ଆଫଗାନରେ ଚାଲିଥିବା ଏୟାରଲିଫ୍ଟକୁ ନେଇ କଡ଼ା ଚେତାବାନୀ ଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ଲୋକମାନେ ଭୟରେ ଦେଶ ଛାଡ଼ିବାରେ ଲାଗିଛନ୍ତି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ମଧ୍ୟ କାବୁଲ ଏୟାରପୋର୍ଟରୁ ନିଜ ଲୋକଙ୍କୁ ଏୟାରଲିଫ୍ଟ କରାଯାଉଛି। ଆମେରିକା ଓ ବ୍ରିଟେନ ସେନା କାବୁଲ ଏୟାରପୋର୍ଟକୁ ଦଖଲ କରି ଲୋକଙ୍କ ସ୍ଥାନାନ୍ତର କରୁଛନ୍ତି। ତେବେ ଏପରି ସ୍ଥାନାନ୍ତର ପ୍ରକ୍ରିୟାକୁ ନେଇ ଚିହିଁକି ଉଠିଛି ତାଲିବାନ ସଂଗଠନ। ସଂଗଠନ ପକ୍ଷରୁ ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଆସନ୍ତା ସପ୍ତାହ ସୁଦ୍ଧା ଏୟାରଲିଫ୍ଟ ଶେଷ କରିବାକୁ […]

Kabul

Kabul

Hemant Lenka
  • Published: Monday, 23 August 2021
  • Updated: 23 August 2021, 06:14 PM IST

Sports

Latest News

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏବେ ଲୋକମାନେ ଭୟରେ ଦେଶ ଛାଡ଼ିବାରେ ଲାଗିଛନ୍ତି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ମଧ୍ୟ କାବୁଲ ଏୟାରପୋର୍ଟରୁ ନିଜ ଲୋକଙ୍କୁ ଏୟାରଲିଫ୍ଟ କରାଯାଉଛି। ଆମେରିକା ଓ ବ୍ରିଟେନ ସେନା କାବୁଲ ଏୟାରପୋର୍ଟକୁ ଦଖଲ କରି ଲୋକଙ୍କ ସ୍ଥାନାନ୍ତର କରୁଛନ୍ତି।

ତେବେ ଏପରି ସ୍ଥାନାନ୍ତର ପ୍ରକ୍ରିୟାକୁ ନେଇ ଚିହିଁକି ଉଠିଛି ତାଲିବାନ ସଂଗଠନ। ସଂଗଠନ ପକ୍ଷରୁ ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଆସନ୍ତା ସପ୍ତାହ ସୁଦ୍ଧା ଏୟାରଲିଫ୍ଟ ଶେଷ କରିବାକୁ କୁହାଯାଇଛି। ଏହାପରେ ଯଦି ଏୟାରଲିଫ୍ଟ ଚାଲିଲା, ତା’ହେଲେ ପରିଣାମ ଭୟଙ୍କର ହେବ ବୋଲି ତାଲିବାନ ପକ୍ଷରୁ ଆଜି ଚେତାବାନୀ ଦିଆଯାଇଛି।

ତାଲିବାନ ପକ୍ଷରୁ କୁହାଯାଇଛି ଯେ ଆମେରିକା ଓ ଅନ୍ୟ ଦେଶର ସେନା ଅଗଷ୍ଟ ୩୧ ସୁଦ୍ଧା କାବୁଲ ଛାଡ଼ିବେ। ଏହାପରେ ସେମାନଙ୍କୁ କୌଣସି ପ୍ରକାରର ଆଉ ସମୟ ବୃଦ୍ଧି କରିବାକୁ ଅନୁମତି ଦିଆଯିବ ନାହିଁ। ଯଦି ଏହି ସମୟସୀମା ପରେ ବି କେହି କାବୁଲରେ ରହିବେ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସଂଗଠନର ଜଣେ ମୁଖପାତ୍ର କହିଛନ୍ତି। ସେହିପରି ଆମେରିକା ସୈନ୍ୟମାନେ ସଂପୂର୍ଣ୍ଣ ଭାବେ ଦେଶ ଛାଡ଼ିବା ପରେ ଆଫଗାନନରେ ତାଲିବାନ ସରକାର ଗଠନ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

ତାଲିବାନ ମୁଖପାତ୍ର ସୁହେଲ ଶାହୀନ କହିଛନ୍ତି, ଯଦି ଆମେରିକା କିମ୍ବା ବ୍ରିଟେନ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରଖିବା ପାଇଁ ଅଧିକ ସମୟ ମାଗିବେ, ତା’ହେଲେ ଏହାର ଉତ୍ତର ହେଉଛି ନା। ଯଦି ଏହାପରେ ବି ସେମାନେ ନ ଶୁଣିବେ, ତା’ହେଲେ ଏହାର ପରିଣାମ ଭୋଗିବାକୁ ପଡ଼ିବ। ତେଣୁ ସେମାନେ ଅଗଷ୍ଟ ୩୧ ସୁଦ୍ଧା ଦେଶ ଛାଡ଼ନ୍ତୁ ବୋଲି ଶାହୀନ କହିଛନ୍ତି। ଏଥିସହ କାବୁଲ ଏୟାରପୋର୍ଟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପାଇଁ ତାଲିବାନ ଆମେରିକାକୁ ମଧ୍ୟ ଦାୟୀ କରିଛି।

ଆମେରିକା ରାଷ୍ଟ୍ରପତି ପୂର୍ବରୁ ଅଗଷ୍ଟ ୩୧ ସୁଦ୍ଧା ଏୟାରଲିଫ୍ଟ ସରିଯିବ ବୋଲି ସଙ୍କେତ ଦେଇଥିଲେ। କିନ୍ତୁ ବ୍ରିଟେନ ଓ ୟୁରୋପୀୟ ସଂଘ ସମସ୍ତଙ୍କୁ ୩୧ ତାରିଖ ଭିତରେ ସୁରକ୍ଷିତ ଏୟାରଲିଫ୍ଟ କରିବା ଅସମ୍ଭବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story