ଢାବାକୁ ମାଡ଼ିଗଲା ଟ୍ରକ୍‌: ୩ ମୃତ, ୩ ଗୁରୁତର

ତିନି ଗୁରୁତର ଆହତଙ୍କୁ ଇଟାବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Accident

ଦୁର୍ଘଟଣା ଘଟାଇଥିବା ଟ୍ରକ୍

Jitendra Garnayak
  • Published: Sunday, 17 December 2023
  • Updated: 17 December 2023, 07:44 AM IST

Sports

Latest News

ଉତ୍ତର ପ୍ରଦେଶର ଇଟାବାରେ ଶନିବାର ରାତିରେ ଏକ ଢାବା ଉପରେ ଟ୍ରକ୍‌ଟିଏ ଚଢ଼ି ଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଇକଦିଲ ଥାନା ଅନ୍ତର୍ଗତ ମାଣିକପୁର ନିକଟରେ ଘଟିଛି ଏହି ଦୁର୍ଘଟଣା।

ଟ୍ରକ୍‌ଟିରେ ଝାରଖଣ୍ଡର ନମ୍ବର ପ୍ଲେଟ୍ ଲାଗିଛି। ଏହା କାନପୁର ଆଡୁ ଆସୁଥିଲା ଓ ଦିଲ୍ଲୀ ଅଭିମୁଖେ ଯାଉଥିଲା।

ପୁଲିସ୍ ଟ୍ରକ୍‌କୁ ଜବତ କରିଛି। ତା’ ସହିତ ଡ୍ରାଇଭରଙ୍କୁ ଗିରଫ କରିଛି। ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ଜଣାପଡ଼ିଛି।

Also Read

ଇଟାବାର ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବାରୁ ଏହି ଦୁର୍ଘଟଣା ଘଟିଛି। ଏନେଇ ଅଧିକ ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story