ପ୍ରେମିକଙ୍କୁ ବି ଭାଗ ବାଣ୍ଟିବେ ଏହି ଦୁଇ ଯାଁଆଳା ଭଉଣୀ!

ପର୍ଥ: ବିଶ୍ୱର ସବୁଠାରୁ ଏକାଭଳି ଦେଖାଯାଉଥିବା ଦୁଇ ଯାଁଆଳା ଭଉଣୀ ଏକାଭଳି ଦେଖାଯାଆନ୍ତି ଏବଂ ପୋଷାକ ମଧ୍ୟ ସମାନ ପିନ୍ଧୁଥିବାବେଳେ ଏବେ ସମାନ ପ୍ରେମିକଙ୍କୁ ବିବାହ କରିବାକୁ ଇଚ୍ଛୁକ ବୋଲି ଜଣାଯାଇଛି। କିନ୍ତୁ ଆଇନ ସେମାନଙ୍କୁ ଏପରି କରିବାରୁ ରୋକୁଛି। ଅଷ୍ଟ୍ରେଲିଆ ପର୍ଥର ଏହି ଦୁଇ ଭଉଣୀ ଆନ୍ନା ଏବଂ ଲୁସି ଡି’ସିଙ୍କ୍ ବେନ୍‌ ବିର୍ଣ୍ଣ ନାମକ ଜଣେ ମେକାନିକ୍‌ଙ୍କୁ ୨୦୧୨ ମସିହାରେ ଡେଟିଂ କରୁଛନ୍ତି। କିନ୍ତୁ ବିବାହର ଔପଚାରିକତା ଏଯାଏ ବାକି ରହିଛି। ଅଷ୍ଟ୍ରେଲିଆ ବିବାହ […]

twin

twin

Subrat Kumar Nayak
  • Published: Thursday, 27 December 2018
  • Updated: 27 December 2018, 12:10 PM IST

Sports

Latest News

ପର୍ଥ: ବିଶ୍ୱର ସବୁଠାରୁ ଏକାଭଳି ଦେଖାଯାଉଥିବା ଦୁଇ ଯାଁଆଳା ଭଉଣୀ ଏକାଭଳି ଦେଖାଯାଆନ୍ତି ଏବଂ ପୋଷାକ ମଧ୍ୟ ସମାନ ପିନ୍ଧୁଥିବାବେଳେ ଏବେ ସମାନ ପ୍ରେମିକଙ୍କୁ ବିବାହ କରିବାକୁ ଇଚ୍ଛୁକ ବୋଲି ଜଣାଯାଇଛି। କିନ୍ତୁ ଆଇନ ସେମାନଙ୍କୁ ଏପରି କରିବାରୁ ରୋକୁଛି।

ଅଷ୍ଟ୍ରେଲିଆ ପର୍ଥର ଏହି ଦୁଇ ଭଉଣୀ ଆନ୍ନା ଏବଂ ଲୁସି ଡି’ସିଙ୍କ୍ ବେନ୍‌ ବିର୍ଣ୍ଣ ନାମକ ଜଣେ ମେକାନିକ୍‌ଙ୍କୁ ୨୦୧୨ ମସିହାରେ ଡେଟିଂ କରୁଛନ୍ତି। କିନ୍ତୁ ବିବାହର ଔପଚାରିକତା ଏଯାଏ ବାକି ରହିଛି। ଅଷ୍ଟ୍ରେଲିଆ ବିବାହ ଆଇନ ୧୯୬୧ରେ ବହୁବିବାହକୁ ନିଷିଦ୍ଧ କରାଯାଇଥିବାରୁ ଏହା ସମ୍ଭବ ହୋଇପାରୁନାହିଁ।

ଆରମ୍ଭରୁ ସେମାନେ ସମାନ ଭଳି ଦିଶୁଥିଲେ ମଧ୍ୟ ଅଧିକ ମାତ୍ରାରେ ସମାନ ଦେଖାଯିବାପାଇଁ ୨,୫୦,୦୦୦ ଡଲାର ଖର୍ଚ୍ଚରେ ପ୍ଲାଷ୍ଟିକ୍‌ ସର୍ଜରୀ ମଧ୍ୟ କରାଇଛନ୍ତି। ଏପରି ସର୍ଜରୀ ପାଇଁ ହିଁ ପ୍ରଥମେ ସେମାନେ ଚର୍ଚ୍ଚାକୁ ଆସିଥିଲେ ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କ ପାଇଁ ମହଙ୍ଗା ସୃଷ୍ଟି କରିଛି। କାରଣ ଉଭୟ ଏବେ ପ୍ଲାଷ୍ଟିକ୍‌ ସୁନ୍ଦରୀ ଭଳି ଦିଶୁଛନ୍ତି।

ଏହି ପ୍ରସଙ୍ଗରେ ଆନ୍ନା କହିଛନ୍ତି, “ଆମେ ଯଦି ଆଇନ ଏବଂ ସରକାରଙ୍କୁ ବଦଳାଇପାରିବୁ ଆମେ ବେନ୍‌ଙ୍କୁ ହିଁ ବିବାହ କରିବାକୁ ଚାହିଁବୁ।  ଆମେ ପ୍ରାପ୍ତ ବୟସ୍କ ନା?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story