କାବୁଲରୁ ବିମାନ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ କାବୁଲ ଏୟାରପୋର୍ଟରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଆଫଗାନରେ ଫସିଥିବା ଲୋକଙ୍କୁ ଏୟାରଲିଫ୍ଟ କରାଯାଉଛି। ଏସବୁ ଭିତରେ ନିଜ ଦେଶର ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ୟୁକ୍ରେନର ଗୋଟିଏ ବିମାନ କାବୁଲରୁ ଅପହୃତ ହୋଇଥିବା ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହେବା ପରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ବିମାନ ଅପହରଣ ଖବର ମିଛ ବୋଲି ୟୁକ୍ରେନ […]

Kabul

Kabul

Hemant Lenka
  • Published: Tuesday, 24 August 2021
  • Updated: 24 August 2021, 03:54 PM IST

Sports

Latest News

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ କାବୁଲ ଏୟାରପୋର୍ଟରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଆଫଗାନରେ ଫସିଥିବା ଲୋକଙ୍କୁ ଏୟାରଲିଫ୍ଟ କରାଯାଉଛି। ଏସବୁ ଭିତରେ ନିଜ ଦେଶର ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ୟୁକ୍ରେନର ଗୋଟିଏ ବିମାନ କାବୁଲରୁ ଅପହୃତ ହୋଇଥିବା ଖବର ପ୍ରକାଶ ପାଇଥିଲା।

ଏହାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହେବା ପରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ବିମାନ ଅପହରଣ ଖବର ମିଛ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି। ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା ଯେ ୟୁକ୍ରେନର ଗୋଟିଏ ବିମାନକୁ କିଛି ଅଜଣା ଦୁର୍ବୃତ୍ତ କାବୁଲରୁ ଇରାନ ନେଇଯାଇଛନ୍ତି।

ହେଲେ ଇରାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମୁଖପାତ୍ର ଆବାସ ଅସଲାନି କହିଛନ୍ତି, ୟୁକ୍ରେନର ଉକ୍ତ ବିମାନଟି ଉତ୍ତରପୂର୍ବ ଇରାନରେ ଥିବା ମଶହାଦ ଏୟାରପୋର୍ଟକୁ ଗତକାଲି ଆସିଥିଲା। ବିମାନରେ ଇନ୍ଧନ ଶେଷ ହୋଇଯାଇଥିଲା। ତେଣୁ ଏୟାରପୋର୍ଟରେ ବିମାନଟି ଇନ୍ଧନ ଭର୍ତ୍ତି କରିଥିଲା।

ଇନ୍ଧନ ଭର୍ତ୍ତି କରିବା ପରେ ଏହା ୟୁକ୍ରେନ ଅଭିମୁଖେ ଉଡ଼ାଣ ଭରିଥିଲା। ୟୁକ୍ରେନର ରାଜଧାନୀ ଠାରୁ ୭ କେମି ଦୂରରେ ଥିବା କିଭ ଏୟାରପୋର୍ଟରେ ବିମାନଟି ୨୧.୫୦ ମିନିଟ୍‌ରେ ଅବତରଣ କରିଥିଲା। ତେଣୁ ଅପହରଣ ଖବର ମିଛ ବୋଲି ସେ କହିଛନ୍ତି।

ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ବିମାନ ଅପହରଣ ଖବର ମିଛ ବୋଲି ସ୍ପଷ୍ଟ କରିଛି। ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି, କାବୁଲ କିମ୍ବା ଅନ୍ୟ କୌଣସି ସ୍ଥାନରେ ୟୁକ୍ରେନର ବିମାନ ଅପହରଣ ହୋଇନାହିଁ। ବିମାନ ଅପହରଣ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରରେ ସତ୍ୟତା ନଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story