ଆଫଗାନିସ୍ତାନରେ ରାସ୍ତାକୁ ଓହ୍ଲାଇଲେ ମହିଳା, ହକ୍‌ ମାଗିଲେ

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ତାଲିବାନର ସମସ୍ତ ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ଆଜି ରାଜଧାନୀ କାବୁଲରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଦୃଶ୍ୟ। କିଛି ମହିଳା ରାସ୍ତାକୁ ଓହ୍ଲାଇ ସେମାନଙ୍କ ଅଧିକାରକୁ କାଏମ ରଖିବା ପାଇଁ ଦାବି କରିଥିଲେ। ମହିଳାମାନଙ୍କୁ ପାଠପଢ଼ିବାକୁ ଓ ଚାକିରି କରିବାକୁ ଅନୁମତି ଦେବାକୁ ଦାବି କରିଥିଲେ। ପ୍ଲାକାର୍ଡ ଧରି ଓ ସ୍ଲୋଗାନ୍ ଦେଇ ଏହି ମହିଳାମାନେ ସେମାନଙ୍କ ଦାବି ଜଣାଇଥିଲେ। ସାମ୍ନାକୁ ଆସିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି […]

Women

Women

Jitendra Garnayak
  • Published: Friday, 03 September 2021
  • Updated: 03 September 2021, 05:34 PM IST

Sports

Latest News

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ତାଲିବାନର ସମସ୍ତ ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ଆଜି ରାଜଧାନୀ କାବୁଲରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଦୃଶ୍ୟ। କିଛି ମହିଳା ରାସ୍ତାକୁ ଓହ୍ଲାଇ ସେମାନଙ୍କ ଅଧିକାରକୁ କାଏମ ରଖିବା ପାଇଁ ଦାବି କରିଥିଲେ। ମହିଳାମାନଙ୍କୁ ପାଠପଢ଼ିବାକୁ ଓ ଚାକିରି କରିବାକୁ ଅନୁମତି ଦେବାକୁ ଦାବି କରିଥିଲେ। ପ୍ଲାକାର୍ଡ ଧରି ଓ ସ୍ଲୋଗାନ୍ ଦେଇ ଏହି ମହିଳାମାନେ ସେମାନଙ୍କ ଦାବି ଜଣାଇଥିଲେ।

ସାମ୍ନାକୁ ଆସିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି ମହିଳାମାନଙ୍କୁ ତାଲିବାନର କିଛି ସଶସ୍ତ୍ର କର୍ମଚାରୀ ଅଟକାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ସେମାନେ ସ୍ଲୋଗାନ ଦେଇଥିଲେ।

ଗତମାସରେ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ପୁଣି ସାରିଆ ଆଇନ ଲାଗୁ ହେବ ବୋଲି ତାଲିବାନ ସ୍ପଷ୍ଟ ଭାବେ କହିଥିଲା। ସାରିଆ ଆଇନ ମଧ୍ୟରେ ମହିଳାଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରାଯିବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଯେତେବେଳେ ତାଲିବାନ ପ୍ରଥମ ଥର ପାଇଁ ଆଫଗାନିସ୍ତାନରେ ଶାସନ କରୁଥିଲା ସେତେବେଳେ ସାରିଆ ଆଇନକୁ ଅତି କ୍ରୁର ଭାବେ ଲାଗୁ କରିଥିଲା। ଝିଅମାନଙ୍କୁ ପାଠପଢ଼ିବାକୁ ଅନୁମତି ଦେଇ ନଥିଲା। ସେହିପରି ମହିଳାମାନଙ୍କୁ ଚାକିରି କରିବାକୁ ଅନୁମତି ନଥିଲା। ମହିଳାମାନେ ସେମାନଙ୍କ ମୁହଁଙ୍କୁ ସଂପୂର୍ଣ୍ଣ ଘୋଡ଼ାଇ ରଖୁଥିଲେ। ମହିଳାମାନେ ସେମାନଙ୍କର କୌଣସ ପୁରୁଷ ସଂପର୍କୀୟଙ୍କୁ ନନେଇ କୁଆଡ଼େ ଯାଇପାରୁ ନଥିଲେ। ଆଉ ଏସବୁ ନିୟମ ନମାନିଲେ ଅତି କଦର୍ଯ୍ୟ ଭାବେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିଲା। ଏମିତିକି ସ୍ଥଳ ବିଶେଷରେ ହତ୍ୟା କରାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story