କଲବଲ କରୁଛି ବରଫ ଝଡ଼, ଆଉ ୩୧ ମୃତ

ୱାଶିଂଟନ: ଆମେରିକାରେ ବରଫ ଝଡ଼ରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି। ଖରାପ ପାଗ ଯୋଗୁଁ ଦୁର୍ଘଟଣା ଓ ଗଛ ପଡ଼ିବା ସହ ଅନ୍ୟ କାରଣରୁ ୩୧ ଜଣଙ୍କର ମୃତ୍ୟୁ ଘଟିଲାଣି। ଏବେ ବି ସେଠାରେ ଜାରି ରହିଛି ବରଫ ଝଡ଼। ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ତାପମାତ୍ରା ମାଇନସ୍ ୪୫ରୁ ମାଇନସ୍ ୪୮ ଡିଗ୍ରୀ ସେଲ୍ସିୟସକୁ ଖସି ଆସିଛି । ସ୍ଥିତି ଏପରି ହୋଇଛି ଯେ ଫୁଟୁଥିବା ପାଣି ନିମିଷକେ ବରଫ ପାଲଟିଯାଉଛି। କବାଟ ଖୋଲିଲେ ସାମନାରେ […]

winter-storm

winter-storm

Madhupriya Mistry
  • Published: Monday, 26 December 2022
  • Updated: 26 December 2022, 08:49 AM IST

Sports

Latest News

ୱାଶିଂଟନ: ଆମେରିକାରେ ବରଫ ଝଡ଼ରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି। ଖରାପ ପାଗ ଯୋଗୁଁ ଦୁର୍ଘଟଣା ଓ ଗଛ ପଡ଼ିବା ସହ ଅନ୍ୟ କାରଣରୁ ୩୧ ଜଣଙ୍କର ମୃତ୍ୟୁ ଘଟିଲାଣି। ଏବେ ବି ସେଠାରେ ଜାରି ରହିଛି ବରଫ ଝଡ଼।

ସମୁଦ୍ର ଅଶାନ୍ତ ରହିବା ସାଙ୍ଗକୁ ତାପମାତ୍ରା ମାଇନସ୍ ୪୫ରୁ ମାଇନସ୍ ୪୮ ଡିଗ୍ରୀ ସେଲ୍ସିୟସକୁ ଖସି ଆସିଛି । ସ୍ଥିତି ଏପରି ହୋଇଛି ଯେ ଫୁଟୁଥିବା ପାଣି ନିମିଷକେ ବରଫ ପାଲଟିଯାଉଛି। କବାଟ ଖୋଲିଲେ ସାମନାରେ ବରଫର ପାହାଡ଼ ଦେଖାଯାଉଛି ଘର ଓ ଝର୍କାକୁ ଗିଳି ପକାଇଛି ତୁଷାର ଗଦା।

ଚାରିଆଡେ କେବଳ ବରଫ ଆଉ ବରଫ। ବେଳେବେଳେ ଘଣ୍ଟାପ୍ରତି ଶହେ କିଲୋମିଟର ବେଗରେ ବହୁଛି ପବନ। ବରଫ ଝଡ଼ ଯୋଗୁଁ ଅଳ୍ପ କିଛି ଫୁଟ୍ ଦୂରକୁ ବି ଦେଖାଯାଉ ନାହିଁ । ବାହାରେ ଜିରୋ ଭିଜିବିଲିଟି ଓ ଖସଡ଼ା ସଡ଼କ ଯୋଗୁଁ ଦୁର୍ଘଟଣା ଘଟୁଛି।

ଏହି ଭୟଙ୍କର ଦୁର୍ବିପାକକୁ କୁହାଯାଉଛି ବମ୍ ସାଇକ୍ଲୋନ୍। ଏଥିଯୋଗୁଁ ଗମନାଗମନ, ବିମାନସେବା, ବିଦ୍ୟୁତ ସରବରାହ ସବୁକିଛି ବାଧାପ୍ରାପ୍ତ ହୋଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମେରିକା, କାନାଡ଼ା, ମେକ୍ସିକୋ ଓ ଫ୍ଲୋରିଡ଼ାର କୋଟି କୋଟି ଲୋକ ଏହି ବମ୍ ସାଇକ୍ଲୋନ୍‌ରେ ପ୍ରଭାବିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story