ମିଡିଆ ଉପରେ ଅଙ୍କୁଶ ଲଗାଇବାକୁ ତାଲିବାନ ଜାରି କଲା ନିୟମ

କାବୁଲ: ଆଫଗାନିସ୍ତାନରେ ମିଡିଆ ସ୍ୱାଧୀନତାକୁ ସଙ୍କୁଚିତ କରିବା ପାଇଁ ତାଲିବାନ ପକ୍ଷରୁ ନ୍ୟୁଜ ସଂସ୍ଥାଗୁଡ଼ିକ ପାଇଁ ନୂଆ ନିୟମ ଜାରି କରାଯାଇଛି। ଏହି ନିୟମରେ ବନ୍ଧୁକ ମୁନରେ ଆଫଗାନକୁ ଦଖଲ କରିଥିବା ତାଲିବାନ ଇସଲାମକୁ ଢାଳ କରି ନିଜର ହକୁମାତି ଜାହିର କରିବାକୁ ଚେଷ୍ଟା କରିଛି। ଇସଲାମର ସୁରକ୍ଷା ପାଇଁ ନିଜକୁ ଆତ୍ମଘୋଷିତ ଠିକାଦାର ଘୋଷଣା କରିଥିବା ତାଲିବାନ ଏବେ ମିଡିଆ ଉପରେ ରୋକ ଲଗାଇବାକୁ ପ୍ରାୟାସ ଆରମ୍ଭ କରିଛି। ଇସଲାମର ବିଚାରଧାରା ବାହାରେ କିମ୍ବା ଦେଶର […]

Taliban

Taliban

Hemant Lenka
  • Published: Saturday, 25 September 2021
  • Updated: 25 September 2021, 05:56 PM IST

କାବୁଲ: ଆଫଗାନିସ୍ତାନରେ ମିଡିଆ ସ୍ୱାଧୀନତାକୁ ସଙ୍କୁଚିତ କରିବା ପାଇଁ ତାଲିବାନ ପକ୍ଷରୁ ନ୍ୟୁଜ ସଂସ୍ଥାଗୁଡ଼ିକ ପାଇଁ ନୂଆ ନିୟମ ଜାରି କରାଯାଇଛି। ଏହି ନିୟମରେ ବନ୍ଧୁକ ମୁନରେ ଆଫଗାନକୁ ଦଖଲ କରିଥିବା ତାଲିବାନ ଇସଲାମକୁ ଢାଳ କରି ନିଜର ହକୁମାତି ଜାହିର କରିବାକୁ ଚେଷ୍ଟା କରିଛି।

ଇସଲାମର ସୁରକ୍ଷା ପାଇଁ ନିଜକୁ ଆତ୍ମଘୋଷିତ ଠିକାଦାର ଘୋଷଣା କରିଥିବା ତାଲିବାନ ଏବେ ମିଡିଆ ଉପରେ ରୋକ ଲଗାଇବାକୁ ପ୍ରାୟାସ ଆରମ୍ଭ କରିଛି। ଇସଲାମର ବିଚାରଧାରା ବାହାରେ କିମ୍ବା ଦେଶର ନେତୃବୃନ୍ଦଙ୍କୁ ଅପମାନିତ କରିବା ଭଳି ବିଷୟବସ୍ତୁ ମିଡିଆ ଅର୍ଗାନାଇଜେସନ ଗୁଡ଼ିକ ପ୍ରସାରଣ କିମ୍ବା ପ୍ରକାଶ କରିପାରିବେ ନାହିଁ ବୋଲି ତାଲିବାନ ତା’ର ନୂଆ ନିୟମରେ କହିଛି।

ସେହିପରି ସାମ୍ବାଦିକମାନଙ୍କୁ ତାଲିବାନ ପକ୍ଷରୁ ସରକାରୀ ମିଡିଆ ଅଫିସ ସହ ଯୋଗାଯୋଗ କରି ଖବର ଓ ଫିଚର ଷ୍ଟୋରୀ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି। ତାଲିବାନ ସରକାରର ବିନା ଅନୁମତିରେ କୌଣସି ଖବର ପ୍ରକାଶ କରାଯିବନି ବୋଲି ନୂଆ ନିୟମରେ କୁହାଯାଇଛି।

ଆମେରିକାରେ ଅବସ୍ଥାପିତି ପ୍ରେସ ଫ୍ରିଡମ ଅର୍ଗାନାଇଜେସନର ବରିଷ୍ଠ ସଦସ୍ୟ ଷ୍ଟିଭେନ ବଟଲର କହିଛନ୍ତି, “ସାମ୍ବାଦିକମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ଆମ ସଂଗଠନ ପାଖକୁ ଆଫଗାନରେ କାମ କରୁଥିବା ସାମ୍ବାଦିକମାନେ ସାହାଯ୍ୟ ପାଇଁ ଶହଶହ ଇ-ମେଲ କରିବାରେ ଲାଗିଛନ୍ତି।”

ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଦେଶରେ ଥିବା ପ୍ରାୟ ୧୫୦ଟି ମିଡିଆ ସଂସ୍ଥା ବନ୍ଦ ହୋଇଯାଇଛି। ତାଲିବାନୀମାନେ ସେମାନଙ୍କୁ ଦୈନନ୍ଦିନ କାର୍ଯ୍ୟ ଠିକ ଭାବେ କରିବାକୁ ସୁଯୋଗ ନ ଦେବାରୁ ଏପରି ଘଟିଛି। ତାଲିବାନ କ୍ଷମତାକୁ ଆସିବା ପରେ ନିୟମିତ ଭାବେ ମିଡିଆର ଖବର ପ୍ରସାରଣ କାର୍ଯ୍ୟ ଉପରେ ହସ୍ତକ୍ଷେପ କରୁଛି। ଏହାଦ୍ୱାରା ସାମ୍ବାଦିକମାନେ କାମ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

କେବଳ ସେତିକି ନୁହେଁ, ଦେଶର କିଛି ପ୍ରମୁଖ ଖବରକାଗଜ ଛପା କାମ ଉପରେ ରୋକ ଲଗାଇ କେବଳ ଅନଲାଇନରେ ଖବର ପ୍ରକାଶ କରୁଛନ୍ତି। ଦେଶର ଆର୍ଥିକ ସ୍ଥିତି ଯୋଗୁ ସେମାନଙ୍କୁ ଏପରି କରିବାକୁ ପଡ଼ୁଛି। ତାଲିବାନ କ୍ଷମତାକୁ ଆସିବା ପରେ ପ୍ରେସ ସ୍ୱାଧୀନତାରେ ହସ୍ତକ୍ଷେପ କରିବ ନାହିଁ ବୋଲି କହିଥିଲା। କିନ୍ତୁ ସଂଗଠନ ମାନବାଧିକାର ଉଲ୍ଲଙ୍ଘନ କରିବା ସହ ସାମ୍ବାଦିକମାନଙ୍କ ଉପରେ ନିଜର ଅତ୍ୟାଚାର ଆରମ୍ଭ କରିଛି।

ତାଲିବାନ ଭୟରେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ନିଜର ଖବର ପ୍ରସାରଣର ବିଷୟବସ୍ତକୁ ବଦଳାଇ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ ବୁଲେଟିନ, ରାଜନୀତିକ ବିତର୍କ, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ, ସଂଗୀତ କାର୍ଯ୍ୟକ୍ରମ ଓ ବିଦେଶୀ ଡ୍ରାମା ଭଳି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି।

ଏହାବଦଳରେ ତାଲିବାନ ସରକାରକୁ ସୁହାଇଲା ଭଳି କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ତାଲିବାନ ମିଡିଆ ସଂସ୍ଥା ଉପରେ ହସ୍ତକ୍ଷେପ କରୁଥିବାରୁ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଗଠିତ କମିଟି ସିପିଜେ ଏହାକୁ ନିନ୍ଦା କରିଛି। ସିପିଜେ ପକ୍ଷରୁ ସାମ୍ବାଦିକଙ୍କୁ ଅଟକ ରଖିବା ଓ ମିଡିଆ ସ୍ୱାଧୀନତାକୁ ସଙ୍କୁଚିତ କରିବା ଭଳି କାର୍ଯ୍ୟରୁ ତାଲିବାନ ନିବୃତ ରହୁ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story