାନ୍ସବର୍ଗ: ସାରା ବିଶ୍ୱରେ ସଂକ୍ରମଣ ବୃଦ୍ଧି କରୁଥିବା କରୋନାର ଓମିକ୍ରନ ଭାରିଏଣ୍ଟକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୂର୍ବରୁ ଟିକାର ଡବଲ ଡୋଜ୍‌ ନେଇଥିବା ଲୋକଙ୍କମାନଙ୍କ ଶରୀରରେ ଓମିକ୍ରନ ବିଶେଷ କ୍ଷତି କରିପାରୁ ନାହିଁ ବୋଲି କୁହାଯାଉଥିଲା। ହେଲେ ଏବେ ନୂଆ ଗବେଷଣାରୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଓମିକ୍ରନ ଭାରିଏଣ୍ଟ ଟିକା ନେଇ ନଥିବା ଲୋକଙ୍କୁ ମଧ୍ୟ ଅଧିକ ଗୁରୁତର କରୁନାହିଁ। ସେହିପରି ଟିକା ନେଇ ନଥିବା ଲୋକମାନେ ଓମିକ୍ରନରେ ଆକ୍ରାନ୍ତ ହୋଇ […]

Omicron

Omicron

Hemant Lenka
  • Published: Saturday, 15 January 2022
  • Updated: 15 January 2022, 09:59 AM IST

Sports

Latest News

ଜୋହାନ୍ସବର୍ଗ: ସାରା ବିଶ୍ୱରେ ସଂକ୍ରମଣ ବୃଦ୍ଧି କରୁଥିବା କରୋନାର ଓମିକ୍ରନ ଭାରିଏଣ୍ଟକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୂର୍ବରୁ ଟିକାର ଡବଲ ଡୋଜ୍‌ ନେଇଥିବା ଲୋକଙ୍କମାନଙ୍କ ଶରୀରରେ ଓମିକ୍ରନ ବିଶେଷ କ୍ଷତି କରିପାରୁ ନାହିଁ ବୋଲି କୁହାଯାଉଥିଲା।

ହେଲେ ଏବେ ନୂଆ ଗବେଷଣାରୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଓମିକ୍ରନ ଭାରିଏଣ୍ଟ ଟିକା ନେଇ ନଥିବା ଲୋକଙ୍କୁ ମଧ୍ୟ ଅଧିକ ଗୁରୁତର କରୁନାହିଁ। ସେହିପରି ଟିକା ନେଇ ନଥିବା ଲୋକମାନେ ଓମିକ୍ରନରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବାର ଆଶଙ୍କା କମ ବୋଲି ନୂଆ ଗବେଷଣା ପରେ ତଥ୍ୟ ପ୍ରକାଶ ପାଇଛି।

ପ୍ରଥମେ ଓମିକ୍ରନ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଠାବ ହୋଇଥିଲା। ଏହି ଠାରେ ହିଁ ନୂଆ ଗବେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି। ୱେଷ୍ଟର୍ଣ୍ଣ କେପ ରିଜନରେ ଥିବା National Institute of Communicable Diseases (NICD) ର ଗବେଷକମାନେ ଓମିକ୍ରନର ଭୟାବହତାକୁ ନେଇ ତର୍ଜମା ଆରମ୍ଭ କରିଥିଲେ।

ଏହି ସମୟରେ ଜଣାପଡ଼ିଛି ଯେ ପ୍ରଥମ ୩ଟି କରୋନା ଲହରୀ ବେଳେ ଟିକା ନେଇ ନେଇଥିବା ୧୧,୬୦୦ ରୋଗୀ ଗୁରୁତର ହେଉଥିଲା। ହେଲେ ନଭେମ୍ବର ମାସରେ ଚିହ୍ନଟ ହୋଇଥିବା ଓମିକ୍ରନ ଭାରିଏଣ୍ଟରେ ଏହି ସଂଖ୍ୟା ୫,୧୦୦ ରହିଛି। ପୂର୍ବ ଭାରିଏଣ୍ଟ ଗୁଡ଼ିକ ତୁଳନାରେ ଓମିକ୍ରନ ଯୋଗୁ ଗୁରୁତର ସମସ୍ୟା ସୃଷ୍ଟି ହେଉନି। ଲୋକଙ୍କ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ୁନି। ସେହିପରି ଓମିକ୍ରନ ଜନିତ ମୃତ୍ୟୁହାର ମଧ୍ୟ ଯଥେଷ୍ଟ କମ।

ଗବେଷକମାନେ ଏହା ପଛରେ ଥିବା କାରଣ ଜାଣିବା ପାଇଁ ଚେଷ୍ଟା କରିଥିଲେ। ଟିକା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଥିବାରୁ ଓମିକ୍ରନ ବିଶେଷ କିଛି କରି ପାରୁ ନଥିବା ପ୍ରଥମେ ଜଣାପଡ଼ିଥିଲା। ଏହାପରେ ଟିକା ନେଇ ନଥିବା ଲୋକଙ୍କୁ ପରୀକ୍ଷାରେ ସାମିଲ କରାଯାଇଥିଲା।

ଏହି ସମୟରେ ଓମିକ୍ରନ ଟିକା ନେଇ ନଥିବା ଲୋକଙ୍କୁ ମଧ୍ୟ କମ ଗୁରୁତର କରୁଥିବା ସ୍ପଷ୍ଟ ହୋଇଛି। ଗବେଷକମାନେ କହିଛନ୍ତି ଓମିକ୍ରନ ଗୁରୁତର ସମସ୍ୟା ସୃଷ୍ଟି ନ କରିବା ପଛର ମୁଖ୍ୟ କାରଣ ହେଲା ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତି । ଏଥିସହ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକମାନେ ମଧ୍ୟ ଗୁରୁତର ହେବା ଆଶଙ୍କା ଯଥେଷ୍ଟ କମ।

ଏହାବାଦ ଟିକା ନେଇ ନଥିଲେ ମଧ୍ୟ ଡେଲ୍ଟା ତୁଳନାରେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ଓ ପ୍ରାଣ ହରାଇବା ଆଶଙ୍କା ୨୫% କମ ବୋଲି ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story