୪ ଜଣଙ୍କୁ ହତ୍ୟା କରି ସର୍ବସମ୍ମୁଖରେ ଟାଙ୍ଗିଲା ତାଲିବାନ

କାବୁଲ: ଏନକାଉଣ୍ଟରରେ ୪ ଜଣ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ କ୍ରେନ ଦ୍ୱାରା ସର୍ବସମ୍ମୁଖରେ ଝୁଲାଇ ଦେଇଛି ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ। ଏହି ୪ ଜଣ ବ୍ୟକ୍ତି ହେରାତ ପ୍ରଦେଶରେ ଜଣେ ବ୍ୟବସାୟୀ ଓ ତାଙ୍କ ପୁଅଙ୍କୁ ଅପହରଣ କରିଥିଲେ। ସେମାନଙ୍କୁ ଅପହରଣକାରୀଙ୍କ ଠାରୁ ତାଲିବାନ ମୁକୁଳାଇବାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଘଟିଥିବା ଗୁଳିକାଣ୍ଡରେ ୪ ଜଣ ଯାକ ପ୍ରାଣ ହରାଇଛନ୍ତି। ଅପହରଣକାରୀଙ୍କୁ ଉଚିତ ଶିକ୍ଷା ଓ ଆଗକୁ ଯେମିତି କେହି […]

Taliban1

Taliban1

Hemant Lenka
  • Published: Saturday, 25 September 2021
  • Updated: 25 September 2021, 08:42 PM IST

Sports

Latest News

କାବୁଲ: ଏନକାଉଣ୍ଟରରେ ୪ ଜଣ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ କ୍ରେନ ଦ୍ୱାରା ସର୍ବସମ୍ମୁଖରେ ଝୁଲାଇ ଦେଇଛି ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ। ଏହି ୪ ଜଣ ବ୍ୟକ୍ତି ହେରାତ ପ୍ରଦେଶରେ ଜଣେ ବ୍ୟବସାୟୀ ଓ ତାଙ୍କ ପୁଅଙ୍କୁ ଅପହରଣ କରିଥିଲେ।

ସେମାନଙ୍କୁ ଅପହରଣକାରୀଙ୍କ ଠାରୁ ତାଲିବାନ ମୁକୁଳାଇବାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଘଟିଥିବା ଗୁଳିକାଣ୍ଡରେ ୪ ଜଣ ଯାକ ପ୍ରାଣ ହରାଇଛନ୍ତି। ଅପହରଣକାରୀଙ୍କୁ ଉଚିତ ଶିକ୍ଷା ଓ ଆଗକୁ ଯେମିତି କେହି ଅପହରଣ ଭଳି କାଣ୍ଡ ନ ଭିଆଇବେ, ସେଥିପାଇଁ ତାଲିବାନ ହେରାତର ବିଭିନ୍ନ ଛକରେ କ୍ରେନରେ ମୃତଦେହକୁ ଝୁଲାଇ ଦେଇଥିବା କହିଛି।

ଟୋଲୋ ନ୍ୟୁଜିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କିଛି ଦିନ ତଳେ ହେରାତ୍‌ର ୧୨ପିଡି ସ୍ଥିତି ଗୋଟିଏ ତେଲ ଦୋକାନରୁ ଜଣେ ବ୍ୟବସାୟୀ ଓ ତାଙ୍କ ପୁଅଙ୍କୁ ଅପହରଣ କରାଯାଇଥିଲା। ଏହାପରେ ତାଲିବାନ ସେମାନଙ୍କୁ ମୁକୁଳାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଅପହରକାରୀ ଓ ତାଲିବାନ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା।

କିଛି ସମୟ ଧରି ଚାଲିଥିବା ଗୁଳି ବିନିମୟରେ ତାଲିବାନ ୪ ଅପହରଣକାରୀଙ୍କୁ ଖତମ କରିଥିଲା। ଏହାପରେ ସେମାନଙ୍କ ଶବକୁ ଗାଡ଼ିରେ ଧରି ବିଭିନ୍ନ ଛକରେ ପହଞ୍ଚିଥିଲା। ସେଠାରେ ଜଣଙ୍କ ପରେ ଜଣଙ୍କ ଶବକୁ କ୍ରେନ ଦ୍ୱାରା ଟାଙ୍ଗି ସର୍ବସମ୍ମୁଖରେ ପ୍ରଦର୍ଶନ କରିଥିଲା।

ହେରାତରେ ଯେମିତି କେହି ଆଗକୁ ଅପହରଣ ଭଳି ଉଦ୍ୟମ କରିବେ ନାହିଁ, ସେଥିପାଇଁ ତାଲିବାନ ଏପରି କରିଛି। ହେରାତବାସୀ ମଧ୍ୟ ତାଲିବାନୀଙ୍କୁ ନିକଟସ୍ଥ ଅଞ୍ଚଳରେ ଘଟୁଥିବା ଅପହରଣ ଜନିତ ଅପରାଧକୁ ରୋକିବାକୁ ନିବେଦନ କରିଛନ୍ତି। ତାଲିବାନ ମଧ୍ୟ ସେମାନଙ୍କୁ ଏହା ବିରୋଧରେ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଛି।

ତାଲିବାନ ସଦସ୍ୟ ମୁଜାହିର କହିଛନ୍ତି, ହେରାତରେ ଜଣେ ବ୍ୟବସାୟୀ ଓ ତାଙ୍କ ପୁଅଙ୍କୁ ଶନିବାର ସକାଳେ ଅପହରଣ କରାଯାଇଥିବା ଖବର ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ଆମେ ପୂରା ସହରର ରାସ୍ତାକୁ ବନ୍ଦ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲୁ। ଏହି ସମୟରେ ଗୋଟିଏ ଚେକପୋଷ୍ଟ ନିକଟରେ ୪ ଜଣ ଅପହରଣକାରୀଙ୍କୁ ପାଇଥିଲୁ।

ତେବେ ସେମାନେ ଆମ ଉପରକୁ ଗୁଳି ଚଳାଇବାରୁ ତାଲିବାନ ଫୋର୍ସ ମଧ୍ୟ ପାଲଟା ଜବାବ ଦେଇଥିଲେ। କିଛି ସମୟ ଧରି ଚାଲିଥିବା ଗୁଳି ବିନିମୟରେ ଆମର ଜଣେ ମୁଜାହିଦନ ଆହତ ହୋଇଥିବା ବେଳେ ୪ ଅପହରଣକାରୀ ନିହତ ହୋଇଥିଲେ। ଆମେ ଇସଲାମିକ ଏମିରେତ। କେହି ବି ଆମ ଦେଶକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ।

କେହି ବି ଏଠାରେ କାହାକୁ ଅପହରଣ କରିପାରିବେ ନାହିଁ। ଶନିବାର ଘଟଣା ପୂର୍ବରୁ ଆହୁରି ଅନେକ ଅପହରଣ ଘଟଣା ସହରରେ ଘଟିଥିଲା। ତାଲିବାନ ଜଣେ ଛୋଟ ପିଲାଙ୍କୁ ଅପହରଣ କରାଯିବା ବେଳେ ରକ୍ଷା ମଧ୍ୟ କରିଥିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story