ମୋ ଜାଗାରେ ଆଉ କିଏ ଥିଲେ ହାର୍ଟ ଆଟାକର ଶିକାର ହୋଇଥା'ନ୍ତା: ଇମ୍ରାନ୍

ନ୍ୟୁୟର୍କ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗତକାଲି ଭାରତ ଆଗରେ ଆତ୍ମସମର୍ପଣ କରିସାରିଛନ୍ତି। ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗ ଦେଇ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୂଟନୀତି ଫେଲ୍ ମାରିଛି ବୋଲି କହିଥିଲେ। ଏବେ ସେ କହିଛନ୍ତି ସେ ଯେଉଁ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି ଆଉ କେହି ଥିଲେ ହାର୍ଟ ଆଟାକର ଶିକାର ହୋଇସାରିଥାନ୍ତା। ସୂଚନାଯୋଗ୍ୟ, ଜାତିସଂଘ ସାଧାରଣ ପରିଷଦ ପାଇଁ ଭାରତ ସମେତ ଅନେକ ରାଷ୍ଟ୍ର ମୁଖିଆ ଏବେ ଆମେରିକାରେ […]

IMRAN-KHAN

IMRAN-KHAN

Subhransu Sekhar
  • Published: Wednesday, 25 September 2019
  • Updated: 25 September 2019, 05:03 PM IST

Sports

Latest News

ନ୍ୟୁୟର୍କ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗତକାଲି ଭାରତ ଆଗରେ ଆତ୍ମସମର୍ପଣ କରିସାରିଛନ୍ତି। ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗ ଦେଇ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୂଟନୀତି ଫେଲ୍ ମାରିଛି ବୋଲି କହିଥିଲେ। ଏବେ ସେ କହିଛନ୍ତି ସେ ଯେଉଁ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି ଆଉ କେହି ଥିଲେ ହାର୍ଟ ଆଟାକର ଶିକାର ହୋଇସାରିଥାନ୍ତା। ସୂଚନାଯୋଗ୍ୟ, ଜାତିସଂଘ ସାଧାରଣ ପରିଷଦ ପାଇଁ ଭାରତ ସମେତ ଅନେକ ରାଷ୍ଟ୍ର ମୁଖିଆ ଏବେ ଆମେରିକାରେ ଅଛନ୍ତି।

ଗତକାଲି ଇମ୍ରାନ୍ ନ୍ୟୁୟର୍କର କାଉନସିଲ୍ ଫର ଫରେନ୍ ରିଲେଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ପାକିସ୍ତାନର ବର୍ତ୍ତମାନର ସ୍ଥିତି ବାବଦରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି। ଏହି ଅବସରରେ ଚାଇନାରେ ଥିବା ଉଇଗୁର ମୁସଲିମଙ୍କ ବାବଦରେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ସେ କହିଥିଲେ ଚାଇନା ସହିତ ପାକିସ୍ତାନର ସମ୍ପର୍କ ଭଲ। ଯଦି ଆଉ କିଛି ଜାଣିବାକୁ ଚାହୁଁଛ ତାହେଲେ ବ୍ୟକ୍ତିଗତ ଭାବରେ ଭେଟିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଇମ୍ରାନ୍ କହିଥିଲେ।

ଦେଶରେ ୧୩ ମାସ ହେଲା ସେ କ୍ଷମତାରେ ରହିଛନ୍ତି। ଆର୍ଥିକ ସ୍ଥିତି ଖରାପ ରହିଛି ବୋଲି ଇମ୍ରାନ୍ ସ୍ୱୀକାର କରିଛନ୍ତି। ଗୋଟିଏ ପଟେ ଆମକୁ ଆଫଗାନିସ୍ତାନ, ଇରାନ, ସାଉଦି ଆରବ ଏବଂ ଆମେରିକାକୁ ଦେଖିବାକୁ ପଡ଼ୁଛି। ଏବେ ସୀମାରେଖାରେ ଇରାନ, ଆଫଗାନିସ୍ତାନ ଏବଂ ଭାରତ ସହିତ ବିବାଦ ଚାଲିଛି ବୋଲି ଇମ୍ରାନ୍ କହିଛନ୍ତି।

ନିରାଶ ହେବାକୁ ଯାଇ ଇମ୍ରାନ୍ କହିଛନ୍ତି ‘ମୋ ଜାଗାରେ ଆଉ କିଏ ଥିଲେ ହୃଦଘାତର ଶିକାର ହୋଇସାରିଥାନ୍ତା’। କ୍ରିକେଟ ଖେଳୁଥିବା ବେଳେ ତାଙ୍କୁ ୯୦ ହଜାର ଲୋକ ଦେଖୁଥିଲେ ତେଣୁ ବହୁତ ଚାପ ରହୁଥିଲା। ଯାହାକି ଏବେ ତାଙ୍କୁ ଅନେକ କିଛି ସହାୟକ ହେଉଛି ବୋଲି ଇମ୍ରାନ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story