ଆରପାରିରେ ବିଶ୍ୱର ସବୁଠାରୁ ମ୍ଳେଛ ମଣିଷ, ୯୪ ବର୍ଷରେ ଗାଧୋଇବା ପରେ ଚାଲିଗଲେ

ତେହେରାନ : ସୁସ୍ଥ ଓ ନିରୋଗ ରହିବା ପାଇଁ ମଣିଷ ଶୌଚ ହୁଏ। ପରିଷ୍କାର ଓ ପରିଛନ୍ନ ରୁହେ। ରୋଗ, ବ୍ୟାଧି ଏବଂ ଜୀବାଣୁ ମୁକ୍ତ ଶରୀର ପାଇଁ ଶୌଚ ଲାଗି ବିଜ୍ଞାନ ମଧ୍ୟ ପରାମର୍ଶ ଦିଏ।  ସଭ୍ୟ ସମାଜ ଏହି ନିୟମକୁ ମାନି ଆସୁଥିବା ବେଳେ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଅପରିଷ୍କାର ରହିଲେ ଆୟୁଷ ଲମ୍ବା ହେବ ବିଶ୍ୱାସ  କରୁଥିବା ସମ୍ପୃକ୍ତ ବ୍ୟକ୍ତି ଜଣକ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ […]

790

790

Tapas Behera
  • Published: Wednesday, 26 October 2022
  • Updated: 26 October 2022, 06:27 PM IST

Sports

Latest News

ତେହେରାନ : ସୁସ୍ଥ ଓ ନିରୋଗ ରହିବା ପାଇଁ ମଣିଷ ଶୌଚ ହୁଏ। ପରିଷ୍କାର ଓ ପରିଛନ୍ନ ରୁହେ। ରୋଗ, ବ୍ୟାଧି ଏବଂ ଜୀବାଣୁ ମୁକ୍ତ ଶରୀର ପାଇଁ ଶୌଚ ଲାଗି ବିଜ୍ଞାନ ମଧ୍ୟ ପରାମର୍ଶ ଦିଏ।  ସଭ୍ୟ ସମାଜ ଏହି ନିୟମକୁ ମାନି ଆସୁଥିବା ବେଳେ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଅପରିଷ୍କାର ରହିଲେ ଆୟୁଷ ଲମ୍ବା ହେବ ବିଶ୍ୱାସ  କରୁଥିବା ସମ୍ପୃକ୍ତ ବ୍ୟକ୍ତି ଜଣକ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଅଗାଧୁଆ ରହିଥିଲେ। ବିଡ଼ମ୍ବନା ହେଉଛି ୯୪ ବର୍ଷ ବୟସରେ ଗାଧୋଇବା ପରଦିନ ସମ୍ପୃକ୍ତ ବ୍ୟକ୍ତି ଜଣକର ପରଲୋକ ହୋଇଛି। ବିଶ୍ୱର ସବୁଠାରୁ ଅପରିସ୍କାର କୁହାଯାଉଥିବା ସେଇ ବ୍ୟକ୍ତି ଜଣକ ହେଲେ ଇରାନ ନାଗରିକ ଆମୋ ହାଜି।  ସେ ପ୍ରାୟ ୫୦ ବର୍ଷରୁ ଊର୍ଦ୍ଧ ହେବ ହେଲା ଗାଧୋଇ ନଥିଲେ । ଅଗାଧୁଆ ରହିଲେ ସେ ବହୁ ବର୍ଷ ଧରି ଜୀବିତ ରହିପାବେ ବୋଲି ତାଙ୍କର ଅଜବ ବିଶ୍ୱାସ ଥିଲା।

ଗାଧୋଇଲେ ଶରୀରରେ ସଂକ୍ରମଣ ହୋଇ ଅସୁସ୍ଥ ହୋଇଯିବ ବୋଲି ସେ ଆଶଙ୍କା କରୁଥିଲେ।  ଗୋଟିଏ ଇଟା ନିର୍ମିତ କୋଠରୀରେ ଅତି ଦୟନିୟ ଭାବେ ରହୁଥିଲେ। ଦକ୍ଷିଣ ଫାର୍ସ ପ୍ରଦେଶର ଦେଜଗା ଗ୍ରାମରେ ଆମୋ ହାଜି ଏକାକୀ ଜୀବନ ବିତାଉ ଥିଲେ। ଯୁବାବସ୍ଥାରେ କୌଣସ ପ୍ରକାର ମାନସିକ ଆଘାତ ପାଇ ସେ ପରିବାରଠାରୁ ଦୂରେ ଯାଇଥିଲେ। ରବିବାର ତାଙ୍କର ମୃତ୍ୟୁ ଘଟିଥିଲା।  ପରିଣତ ବୟସରେ ତାଙ୍କ ଖାଦ୍ୟପେୟ ଓ ପୋଷାକ  ପରିଧାନ ମଧ୍ୟ ଅତ୍ୟନ୍ତ ଅପରିସ୍କାର ଥିଲା। ଏହି ମ୍ଲେଛ ଜୀବନଯାପନ ଯୋଗୁ ତାଙ୍କ ଚେହେରା ଦେଖିବା ପାଇଁ ଅତି ଭୟଙ୍କର ଥିଲା।

ତେବେ ପ୍ରାକୃତିକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଇରାନର ସରକାରୀ ନ୍ୟୁଜ ଏଜେନ୍ସି ଇରନା କହିଛି । ୨୦୧୪ରେ ତେହେରାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଆମୋ ସଡ଼କ ଦୁର୍ଘଟଣାରେ ମରୁଥିବା ଜୀବଜନ୍ତୁଙ୍କ ମାଂସ ଖାଉଥିଲେ । ପଶୁମାନଙ୍କ ମଳରୁ ପ୍ରସ୍ତୁତ ହୁକା ପିଉଥିଲେ । କିଛିବର୍ଷ ତଳେ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ବୁଝାଇସୁଝାଇ ତାଙ୍କ ହାତ ଧୋଇଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story