ରାଷ୍ଟ୍ରପତି ଜେଲେନସ୍କି ଟାଇମ ପର୍ସନ ଅଫ ଦ ଇୟର

ୱାଶିଂଟନ: ଅଦ୍ୟମ ସାହାସର ସହ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ରୁଷ ଭଳି ଶକ୍ତିଶାଳୀ ରାଷ୍ଟ୍ର ସହ ଲଢ଼େଇ କରୁଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡମିର ଜେଲେନସ୍କିଙ୍କୁ ଟାଇମ ପର୍ସନ ଅଫ ଦ ଇୟର ଭାବେ ନାମିତ କରାଯାଇଛି। ରୁଷର ଆକ୍ରମଣ ସତ୍ତ୍ୱେ ୪୪ ବର୍ଷୀୟ ଜେଲେନସ୍କି ନିଜ ଦେଶକୁ ଆଗକୁ ନେବା ସହ ଗଣତନ୍ତ୍ରର ପ୍ରତୀକ ଭାବେ ଛିଡ଼ା ହୋଇଛନ୍ତି। ଏହି ଆଚରଣ ପାଇଁ ଟାଇମ ପର୍ସନ ଅଫ ଦ ଇୟର ଭାବେ ତାଙ୍କୁ ନାମିତ […]

ukraine

ukraine

Hemant Lenka
  • Published: Wednesday, 07 December 2022
  • Updated: 07 December 2022, 10:19 PM IST

Sports

Latest News

ୱାଶିଂଟନ: ଅଦ୍ୟମ ସାହାସର ସହ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ରୁଷ ଭଳି ଶକ୍ତିଶାଳୀ ରାଷ୍ଟ୍ର ସହ ଲଢ଼େଇ କରୁଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡମିର ଜେଲେନସ୍କିଙ୍କୁ ଟାଇମ ପର୍ସନ ଅଫ ଦ ଇୟର ଭାବେ ନାମିତ କରାଯାଇଛି। ରୁଷର ଆକ୍ରମଣ ସତ୍ତ୍ୱେ ୪୪ ବର୍ଷୀୟ ଜେଲେନସ୍କି ନିଜ ଦେଶକୁ ଆଗକୁ ନେବା ସହ ଗଣତନ୍ତ୍ରର ପ୍ରତୀକ ଭାବେ ଛିଡ଼ା ହୋଇଛନ୍ତି। ଏହି ଆଚରଣ ପାଇଁ ଟାଇମ ପର୍ସନ ଅଫ ଦ ଇୟର ଭାବେ ତାଙ୍କୁ ନାମିତ କରାଯାଇଛି। ୟୁକ୍ରେନବାସୀ ଜେଲେନସ୍କିଙ୍କ ସହ ରହି ଯୁଦ୍ଧରେ ଲଢ଼େଇ କରିଥିବାରୁ ଏହାକୁ ମଧ୍ୟ ଟାଇମ ପକ୍ଷରୁ ପ୍ରଶଂସା କରାଯାଇଛି।

ରୁଷ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା କରୁଥିବା ବେଳେ ଜେଲେନସ୍କି ବେଶ ଦୃଢ଼ତାର ଏହାର ମୁକାବିଲା ଜାରି ରଖିଛନ୍ତି। ସାହାସ ଓ ପ୍ରତିବଦ୍ଧ ହୋଇ ସେ ଦେଶବାସୀଙ୍କୁ ଏକାଠି କରିବାକୁ ସକ୍ଷମ ହୋଇଛନ୍ତି। ଯୁଦ୍ଧ ସମୟରେ ସେ ନିୟମିତ ଦେଶବାସୀଙ୍କ ସମ୍ମୁଖକୁ ଆସି ନିଜର ଭାଷଣ ଦ୍ୱାରା ସମସ୍ତଙ୍କୁ ଲଢ଼େଇ ପାଇଁ ପ୍ରେରଣା ମଧ୍ୟ ଦେଉଛନ୍ତି।

ଯୁଦ୍ଧ ସମୟରେ ଜେଲେନସ୍କି ଦେଖାଇଥିବା ସାହାସ କେବଳ ତାଙ୍କ ଦେଶ ନୁହେଁ, ପୂରା ୟୁରୋପୀୟ ରାଷ୍ଟ୍ରଗୁଡ଼ିକୁ ପ୍ରେରଣା ଯୋଗାଇଛି। ରୁଷ ଆକ୍ରମଣ କରିବା କ୍ଷଣି ଜେଲେନସ୍କି ସାମରିକ ଆଇନ ଲାଗୁ କରି ଏହାର ଜବାବ ଦେଇଥିଲେ। ଦେଶର ସୁରକ୍ଷା କରିବାକୁ ଚାହୁଁଥିବା ପ୍ରତିଟି ୟୁକ୍ରେନ ନାଗରିକଙ୍କୁ ସେ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଇ ଦେଇଥିଲେ।

ଯୁଦ୍ଧ ପରିସ୍ଥିତିରେ ଆମେରିକା ଜେଲେନସ୍କିଙ୍କୁ ଦେଶ ଛାଡ଼ିବାକୁ ପରାମର୍ଶ ଦେଇଥିଲା। ହେଲେ ସେ ଏହାକୁ ଅଗ୍ରାହ୍ୟ କରି ଦେଶରେ ରହି ଲୋକଙ୍କ ପାଇଁ ଲଢ଼େଇ ଜାରି ରଖିଛନ୍ତି। ଆମେରିକା ତାଙ୍କୁ ସୁରକ୍ଷିତ ଅନ୍ୟତ୍ର ନେବାକୁ ଚାହିଁଥିଲା। କିନ୍ତୁ ଏହା ବଦଳରେ ଜେଲେନସ୍କି ଆମେରିକାକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ କହିଥିଲେ।

ତାଲିବାନ ଭୟରେ ଆଫଗାନ ରାଷ୍ଟ୍ରପତି ଅଶରର୍ଫ ଘନି ଦେଶ ଛାଡ଼ିଥିବା ବେଳେ ଜେଲେନସ୍କି ଲଢ଼େଇ ପାଇଁ ଅଣ୍ଟା ଭିଡ଼ିବା ଘଟଣାକୁ ସମସ୍ତେ ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story