ଆପଣଙ୍କର ୟେସ୍ ବ୍ୟାଙ୍କ ଆକାଉଣ୍ଟ ଅଛି କି?

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପଏମସି ବ୍ୟାଙ୍କ ପରେ ୟେସ୍ ବ୍ୟାଙ୍କର ସ୍ଥିତି ଖରାପ ହୋଇଛି। ଆରବିଆଇ ଏବେ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ କଟକଣା ଜାରି କରିଛି। ଅନ୍ୟପଟେ ଆଜି ଷ୍ଟକ୍ ମାର୍କେଟରେ ୟେସ୍ ବ୍ୟାଙ୍କର ଶେୟାର ୫୦ ପ୍ରତିଶତ ଖସିଛି। ସ୍ଥିତି ଏମିତି ହୋଇଛି ଯେ ଜଣେ ଗ୍ରାହକ ୫୦ ହଜାର ଟଙ୍କାରୁ ଅଧିକ ଉଠାଇପାରିବ ନାହିଁ। ତେଣେ ୟେସ୍ ଏଟିଏମରୁ ଟଙ୍କା ଖାଲି ହେଉଥିବା ଦେଖି ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି। ଯଦି ଦରମା […]

YES-BANK

YES-BANK

Subhransu Sekhar
  • Published: Friday, 06 March 2020
  • Updated: 06 March 2020, 06:42 PM IST

Sports

Latest News

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପଏମସି ବ୍ୟାଙ୍କ ପରେ ୟେସ୍ ବ୍ୟାଙ୍କର ସ୍ଥିତି ଖରାପ ହୋଇଛି। ଆରବିଆଇ ଏବେ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ କଟକଣା ଜାରି କରିଛି। ଅନ୍ୟପଟେ ଆଜି ଷ୍ଟକ୍ ମାର୍କେଟରେ ୟେସ୍ ବ୍ୟାଙ୍କର ଶେୟାର ୫୦ ପ୍ରତିଶତ ଖସିଛି। ସ୍ଥିତି ଏମିତି ହୋଇଛି ଯେ ଜଣେ ଗ୍ରାହକ ୫୦ ହଜାର ଟଙ୍କାରୁ ଅଧିକ ଉଠାଇପାରିବ ନାହିଁ। ତେଣେ ୟେସ୍ ଏଟିଏମରୁ ଟଙ୍କା ଖାଲି ହେଉଥିବା ଦେଖି ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି।

ଯଦି ଦରମା ଟଙ୍କା ୟେସ୍ ବ୍ୟାଙ୍କକୁ ଆସୁଛି କ’ଣ କରିବେ?

୫୦,୦୦୦ ଟଙ୍କାରୁ ଅଧିକ ଟଙ୍କା ଉଠାଣ ଉପରେ ଆରବିଆଇ ଏବେ କଟକଣା ଲଗାଇଛି। ୩୦ ଦିନ ପର୍ଯ୍ୟନ୍ତ ଏହି କଟକଣା ରହିଛି। ଯଦି କାହାର ଦରମା ୫୦,୦୦୦ ଟଙ୍କାରୁ ଅଧିକ ଥିବ, ତା’ହେଲେ ଅନ୍ୟ ଆକାଉଣ୍ଟ ଜରିଆରେ ଦରମା ନେବା ଆବଶ୍ୟକ।

ଯଦି ଜଣଙ୍କର ୧ରୁ ଅଧିକ ୟେସ୍ ବ୍ୟାଙ୍କ ଆକାଉଣ୍ଟ ଥିବ?

ଯଦି ଜଣେ ବ୍ୟକ୍ତିଙ୍କ ନାମରେ ଗୋଟିଏରୁ ଅଧିକ ଆକାଉଣ୍ଟ ରହିଥିବ ତାହେଲେ ସମସ୍ତ ବ୍ୟାଙ୍କର ଆକାଉଣ୍ଟ ମିଶାଇ ୫୦,୦୦୦ରୁ ଅଧିକ ଟଙ୍କା ଉଠାଇ ହେବ ନାହିଁ।

ଜମାକାରୀଙ୍କ ବୀମା ଯୋଜନା?

ଯେତେବେଳେ ବ୍ୟାଙ୍କକୁ ଉଦ୍ଧାର କରିବାର ସମସ୍ତ ଉପାୟ ବିଫଳ ହେବ। ଏହି ଯୋଜନା ଅନୁଯାୟୀ, ଜଣେ ଗ୍ରାହକ 'ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍'ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇବେ।

ଇଏମଆଇ କିମ୍ବା ପାଣ୍ଠି ସ୍ଥାନାନ୍ତର?

ବ୍ୟାଙ୍କ୍ କାରବାର, ପାଣ୍ଠି ସ୍ଥାନାନ୍ତର, ଚେକ୍ କ୍ଲିୟରାନ୍ସ ଏବଂ ଇଏମ୍ଆଇ ମୂଲ୍ୟ ୫୦,୦୦୦ ଟଙ୍କା ମଧ୍ୟରେ ରହିଲେ ପ୍ରଭାବିତ ହୋଇନପାରେ।

ୟେସ୍ ବ୍ୟାଙ୍କ ଋଣ ଦେଇପାରିବ କି?

ବ୍ୟାଙ୍କ କୌଣସି ଋଣ କିମ୍ବା ଅଗ୍ରୀମ ପ୍ରଦାନ କିମ୍ବା ନବୀକରଣ, କୌଣସି ବିନିଯୋଗ, କୌଣସି ଦାୟିତ୍ୱ ବହନ କରିବାକୁ କିମ୍ବା କୌଣସି ଦେୟ ପ୍ରଦାନ କରିବାକୁ ରାଜି ହେବ ନାହିଁ।

କେମିତି ଦରମା ପାଇବେ ୟେସ୍ ବ୍ୟାଙ୍କ କର୍ମଚାରୀ?

ଆରବିଆଇ ସ୍ପଷ୍ଟ କରିଛି ଯେ ବ୍ୟାଙ୍କ ୨୦,୦୦୦ ରୁ ଅଧିକ କର୍ମଚାରୀଙ୍କୁ ଦରମା ଦେବାରେ ସକ୍ଷମ ରହିଛି। ବ୍ୟାଙ୍କକୁ ପୁନରୁଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ପ୍ରକ୍ରିୟା ଚାଲିଛି ତେଣୁ କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ମନ୍ତବ୍ୟ ଦେବା ବହୁତ ଶୀଘ୍ର ହୋଇଯିବ।

ଏସବିଆଇ ସହିତ ଆରବିଆଇ ମିଶିବ କି?

ଏସବିଆଇ ହେଉଛି ଦେଶର ବୃହତ ବ୍ୟାଙ୍କ୍। ଯଦି ଏସବିଆଇ ୟେସ୍ ବ୍ୟାଙ୍କକୁ ଅଧିଗ୍ରହଣ କରିବ ତାହେଲେ ବ୍ୟାଙ୍କ ସୁରକ୍ଷିତ ଅଟେ। ହେଲେ ଏସବିଆଇ ଅଧିଗ୍ରହଣ କରିବ କି ନାହିଁ ସେ ନେଇ ସ୍ପଷ୍ଟ ହୋଇନି। ତଥାପି ଏସବିଆଇ ୟେସ ବ୍ୟାଙ୍କର ଅଧିକାଂଶ ଶେୟାର କିଣିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story