ଉତ୍ତର ପ୍ରଦେଶ STF ଟିମକୁ ବଡ ସଫଳତା, କୁଖ୍ୟାତ ଅପରାଧୀ ବିନୋଦ ଉପାଧ୍ୟାୟ ଏନକାଉଣ୍ଟରରେ ସଫା

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅପରାଧ ଘଟାଇ ଚାଲିଥିଲା ବିନୋଦ। ତା' ବିରୁଦ୍ଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବାବେଳେ ପୁଲିସ ତାକୁ ଧରାଇ ଦେବାକୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।   

Vinod Upadhyay File Photo

ବିନୋଦ ଉପାଧ୍ୟାୟ ଫାଇଲ୍ ଫଟୋ

Debibandita Barick
  • Published: Friday, 05 January 2024
  • Updated: 05 January 2024, 12:02 PM IST

Sports

Latest News

ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ)କୁ ବଡ ସଫଳତା। କୁଖ୍ୟାତ ଅପରାଧୀ ବିନୋଦ ଉପାଧ୍ୟାୟକୁ ଏନକାଉଣ୍ଟରରେ ନିପାତ କଲା ଏସଟିଏଫ୍ ଟିମ୍। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅପରାଧ ଘଟାଇ ଚାଲିଥିଲା ବିନୋଦ। ତା' ବିରୁଦ୍ଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବାବେଳେ ପୁଲିସ ତାକୁ ଧରାଇ ଦେବାକୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।   

ଶେଷରେ ଆଜି ସୁଲତାନପୁର ଜିଲ୍ଲାର କୋଟୱାଲୀ ଜିଲ୍ଲାରେ ବିନୋଦକୁ ଏନକାଉଣ୍ଟର କରିଛି ଏସଟିଏଫ ଟିମ୍। ମିଳିଥିବା ସୂଚନା ଅନୁଯାୟୀ, କୋଟୱାଲୀରେ ବିନୋଦ ଲୁଚି ରହିଥିବା ନେଇ ଖବର ପାଇଥିଲା ଏସଟିଏଫ ପୁଲିସ। ଏହି ଅଞ୍ଚଳରେ ଖୋଜାଖୋଜି କରିବା ସମୟରେ ପୁଲିସ ଓ ବିନୋଦ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ବିନୋଦ ଆହତ ହୋଇଥିଲା। ଡାକ୍ତରଖାନାରେ ତାକୁ ମୃତ ଘୋଷଣା କରାଯାଇଛି। 

Also Read

ବିନୋଦ ଉପାଧ୍ୟାୟ ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀଙ୍କ ମଧ୍ୟରୁ ଜଣେ ଥିଲା। ସେ ଅଯୋଧ୍ୟା ଜିଲ୍ଲାର ମାୟାବାଜରର ବାସିନ୍ଦା ଥିଲା। ତା ବିରୁଦ୍ଧରେ ଏକାଧିକ ମାମଲା ରହିଥିଲା। ଶେଷରେ ଏସଟିଏଫ୍ ଟିମ୍ ଡିଏସପି ଦୀପକ ସିଂହଙ୍କ ନେତୃତ୍ୱରେ ଗଠିତ ଟିମ୍ ସଫା କରିଛି। ଏନକାଉଣ୍ଟର ପରେ ବିନୋଦଠାରୁ 30ଟି ଚାଇନିଜ୍ କମ୍ପାନୀ ନିର୍ମିତ ପିସ୍ତଲ, ଅଫୁଟା ଗୁଳି ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story