ସରକାରୀ ଚାକିରିଆଙ୍କ ପାଇଁ ଖାସ୍ ହେବାକୁ ଯାଉଛି ବର୍ଷ ୨୦୨୪, ପଡୁଛି ସର୍ବାଧିକ ତିନି ଦିନିଆ ସପ୍ତାହାନ୍ତ

କର୍ଣ୍ଣାଟକ ସରକାର ଘୋଷଣା କରିଥିବା କ୍ୟାଲେଣ୍ଡର ଅନୁସାରେ, ବର୍ଷ ୨୦୨୪ରେ ସର୍ବାଧିକ ଲମ୍ବା ସପ୍ତାହାନ୍ତ ପାଇବାକୁ ଯାଉଛନ୍ତି କର୍ମଚାରୀ।

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Saturday, 25 November 2023
  • Updated: 25 November 2023, 01:15 PM IST

Sports

Latest News

କର୍ମଜୀବୀ ବ୍ୟକ୍ତିମାନେ ହୋଲିଡେ' ବା ଛୁଟିଦିନ କ୍ୟାଲେଣ୍ଡରକୁ ଖୁବ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। କ୍ୟାଲେଣ୍ଡର ପ୍ରକାଶ ପାଇବା ମାତ୍ରେ ବର୍ଷକର ବୁଲାବୁଲି ଚିଠା ପ୍ରସ୍ତୁତ କରନ୍ତି। ଏସବୁ ମଧ୍ୟରେ ଆସନ୍ତା ବର୍ଷ କର୍ଣ୍ଣାଟକ ସରକାରୀ ଚାକିରିଆଙ୍କ ପାଇଁ କିଛି ଖାସ୍ ହେବାକୁ ଯାଉଛି। କର୍ଣ୍ଣାଟକ ସରକାର ଘୋଷଣା କରିଥିବା କ୍ୟାଲେଣ୍ଡର ଅନୁସାରେ, ବର୍ଷ ୨୦୨୪ରେ ସର୍ବାଧିକ ଲମ୍ବା ସପ୍ତାହାନ୍ତ ପାଇବାକୁ ଯାଉଛନ୍ତି କର୍ମଚାରୀ।

ଏହାର ଅର୍ଥ, ଶନିବାର ଓ ରବିବାର ଛୁଟି ସହ ସମାନ୍ତରାଳ ଭାବେ ଶୁକ୍ରବାର ଓ ସୋମବାର ପବ୍ଲିକ୍ ହୋଲିଡେ' ରହୁଛି। ଫଳରେ ଆସନ୍ତା ବର୍ଷା ସର୍ବାଧିକ ୯ଟି ଲମ୍ବା ଛୁଟି ପାଇବେ କର୍ଣ୍ଣାଟକର ସରକାରୀ ଚାକିରିଆ। 

Also Read

ଆସନ୍ତା ବର୍ଷ ଜାନୁୟାରୀ ୧୫, ୨୦୨୪ ରେ ଉଗାଡି, ସେପ୍ଟେମ୍ବର ୧୬ ରେ ଇଦ୍ ମିଲାଦୋଁ ଏବଂ ନଭେମ୍ବର ୧୮ରେ କନକଡାସ ଜୟନ୍ତୀ ଭଳି ଛୁଟିଦିନ ରହିଛି, ଯାହା ସୋମବାରରେ ପଡୁଛି। ଫଳରେ ସରକାରୀ ଚାକିରିଆମାନେ ଶନିବାର, ରବିବାର ସମେତ ସୋମବାର ମଧ୍ୟ ଛୁଟିରେ ରହିବେ।

ସେହିପରି ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଶୁକ୍ରବାର, ମାର୍ଚ୍ଚ ୮ ମହା ଶିବରାତ୍ରୀ, ମାର୍ଚ୍ଚ ୨୯ ଗୁଡ୍ ଫ୍ରାଇଡେ, ୧୦ ମଇରେ ଅକ୍ଷୟ ତୃତୀୟା, ଅକ୍ଟୋବର ୧୧ରେ ଅୟୁଧ୍ୟ ପୂଜା ଏବଂ ନଭେମ୍ବର ୧ରେ କନ୍ନଡ ରାଜୋତ୍ସବ ଶୁକ୍ରବାରରେ ପଡୁଛି।

ଏଥିସହ, ଅପ୍ରେଲ୍ ୨୧ରେ ମହାବୀର ଜୟନ୍ତୀ ଏବଂ ଅକ୍ଟୋବର ୧୨ ରେ ବିଜୟାଦଶମୀ ଦ୍ୱିତୀୟ ଶନିବାର ପଡୁଥିବାବେଳେ ୧୪ ଅପ୍ରିଲରେ ଆମ୍ବେଦକର ଜୟନ୍ତୀ ରବିବାର ରହିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story