ଏକାନ୍ତରେ ପର୍ଣ୍ଣ ଦେଖିବା ଅପରାଧ ନୁହେଁ: କେରଳ ହାଇକୋର୍ଟ

ପର୍ଣ୍ଣ ଦେଖିବା ଉପରେ କେରଳ ହାଇକୋର୍ଟଙ୍କ ରାୟ। ଏକୁଟିଆ ଅଶ୍ଳୀଳ ଭିଡିଓ କିମ୍ବା ଫଟୋ ଦେଖିବା ଅପରାଧ ନୁହେଁ କହିଲେ ଅଦାଲତ।

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Wednesday, 13 September 2023
  • Updated: 13 September 2023, 02:56 PM IST

Sports

Latest News

ଭାରତରେ ଅଶ୍ଳୀଳ ଚଳଚ୍ଚିତ୍ର ପରିବେଷଣ ନିଷିଦ୍ଧ। ଅଶ୍ଳୀଳ ଫଟୋ କିମ୍ବା ଭିଡିଓ ଦେଖିବା ମଧ୍ୟ ଏକ ଅପରାଧ ବୋଲି ଧରାଯାଏ। ଯଦି ଏହା ଅପରାଧ, ତେବେ ଏହି ଆଇନଗତ ଦୃଷ୍ଟିରୁ ଏଥିପାଇଁ କଣ ରହିଛି ଦଣ୍ଡବିଧାନ? ମନକୁ ଏ ପ୍ରଶ୍ନ ଆସୁଥିବ ନିଶ୍ଚୟ। ଏସବୁ ମଧ୍ୟରେ କେରଳ ହାଇକୋର୍ଟ ନିକଟରେ ଏକ ରାୟ ପ୍ରକାଶ କରିଛନ୍ତି। ଅଦାଲତ କହିଛନ୍ତି ଯେ, ଏକାନ୍ତରେ ଲୁଚି ଲୁଚି ପର୍ଣ୍ଣ ଭିଡିଓ ଦେଖିବା ଅପରାଧ ନୁହେଁ।

ଧାରା ୨୯୨ ଅନୁସାରେ ଏହା ଅପରାଧ ନୁହେଁ ବୋଲି କହିଛନ୍ତି କେରଳ ଉଚ୍ଚ ନ୍ୟାୟାଳୟ। ଜଣେ ବ୍ୟକ୍ତିଙ୍କୁ ଏହି ଅଭିଯୋଗରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେଇଥିବା ଦଣ୍ଡ ବିଧାନକୁ ଖାରଜ କରି ଏପରି ରାୟ ଶୁଣାଇଛନ୍ତି ଅଦାଲତ। କେରଳର ଜଣେ ବ୍ୟକ୍ତି ସର୍ବସାଧାରଣରେ ପର୍ଣ୍ଣ ଭିଡିଓ ଦେଖୁଥିଲେ। ଏହି ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। ମାମଲା କୋର୍ଟରେ ବିଚାର ହେବା ପରେ ଏହା ଅପରାଧ ବୋଲି ଦର୍ଶାଇଥିଲେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ।

ମାଜିଷ୍ଟ୍ରେଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ବ୍ୟକ୍ତି ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ତ ହୋଇଥିଲେ। ଅଦାଲତ ମାମଲାର ଶୁଣାଣି କରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ରାୟକୁ ରଦ୍ଦ କରି ଦେଇଛନ୍ତି। ବିଚାରପତି ପିଭି କୁହ୍ନକୃଷ୍ଣନ କହିଛନ୍ତି, ବ୍ୟକ୍ତିଗତ ଭାବେ ପର୍ଣ୍ଣ ଦେଖିବା ଅଶ୍ଳୀଳତା କ୍ଷେତ୍ରରେ ଏକ ଅପରାଧ ନୁହେଁ। ଯଦି ସର୍ବସାଧାରଣରେ କୌଣସି ଅଶ୍ଳୀଳ ଭିଡିଓ କିମ୍ବା ଫଟୋ ପ୍ରଦର୍ଶନ କିମ୍ବା ବିତରଣ କରନ୍ତି ତେବେ ତାହା ଅପରାଧ ହେବ। 

Also Read

ଗିରଫ ହୋଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ସେପରି କୌଣସି ଅଭିଯୋଗ ହୋଇ ନାହିଁ। ତେଣୁ ତାଙ୍କୁ ଧାରା ୨୯୨ ଆଧାରରେ ଅପରାଧୀ ବୋଲି ସାବ୍ୟସ୍ତ କରିବାର ଯଥାର୍ଥତା ନାହିଁ ବୋଲି ବିଚାରପତି କହିଛନ୍ତି। ଅଦାଲତ ଆହୁରି କହିଛନ୍ତି ଯେ, ଶତାବ୍ଦୀ ଧରି ପର୍ଣ୍ଣୋଗ୍ରାଫି ଚାଲିଆସୁଛି। ନୂତନ ଡିଜିଟାଲ୍ ଯୁଗ ଏହାକୁ ପୂର୍ବ ଅପେକ୍ଷା ଅଧିକ ସୁଗମ କରିପାରିଛି ଏବଂ ବୃଦ୍ଧଠୁ ବାଳୁତ ସମସ୍ତଙ୍କ ପାଖରେ ଉପଲବ୍ଧ। ଏହା ସେମାନଙ୍କର ବ୍ୟକ୍ତିଗତ ପସନ୍ଦ ଏବଂ ଏଥିରେ ହସ୍ତକ୍ଷେପ କରିବା ସେମାନଙ୍କର ଗୋପନୀୟତାରେ ହସ୍ତକ୍ଷେପ କରିବା ସହିତ ସମାନ ବୋଲି ଅଦାଲତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story