ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ

ବାଗଦାଦ: ଇରାକର ରାଜଧାନୀ ବାଗଦାଦ ସ୍ଥିତ ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ। ବାଗଦାଦର ସୁରକ୍ଷିତ ଗ୍ରୀନ ଜୋନ୍‌ ଉପରେ କତ୍ୟାଷା ରକେଟ୍‌ ମାଡ ହୋଇଛି। ଏନେଇ ଇରାକ୍‌ ସରକାରୀ ନ୍ୟୁଜ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି। ଇରାକ୍‌ର ଗ୍ରୀନ୍‌ ଜୋନ୍‌ରେ ଆମେରିକା ଦୂତାବାସ ସମେତ ଅନେକ ସରକାରୀ ଅଫିସ ରହିଛି। ଏଥିପାଇଁ ଗ୍ରୀନ୍‌ ଜୋନ୍‌କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥାଇପାରନ୍ତି ବୋଲି କୁହାଯାଉଛି। ତେବେ ଗୋଟିଏ ରକେଟ୍‌କୁ ସି-ରାମ୍‌ ଡିଫେନ୍ସ ସିଷ୍ଟମ ସହାୟତାରେ ନଷ୍ଟା କରାଯାଇଥିବା ବେଳେ […]

Rocket attack

Rocket attack

Madhupriya Mistry
  • Published: Sunday, 19 December 2021
  • Updated: 19 December 2021, 11:40 AM IST

Sports

Latest News

ବାଗଦାଦ: ଇରାକର ରାଜଧାନୀ ବାଗଦାଦ ସ୍ଥିତ ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ। ବାଗଦାଦର ସୁରକ୍ଷିତ ଗ୍ରୀନ ଜୋନ୍‌ ଉପରେ କତ୍ୟାଷା ରକେଟ୍‌ ମାଡ ହୋଇଛି। ଏନେଇ ଇରାକ୍‌ ସରକାରୀ ନ୍ୟୁଜ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।

ଇରାକ୍‌ର ଗ୍ରୀନ୍‌ ଜୋନ୍‌ରେ ଆମେରିକା ଦୂତାବାସ ସମେତ ଅନେକ ସରକାରୀ ଅଫିସ ରହିଛି। ଏଥିପାଇଁ ଗ୍ରୀନ୍‌ ଜୋନ୍‌କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥାଇପାରନ୍ତି ବୋଲି କୁହାଯାଉଛି। ତେବେ ଗୋଟିଏ ରକେଟ୍‌କୁ ସି-ରାମ୍‌ ଡିଫେନ୍ସ ସିଷ୍ଟମ ସହାୟତାରେ ନଷ୍ଟା କରାଯାଇଥିବା ବେଳେ ଅନ୍ୟଟି ଉକ୍ତ ଅଞ୍ଚଳରେ ମାଡ ହୋଇଛି। ଫଳରେ ଦୁଇଟି କାର୍‌ କ୍ଷତିଗ୍ରସ୍ତ ହୋଇଛି।

ବର୍ତ୍ତମାନ ଏହି ଘଟଣାରେ ମୃତହତା ନେଇ କୌଣସି ସୂଚନା ମିଳିନାହିଁ। ରକେଟ୍‌ ମାଡ଼ରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। କିନ୍ତୁ, ‘ଗ୍ରିନ୍‌ ଜୋନ୍‌’ରେ ସାଇରନ୍‌ ବାଜି ଉଠିଥିଲା। ଏହାଛଡ଼ା, ଏହି ଅକ୍ରମଣ ପାଇଁ କିଏ ଦାୟୀ, ତାହା ମଧ୍ୟ ଏଯାବତ୍‌ କୌଣସି ସଙ୍ଗଠନ ଦାବି କରି ନାହାନ୍ତି। ଏଜେନ୍ସି କହିଛି ଯେ ରକେଟର ଉତକ୍ଷେପଣ ସ୍ଥାନ ଖୋଜିବା ପାଇଁ ସୁରକ୍ଷା ବାହିନୀ ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ‘ଗ୍ରିନ୍‌ ଜୋନ୍‌’ରେ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ସମେତ ବହୁ ବିଦେଶୀ ଦୂତାବାସ ଏବଂ ସରକାରୀ କୋଠାବାଡ଼ି ରହିଛି। ଇରାନ୍‌ ପୃଷ୍ଠପୋଷକତାରେ ସେ ଅଞ୍ଚଳରେ ନିୟମିତ ରକେଟ୍‌ ମାଡ଼ ହେଉଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାକୀୟ ସରକାରୀ ଅଧିକାରୀମାନେ କହି ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story