ଜୀବନ ନେଉଛି ବରଫ ଝଡ଼, ୫୦ ମୃତ

ୱାଶିଂଟନ: ଜାରି ରହିଛି ବମ ସାଇକ୍ଲୋନର ତାଣ୍ଡବ। ପ୍ରବଳ ବରଫ ଝଡ଼ ଯୋଗୁଁ ଆମେରିକାବାସୀ ବେହାଲ ହୋଇପଡିଛନ୍ତି। ଏଥିଯୋଗୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୦ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ପ୍ରବଳ ବରଫପାତ ଯୋଗୁ ଅନେକ ସହର ଠପ୍ ହୋଇଯାଇଛି। ନ୍ୟୁୟର୍କ ସହରରେ ୪୩ ଇଞ୍ଚ ବରଫର ମୋଟା ଆସ୍ତରଣ ଜମିଛି। ବିଶେଷ କରି ବୁଫାଲୋ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ଦକ୍ଷିଣପୂର୍ବ, କେନ୍ଦ୍ରୀୟ ପୂର୍ବ ଏବଂ ପୂର୍ବ ଉପକୂଳରେ କିଛି ପ୍ରମୁଖ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। […]

snow-storm

snow-storm

Madhupriya Mistry
  • Published: Tuesday, 27 December 2022
  • Updated: 27 December 2022, 12:35 PM IST

Sports

Latest News

ୱାଶିଂଟନ: ଜାରି ରହିଛି ବମ ସାଇକ୍ଲୋନର ତାଣ୍ଡବ। ପ୍ରବଳ ବରଫ ଝଡ଼ ଯୋଗୁଁ ଆମେରିକାବାସୀ ବେହାଲ ହୋଇପଡିଛନ୍ତି। ଏଥିଯୋଗୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୦ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ପ୍ରବଳ ବରଫପାତ ଯୋଗୁ ଅନେକ ସହର ଠପ୍ ହୋଇଯାଇଛି। ନ୍ୟୁୟର୍କ ସହରରେ ୪୩ ଇଞ୍ଚ ବରଫର ମୋଟା ଆସ୍ତରଣ ଜମିଛି। ବିଶେଷ କରି ବୁଫାଲୋ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି।

Snowfall in US: Snowstorm havoc in America, many cities are covered with white snow sheet, see

ଦକ୍ଷିଣପୂର୍ବ, କେନ୍ଦ୍ରୀୟ ପୂର୍ବ ଏବଂ ପୂର୍ବ ଉପକୂଳରେ କିଛି ପ୍ରମୁଖ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ବରଫ ଝଡ଼ ଯୋଗୁଁ ୧୩ଟି ରାଜ୍ୟରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି। ୨ ଲକ୍ଷରୁ ଅଧିକ ଲୋକ ଅନ୍ଧାରରେ ଅଛନ୍ତି। ଲୋକମାନଙ୍କୁ ଶକ୍ତି ସଂରକ୍ଷିତ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବୁଫାଲୋ ଅଞ୍ଚଳରେ କାର୍‌ଗୁଡିକ ବରଫ ଭିତରେ ପୋତି ହୋଇଯାଇଛି। ଫଳରେ କାର୍ ଭିତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ପ୍ରଶାସନ ତରଫରୁ ବରଫ ତଳେ ପୋତି ହୋଇ ରହିଥିବା ଜୀବିତ ଓ ମୃତ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି। ରାସ୍ତାକଡରେ ବରଫର ପାହାଡ ସୃଷ୍ଟି ହୋଇଛି। ଘରୁ ବାହାରିବା ବି ମୁସକିଲ ହୋଇପଡିଛି। ଭୟଙ୍କର ତୁଷାରପାତ, ଥଣ୍ଡା ପବନ ଓ ମାଇନସ୍ ତାପମାତ୍ରା ଯୋଗୁଁ ସୋମବାର ୩,୮୦୦ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି।

ଆମେରିକା ପରି ଜାପାନରେ ମଧ୍ୟ ପ୍ରବଳ ତୁଷାରପାତ ଯୋଗୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ୯୦ରୁ ଅଧିକ ଆହତ ହୋଇଛନ୍ତି। ଗତ ସପ୍ତାହରୁ ଜାପାନର ଉତ୍ତରାଞ୍ଚଳରେ ପ୍ରବଳ ବରଫପାତ ହେଉଛି। ଜାପାନର ଶତାଧିକ ଲୋକ ଅନ୍ଧାରରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story