ପୁଣି ଶୋଭାଯାତ୍ରା ଉପରକୁ ପଥର ମାଡ, ଲାଠିଚାର୍ଜ କଲା ପୁଲିସ

ମଧ୍ୟପ୍ରଦେଶର ଖଣ୍ଡୱା ଅଞ୍ଚଳରେ ଶୋଭାଯାତ୍ରା ଉପରକୁ ପଥର ମାଡ। ଲାଠିଚାର୍ଜ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଲା ପୁଲିସ।

Clashes In Madhya Pradesh

ମଧ୍ୟପ୍ରଦେଶରେ ଗୋଷ୍ଠୀ ସଙ୍ଘର୍ଷ

Debibandita Barick
  • Published: Tuesday, 08 August 2023
  • Updated: 08 August 2023, 11:02 AM IST

Sports

Latest News

ପୁଣି ଆଉ ଏକ ସ୍ଥାନରେ ଶୋଭାଯାତ୍ରା ଉପରକୁ ପଥର ମାଡ। ମଧ୍ୟପ୍ରଦେଶର ଖଣ୍ଡୱା ଅଞ୍ଚଳରେ କନୱାର୍ ଶୋଭାଯାତ୍ରା ଉପରକୁ ପଥର ମାଡ କରିଛନ୍ତି କିଛି ଦୁର୍ବୃତ୍ତ। ଫଳରେ ସେଠାରେ ହିଂସା ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ ହେବାରୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲାଠି ଚାର୍ଜ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି।

Also Read

ରାଜ୍ୟର ଖଣ୍ଡୱା ଜିଲ୍ଲା କହରୱାଡି ଅଞ୍ଚଳରେ ଏକ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା ବାହାରିଥିଲା। ସହରର ମୁଖ୍ୟ ମାର୍ଗ ଦେଇ ଯିବା ସମୟରେ କହରୱାଡିରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ଫଳରେ ଦୁଇ ଗୋଷ୍ଠୀ ପଥର ମାଡ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୋଷ୍ଠୀକୁ ଲାଠି ଚାର୍ଜ କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଯେପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ଧ୍ୟାନ ଦେଇଛି।

ନିକଟରେ ହରିୟାଣାରେ ଏପରି ଏକ ଘଟଣା ଘଟିଥିଲା। ସାମାନ୍ୟ ଗଣ୍ଡୋଗୋଳକୁ ବ୍ୟାପକ ପୋଡାଜଳା ଓ ହିଂସା ଦେଖିବାକୁ ମିଳିଥିଲା। ଏପରିକି ମାମଲା ମଧ୍ୟ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଥିଲା। ଉକ୍ତ ଘଟଣାରେ 3 ଜଣ ସାଧାରଣ ନାଗରିକ, ଦୁଇ ଜଣ ହୋମଗାର୍ଡ ଏବଂ ଜଣେ ଇମାମଙ୍କ ମୃତ୍ୟୁ ଘଟିଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story